ପୁନରୁଦ୍ଧାର ହେବ କଳିଙ୍ଗ ଷ୍ଟୁଡ଼ିଓ, ବିଶ୍ୱସ୍ତରୀୟ ଷ୍ଟୁଡିଓ କରିବାକୁ ଅଣ୍ଟା ଭିଡ଼ିଲେ ରାଜ୍ୟ ସରକାର
କେନ୍ୟୁଜ୍(ବ୍ୟୁରୋ): ନୂଆ ରୂପରେ ସଜେଇ ହେବ କଳିଙ୍ଗ ଷ୍ଟୁଡିଓ । ପୁନରୁଦ୍ଧାର ହେବ କଳିଙ୍ଗ ଷ୍ଟୁଡ଼ିଓ । କଳିଙ୍ଗ ଷ୍ଟୁଡିଓକୁ ବିଶ୍ୱସ୍ତରୀୟ ଷ୍ଟୁଡିଓ କରିବାକୁ ଅଣ୍ଟା ଭିଡ଼ିଲେ ରାଜ୍ୟ ସରକାର । ୨ଶହ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକକଳିଙ୍ଗ…