କେନ୍ଦୁଝର : ରଶି ଲଗାଇ ଆତ୍ମହତ୍ୟା କଲେ ଯୁବ ସାମ୍ବାଦିକ
କେନ୍ଦୁଝର(କେନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ଘଟଗାଁର ଯୁବ ସାମ୍ବାଦିକ ଦିଲ୍ଲୀପ ମିଶ୍ର ଆତ୍ମହତ୍ୟା କରିଥିବା ଜଣାଯାଇଛି । ଉପରଡିହା ସ୍ଥିତ ନିଜ ଘରେ ସେ ବିଳମ୍ବିତ ରାତିରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।
ଘଟଣାସ୍ଥଳରୁ ପୋଲିସ ଏକ ସୁଇସାଇଡ ନୋଟ ଜବତ କରିଛି । କିଛି ଦିନ ହେଲା ମାନସିକ…