Browsing Tag

kalpana dash

ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସଙ୍କ ସ୍ମୃତିରେ ଢେଙ୍କାନାଳରୁ ଭୁବନେଶ୍ୱର ଯାଏ ପଦଯାତ୍ରା

ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସଙ୍କ ସ୍ମୃତିରେ ଢେଙ୍କାନାଳରୁ ଭୁବନେଶ୍ୱର ଯାଏ ପଦଯାତ୍ରା । ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ ନିକଟରୁ ସିଦ୍ଧାର୍ଥ ଶଙ୍କର ଦାସ ପଦଯାତ୍ରା ଆରମ୍ଭ କରିଥିଲେ । ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ଦୀର୍ଘ ୭୩…

ଏଭରେଷ୍ଟ ବିଜୟିନୀଙ୍କୁ ଝୁରୁଛନ୍ତି ପର୍ବତାରୋହଣ ପ୍ରଶିକ୍ଷାର୍ଥୀ, କଳ୍ପନାଙ୍କ ଅକାଳ ବିୟୋଗ ପରେ ଦୁଃଖରେ ପଡ଼ିଛନ୍ତି…

ଏଭରେଷ୍ଟ ବିଜୟିନୀ କଳ୍ପନା ଦାସଙ୍କୁ ଝୁରୁଛନ୍ତି ପର୍ବତାରୋହଣ ପ୍ରଶିକ୍ଷାର୍ଥୀ । କଳ୍ପନାଙ୍କୁ ନିଜର ଆଦର୍ଶ ଓ ପଥପ୍ରଦର୍ଶକ ଭାବେ ଗ୍ରହଣ କରି ସେମାନେ ପ୍ରଶିକ୍ଷଣ ନେଉଥିଲେ । ହେଲେ ତାଙ୍କର ଅକାଳ ବିୟୋଗ ପରେ ସେମାନେ ଭାଙ୍ଗି ପଡ଼ିଛନ୍ତି । ପାହାଡ଼ୀ କନ୍ୟା କଳ୍ପନା ଦାସଙ୍କୁ ଝୁରୁଛି…

ଢେଙ୍କାନାଳ : ଜନ୍ମମାଟିରେ ପହଂଚିଲା ପର୍ବତରାଣୀଙ୍କ ପାର୍ଥିବ ଶରୀର

ଢେଙ୍କାନାଳ : ଜନ୍ମମାଟିରେ ପହଂଚିଲା ପର୍ବତରାଣୀଙ୍କ ପାର୍ଥିବ ଶରୀର । ଆଜି ସକାଳରେ କଳ୍ପନାଙ୍କ ମୃତଦେହ ଭୁବନେଶ୍ୱର ବିମାନ ବନ୍ଦର ପହଂଚିବା ପରେ କଳିଙ୍ଗ ଷ୍ଟାଡିୟମ୍‌କୁ ନିଆଯାଇଥିଲା। ଏଠାରେ କ୍ରୀଡ଼ା ମନ୍ତ୍ରୀ ଏବଂ ସଚିବଙ୍କ ସମେତ ଅନେକ ଅଧିକାରୀ କଳ୍ପନାଙ୍କ ଶେଷ ଦର୍ଶନ କରିଥିଲେ। ଏହା ପରେ…

କାଠମାଣ୍ଡୁରେ ପହଞ୍ଚିଲା କଳ୍ପନା ଦାଶଙ୍କ ମର ଶରୀର, ବ୍ୟବଚ୍ଛେଦ କରି ମୃତଦେହକୁ ଓଡ଼ିଶା ଆଣିବାରେ ହୋଇପାରେ ବିଳମ୍ବ

କାଠମାଣ୍ଡୁରେ ପହଞ୍ଚିଲା ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର । ଖରାପ ପାଗ ଯୋଗୁ ହେଲିକପ୍ଟରରେ ପାର୍ଥିବ ଶରୀର ତଳକୁ ଆଣିବାରେ ହେଉଛି । ଦୁଇଦିନ ତଳେ କଳ୍ପନାଙ୍କ ମୃତଦେହ ବରଫତଳୁ ଉଦ୍ଧାରକାରୀ ଟିମ୍‌ ‘ସାର୍ପୋ’ ଉଦ୍ଧାର କରିଥିଲା । ଦ୍ୱିତୀୟ ଥର ପାଇଁ ଏଭରେଷ୍ଟ ଆରୋହଣ ବେଳେ ଏଭରେଷ୍ଟର…

ଉଦ୍ଧାର ହେଲା କଳ୍ପନା ଦାଶଙ୍କ ମରଶରୀର

ଉଦ୍ଧାର ହେଲା କଳ୍ପନା ଦାଶଙ୍କ ମରଶରୀର। ବରଫତଳୁ ମୃତଦେହ ଉଦ୍ଧାର ପରେ ଏହାକୁ ବେସ୍‌କ୍ୟାମ୍ପକୁ ଅଣାଯାଇଛି। ଏଭରେଷ୍ଟ ଆରୋହଣ କରିବାକୁ ଯାଇଥିବା ବେଳେ ଗତ ୨୪ତାରିଖରେ ତାଙ୍କର ପ୍ରାଣହାନି ଘଟିଥିଲା। ଏଭରେଷ୍ଟର ବାଲକୋନି ଏରିଆରେ ତାଙ୍କର ମୃତ୍ୟୁ ହୋଇଥିଲା। ପ୍ରଥମେ ବେସ୍‌କ୍ୟାମ୍ପ ୪ରୁ…

ପାହାଡ଼ କୋଳରେ ଚିର ନିଦ୍ରାରେ ଶୋଇଗଲେ ପର୍ବତ ରାଣୀ କଳ୍ପନା

ଗୋଟିଏ ପଟେ ଥିଲା ଗଣତନ୍ତ୍ରର ବିଜୟ ଉଲ୍ଲାସ, ଆଉ ଅନ୍ୟପଟେ ଆସିଥିଲା ଏକ ଦୁଃଖଦ ଖବର । ପାହାଡ଼କୁ ଭଲ ପାଉଥିବା ମଣିଷଟିଏ ସେହି ପାହାଡ କୋଳରେ ହିଁ ଶୋଇଯାଇଥିଲା ଚିରଦିନ ପାଇଁ ଚିର ନିଦ୍ରାରେ। ଏଭରେଷ୍ଟରେ ପ୍ରାଣ ହରାଇଛନ୍ତି ପର୍ବତରାଣୀ କଳ୍ପନା ଦାଶ । ଆଜ୍ଞା ହଁ, ଆମ ଗହଣରେ ଆଉ ନାହାନ୍ତି…

ପର୍ବତାରୋହୀ କଳ୍ପନା ଦାସଙ୍କ ପରଲୋକ

ପର୍ବତାରୋହୀ କଳ୍ପନା ଦାସଙ୍କ ପରଲୋକ । ଅମ୍ଳଜାନ ଅଭାବରୁ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ହିମାଳୟରେ ଶିଖରରୁ ପାଦଦେଶକୁ ଓହ୍ଲାଇବା ବେଳେ କଳ୍ପନା ଦାସଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ପ୍ରାୟ ୮ ହଜାର ଫୁଟ ଉପରେ କଳ୍ପନାଙ୍କ ମରଶରୀର ରହଛି । ମୃତ୍ୟୁ ବେଳକୁ ତାଙ୍କ ବୟସ ୪୯ ବର୍ଷ…