ଗୁପ୍ଚୁପ୍ ବିକି ଦିନେ ହେବି ମୁଁ କୋଟିପତି
ଯେତେବେଳେ ପାଟି ଖୋଜେ କିଛି ଚଟପଟା ଖାଦ୍ୟ ସେତେବେଳେ ମନେ ପଡ଼େ ଗୁପଚୁପ୍ କଥା । ଆଉ ଯଦି କେଉଁଠି ସୁଆଦିଆ ଗୁପଚୁପ୍ କଥା ଉଠେ ତେବେ ମନ ଟାଣି ନିଏ ସେହି ଜାଗାକୁ ସେ ତେଣିକି ଯେତେ ଦୂର ହେଉ ପଛେ ସେଠି ଯାଇ ପହଞ୍ଚି ଯାଆନ୍ତି ଖାଦ୍ୟ ପ୍ରେମୀ । ହେଲେ ଆଜି ଆମେ ଯେଉଁ ଗୁପଚୁପ ବିକାଳି ବାବୁଙ୍କ କଥା କହିବୁ ସେ ଅନ୍ୟଙ୍କ ପରି ନୁହନ୍ତି । ତାଙ୍କ ଠାରେ କିଛି ବିଶେଷ କଥା ରହିଛି । ତେବେ ଚାଲନ୍ତୁ ଜାଣିବା ଏଇ ଯୁବକ ଜଣକ ଗୁପଚୁପ୍…
Read More...