ଇଂଲଣ୍ଡରେ ଅଟକି ରହିଛି ମେନ୍ ଇନ୍ ବ୍ଲୁ , ମିଳୁନି ଫ୍ଲାଇଟ୍ ଟିକେଟ୍
ଇଂଲଣ୍ଡରେ ଅଟକି ରହିଛି ଟିମ୍ ଇଣ୍ଡିଆ। ଫେରିବା ପାଇଁ ଟିକେଟ ବ୍ୟବସ୍ଥା କରି ପାରିନି ବିସିସିଆଇ। ନ୍ୟୁଜିଲାଣ୍ଡଠାରୁ ସେମି ଲଢ଼େଇରେ ହାରିବା ପରେ ଅଯଥାରେ ଚାରି ଦିନ ହେଲାଣି ମଞ୍ଚେଷ୍ଟରରେ ଖେଳାଳି ଓ ଅଫିସିଆଲ ରହିଛନ୍ତି। ସେପଟେ ଆଇପିଏଲ୍ ପ୍ଲେ ଅଫ୍ ଷ୍ଟାଇଲରେ ବିଶ୍ୱକପ୍ ନକ୍ ଆଉଟ୍…