Browsing Tag

heat wave in odisha

ଆକାଶରୁ ଖସୁଛି ଅଗ୍ନି ପିଣ୍ଡୁଳା, ଦିନ ୧୧ଟା ୩୦ ସୁଦ୍ଧା ବାଲେଶ୍ବର ପାଲଟିଲା ଉତ୍ତପ୍ତ ସହର

ଭୁବନେଶ୍ୱର (କେନ୍ୟୁଜ): ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା ।  ବାଲେଶ୍ବରରେ ୪୦ ଟପିଲା ତାପମାତ୍ରା ।  ଦିନ ୧୧ଟା ୩୦ ସୁଦ୍ଧା ୪୦.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।  ଭୁବନେଶ୍ବରରେ ୩୯.୬, ଝାରସୁଗୁଡ଼ାରେ ୩୯.୫, ଚାନ୍ଦବାଲିରେ ୩୯.୧ ଓ କେନ୍ଦୁଝରରେ ୩୯ ଡିଗ୍ରୀ ତପମାତ୍ରା ରେକର୍ଡ…

ମାର୍ଚ୍ଚ ଶେଷ ସପ୍ତାହ ବେଳକୁ ଜଳିବ ଓଡ଼ିଶା, ୪୦ ଡିଗ୍ରୀ ଛୁଇଁ ପାରେ ତାପମାତ୍ରା

ଭୁବନେଶ୍ୱର (କେନ୍ୟୁଜ): ମାର୍ଚ୍ଚ ଶେଷ ସପ୍ତାହ ବେଳକୁ ଜଳିବ ପଶ୍ଚିମ ଓଡ଼ିଶା । ୨୮ତାରିଖରୁ ଅସହ୍ୟ ହେବ ଖରା । ବୌଦ୍ଧ, ସୋନପୁର, ବଲାଙ୍ଗୀର, ଝାରସୁଗୁଡା, ଟିଟିଲାଗଡ଼ ଆଦି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ଛୁଇଁ ପାରେ । ଆଜିଠୁ ୨୪ ତାରିଖ ପର୍ଯ୍ୟନ୍ତ ପାଗ…

ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କଲାଣି ପ୍ରଚଣ୍ଡ ଖରା, ଆଜିଠୁ ଆହୁରି ଜଳିବ

ଭୁବନେଶ୍ୱର (କେନ୍ୟୁଜ): ବଢ଼ିଲା ତାତି, ଆଜିଠୁ ଆହୁରି ଅସହ୍ୟ। ୪୦ ଡିଗ୍ରୀ ଛୁଇଁବ ପାରଦ। ୩୬ ଡିଗ୍ରୀ ଉପରେ ୧୯ ସହରର ତାପମାତ୍ରା। ବଲାଙ୍ଗିର, ବୌଦ୍ଧ ଓ ପାରଳାଖେମୁଣ୍ଡିରେ ପାରଦ ୩୮ ଡିଗ୍ରୀ ଛୁଇଁଛି। ଆଜି ଅଧା ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ନେଇ ଆକଳନ କରିଛି ଭୁବନେଶ୍ବର ପାଣିପାଗ…

ମାର୍ଚ୍ଚରୁ ଅସ୍ତବ୍ୟସ୍ତ କଲାଣି ଖରାର ପ୍ରକୋପ, ରାଜ୍ୟରେ ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୩୬ ଡିଗ୍ରୀ ଉପରେ

ଭୁବନେଶ୍ୱର(କେନ୍ୟୁଜ) : ବଢିଲାଣି ଖରା।  ମାର୍ଚ୍ଚରୁ ଅସ୍ତବ୍ୟସ୍ତ କଲାଣି ଖରାର ପ୍ରକୋପ । ରାଜ୍ୟରେ ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୩୬ ଡିଗ୍ରୀ ଉପରେ ରେକର୍ଡ । ୭ଟି ସହରରେ ତାପମାତ୍ରା ୩୬ ଡିଗ୍ରି ଟପିଯାଇଛି । ଲଗାତାର ଦ୍ଵିତୀୟ ଦିନ ପାଇଁ ଓଡ଼ିଶାରେ ଏଭଳି ସ୍ଥିତି ଉପୁଜିଛି ।…

