ଲାଲ କରିଡରରେ ଦେବଦୂତ ସାଜିଲେ ଯବାନ, ଗର୍ଭବତୀଙ୍କୁ ଖଟରେ ବୋହି ନେଲେ ଡାକ୍ତରଖାନା
ମାଲକାନଗିରି (କେନ୍ୟୁଜ): ଦେବଦୂତ ସାଜିଲେ ଯବାନ। ଗର୍ଭବତୀଙ୍କୁ ଖଟରେ ବୋହି ଡାକ୍ତରଖାନା ନେଲେ ସୁରକ୍ଷାକର୍ମୀ। ଅପରାଧୀଙ୍କୁ ଦଣ୍ଡ ଓ ଅସହାୟଙ୍କୁ ସାହାଯ୍ୟ। ଏଭଳି ସ୍ଲୋଗାନ ଦେଇ ଜନହିତକର କାମରେ ନିୟୋଜିତ ଅଛନ୍ତି ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦନ୍ତେୱାଡାରେ କାର୍ଯ୍ୟରତ ଡିଆରଜି ଯବାନ।…