Browsing Tag

jdu

ଇସ୍ତଫା ଦେଲେ ଲଲନ୍‌ ସିଂ, ନୀତୀଶ କୁମାର ହେଲେ ଜେଡିୟୁର ନୂଆ ଅଧ୍ୟକ୍ଷ

ଜନତା ଦଳ ୟୁନାଇଟେଡ୍‌ (JDU) ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଲଲନ ସିଂ। ଲଲନ ସିଂଙ୍କ ଇସ୍ତଫାକୁ ଦଳ ମଞ୍ଜୁରୀ ପ୍ରଦାନ କରିଛି। ଜେଡିୟୁ ଅଧ୍ୟକ୍ଷ ଲଲନ ସିଂ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଦଳର ମୁଖ୍ୟ ପଦ ପାଇଁ ନୀତୀଶ କୁମାରଙ୍କ ନାମ ପ୍ରସ୍ତାବ ଦେଇଥିଲେ। ଦଳର ବରିଷ୍ଠ ନେତା ସି…

‘ଯଦି ଆତଙ୍କବାଦୀଙ୍କ ସହ ଲଢ଼ିବାକୁ ଡରୁଛ, ତା’ ହେଲେ ସେନାରେ ୩୦% ମୁସଲମାନଙ୍କୁ ଭର୍ତ୍ତି କର’; JDU ନେତାଙ୍କ ବିବାଦୀୟ…

ଜନତା ଦଳ ୟୁନାଇଟେଡ (JDU)ର ପୂର୍ବତନ ଏମଏଲସି ଗୁଲାମ ରସୁଲ ବଲୟାଭି ସେନାକୁ ଗାଜର ସହିତ ତୁଳନା କରିବାରୁ ସୃଷ୍ଟି ହୋଇଛି ବିବାଦ। ରବିବାର ନାୱାଦାରେ ଇଦାରା-ଏ-ଶରିୟା ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବଲୟାଭି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରି ଏହା…

ଜେଡିୟୁର ନୂତନ ସଭାପତି ଭାବେ ଆରସିପି ସିଂ ନିଯୁକ୍ତ

ନୂଆଦିଲ୍ଲୀ : ଜେଡିୟୁର ନୂତନ ସଭାପତି ଭାବେ ଆରସିପି ସିଂ ନିଯୁକ୍ତ ହୋଇଛନ୍ତି । ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁର ପ୍ରାକ୍ତନ ମୁଖ୍ୟ ନୀତିଶ କୁମାର ଏହି ପ୍ରସ୍ତାବ ଦେଇଥିଲେ । ଯାହାକୁ ଅନ୍ୟ ସଦସ୍ୟ ସମର୍ଥନ ଜଣାଇଛନ୍ତି । ଏହି ଅବସରରେ ନୀତିଶ କୁମାର…

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗ: JDU ପ୍ରାର୍ଥୀ ହରିବଂଶଙ୍କୁ BJDର ସମର୍ଥନ

ଭୁବନେଶ୍ବର: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗ । JDU ପ୍ରାର୍ଥୀଙ୍କୁ BJDର ସମର୍ଥନ । JDU ପ୍ରାର୍ଥୀ ହରିବଂଶଙ୍କୁ ସମର୍ଥନ ଦେବ BJD । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି । ଆଜି ସକାଳେ ନବୀନଙ୍କ ସହ ପୁଣି କଥା ହୋଇଥିଲେ ନୀତୀଶ କୁମାର । ଏହାପୂର୍ବରୁ ୧୦…

ମନଇଚ୍ଛା ମନ୍ତ୍ରୀପଦ ବଣ୍ଟା ଯାଉଛି, ମୋଦି ସରକାର ଗଠନ ପରେ ଜେଡିୟୁ ଓ ବିଜେପି ମଧ୍ୟରେ ଅସନ୍ତୋଷ

ମୋଦି ସରକାର ଗଠନ ହେବା ପରେ ଜେଡିୟୁ ଓ ବିଜେପି ମଧ୍ୟରେ ଅସନ୍ତୋଷ ମୁଣ୍ଡ ଟେକିଛି। ଜେଡିୟୁକୁ ଏନଡିଏ- ୨ ସରକାରରେ ସମ୍ମାନଜନକ ମନ୍ତ୍ରୀ ଆସନ ନମିଳିବାକୁ ଦଳ କୌଣସି ମନ୍ତ୍ରୀ ପଦ ଗ୍ରହଣ କରିନଥିବା ସ୍ପଷ୍ଟ କରିଛନ୍ତି ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ବିହାରରେ ଏନଡିଏ…

ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ନେଇ ନବୀନଙ୍କ ଦାବିକୁ ଜେଡିୟୁର ସମର୍ଥନ

ଓଡ଼ିଶା ଦୁର୍ବିପାକ ପ୍ରବଣ ରାଜ୍ୟ । ପ୍ରତି ବର୍ଷ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ଭିତ୍ତିଭୂମିର ବହୁ କ୍ଷତି ହେଉଛି। ଏବେ ଫନି, ପୂର୍ବରୁ ଫାଇଲିନ୍‌, ହୁଦ୍‌ହୁଦ୍‌ ଓ ତିତିଲିରେ କ୍ଷତିଗ୍ରସ୍ତ ହୋଇଥିଲା । ତେଣୁ ଓଡ଼ିଶାର ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବିକୁ ସମର୍ଥନ କରିଛି…