ଜଳୁଛି ଉପକୂଳରୁ ଉପାନ୍ତ : ଆହୁରି ୫ ଦିନ ଜଳାଇବ, ଚିନ୍ତାରେ ରାଜ୍ୟବାସୀ

ଭୁବନେଶ୍ୱର (କେନ୍ୟୁଜ): ଆହୁରି ୫ ଦିନ ଜଳାଇବ। ତାତିରେ ଆଉଟୁପାଉଟୁ ସାରା ଓଡ଼ିଶା। ଜଳୁଛି ଉପକୂଳରୁ ଉପାନ୍ତ। ସବୁଠି ଭୟଙ୍କର ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଲାଗାତାର ୫ ଦିନ ହେଲା ବର୍ଷାର ଦେଖାନାହିଁ। ଆର୍ଦ୍ରତା ଅଧିକ ରହୁଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ୩୬ ଡିଗ୍ରୀ ଉପରେ ୭…

ମୌସୁମୀ ଦୁର୍ବଳ: ଆସନ୍ତା ୫ ଦିନ ଯାଏଁ ମିଳିବନି ତାତିରୁ ନିସ୍ତାର

କେନ୍ୟୁଜ୍(ବ୍ୟୁରୋ):  ୧୨୬ ବର୍ଷର ରେକର୍ଡ ଛୁଇଁଲା ଅଗଷ୍ଟ ତାତି । ୧୯୭୨ ପରେ ପୁରୀରେ ଦ୍ବିତୀୟ ସର୍ବାଧିକ ତାପମାତ୍ରା ରେକର୍ଡ । ଆସନ୍ତା ୫ ଦିନ ଯାଏଁ ମିଳିବନି ତାତିରୁ ନିସ୍ତାର । ମୌସୁମୀ ଦୁର୍ବଳ ହେବାରୁ ଉତ୍ତପ୍ତ ହେଉଛି ରାଜ୍ୟ । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ରାଜ୍ୟକୁ ଜଳୀୟ…

ରାଜ୍ୟରେ ମୌସୁମୀ ଦୁର୍ବଳ: ଦିନରେ ବଢ଼ୁଛି ତାତି ଓ ଗୁଳୁଗୁଳି

ଭୁବନେଶ୍ୱର (କେନ୍ୟୁଜ): ମୌସୁମୀ ଦୁର୍ବଳ ପାଇଁ ଗୁଳୁଗୁଳି। ୩ରୁ ୪ ଦିନ ଧରି ରାଜ୍ୟରେ କମିଛି ବର୍ଷା ପରିମାଣ। ବର୍ତ୍ତମାନ ରାଜ୍ୟରେ ଦୁର୍ବଳ ରହିଛି ମୌସୁମୀ ପ୍ରବାହ। ନିମ୍ନ ଚାପରେଖା ଓଡ଼ିଶାଠାରୁ ଯଥେଷ୍ଟ ଉତ୍ତରରେ ରହିଥିବା ସୂଚନା ଦେଇଛି ପାଣିପାଗ ବିଭାଗ। ଏପଟେ ପ୍ରବଳ ଗୁଳୁଗୁଳି ପରେ…

ଆକାଶରୁ ଖସୁଛି ନିଆଁ ପିଣ୍ଡୁଳା, ଆହୁରି ୨ ଦିନ ଜଳାଇବ

କେନ୍ୟୁଜ୍(ବ୍ୟୁରୋ): ଭୀଷଣ ତାତି । ଆକାଶରୁ ଖସୁଛି ନିଆଁ ପିଣ୍ଡୁଳା। ଆହୁରି ୨ ଦିନ ଜଳାଇବ ଓ ସିଝାଇବ ଗ୍ରୀଷ୍ମପ୍ରବାହ । ସିଭିୟର ହିଟୱେଭ୍ ନେଇ ୧୨ ଜିଲ୍ଲାକୁ ଅରେଞ୍ଜ ଓ ୫ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଓ୍ଵାର୍ଣ୍ଣିଂ । ପଶ୍ଚିମରେ ତାତି ୪୫ ଡିଗ୍ରୀ ରହୁଛି । ଆଜି ପଶ୍ଚିମ ଓଡ଼ିଶାର ଅଧିକାଂଶ…

ଆହୁରି ୩ ଦିନ ଜଳାଇବ, ସିଝାଇବ ଓ କଲବଲ କରିବ

କେନ୍ୟୁଜ୍(ବ୍ୟୁରୋ):   ଆଷାଢ଼ରେ ପ୍ରଚଣ୍ଡ ତାତିରେ ଜଳୁଛି ସାରା ରାଜ୍ୟ । ଭୀଷଣ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିରେ ଆଉଟୁ ପାଉଟୁ ଲୋକେ । ତେବେ ଏତିକିରେ ତ୍ରାହି ମିଳିବନି । ଆହୁରି ୩ ଦିନ ଜଳାଇବ, ସିଝାଇବ ଓ କଲବଲ କରିବ । ୨୦ ତାରିଖ ଯାଏ ତାତିରୁ ନିସ୍ତାର ନାହିଁ । ସିଭିୟର ହିଟ୍‌େଓ୍ଵଭ୍‌…

ଆକାଶରୁ ହେଉଛି ଅଗ୍ନିବର୍ଷା: ଦିନ ସାଢ଼େ ୧୧ଟା ସୁଦ୍ଧା ପାରଦ ୪୦ ଡିଗ୍ରୀ ପାର୍ !

ଭୁବନେଶ୍ୱର(କେନ୍ୟୁଜ୍): ଡେଉଁଛି ପାରଦ, ବଢୁଛି ତାତି । ଆକାଶରୁ ଅଗ୍ନିବର୍ଷା ହେଉଛି । ଟାଇଁ ଟାଇଁ ଖରା । ତାସାଙ୍ଗକୁ ଝାଞ୍ଜି ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ସକାଳ ୯ଟାରୁ ମାଡ଼ି ଆସୁଛି ଖରା । ଦିନ ବଢ଼ିବା ସହ ତାତି ବଢୁଛି । ସାଢ଼େ ୧୧ଟା ସୁଦ୍ଧା ପାରଦ ୪୦ ଡିଗ୍ରୀ ପାର…

୫ଦିନ ଯାଏଁ ତାତିରୁ ନାହିଁ ନିସ୍ତାର :ଆସନ୍ତା ୨୪ ଘଣ୍ଟାରେ ବିଜୁଳି ଓ ଘଡ଼ଘଡ଼ି, ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମପ୍ରବାହ। ପ୍ରବଳ ଖରା ଓ ତାତିରେ ଆଉଟୁପାଉଟୁ ଲୋକେ। ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ଆଗାମୀ ୫ଦିନ ଯାଏ ତାତିରୁ ମିଳିବନି ଆଶ୍ୱସ୍ତି। ୨୬ ତାରିଖରେ ପାଗରେ ବିଶେଷ ପରିବର୍ତ୍ତନ ହେବାର…

୩ ଦିନ ଡହଡହ ଖରାରେ ସିଝିବ ଅଧା ଓଡ଼ିଶା: ଉପକୂଳରେ ଅସହ୍ୟ ହେବ ଗୁଳୁଗୁଳି

ଭୁବନେଶ୍ୱର (କେନ୍ୟୁଜ): ତାତିରୁ ମିଳୁନି ନିସ୍ତାର। ଆହୁରି ୩ ଦିନ ଡହଡହ ଖରାରେ ସିଝିବ ଅଧା ଓଡ଼ିଶା। ୨୧ ତାରିଖ ପର୍ଯ୍ୟନ୍ତ ଅଧିକାଂଶ ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିପାରେ। ପଶ୍ଚିମ ଓଡ଼ିଶାରେ ପାରଦ ୪୫ ଡିଗ୍ରୀ ଛୁଇଁବା ନେଇ ଆଶଙ୍କା କରାଯାଉଛି। ଉପକୂଳ ଓଡ଼ିଶାରେ ଖରା ସହିତ ହନ୍ତସନ୍ତ…