Browsing Tag

kamal hassan

ପୁଣି ଚର୍ଚ୍ଚାରେ କମଲ ହାସନ, ମିଳିଲା ବେଷ୍ଟ ସିଙ୍ଗର ଆଓ୍ଵାର୍ଡ

ଗତ ବର୍ଷ ଫିଲ୍ମ ବିକ୍ରମରୁ ଦମଦାର କମ୍‌ ବ୍ୟାକ୍‌ କରିଥିବା କମଲ ହାସନ ପୁଣି ଚର୍ଚ୍ଚାରେ ଅଛନ୍ତି । ଭାରତୀୟ ସିନେମାରେ ଭିନ୍ନ ପରିଚୟ ସୃଷ୍ଟି କରିଥିବା କମଲ ହାସନଙ୍କୁ କୌଣସି ପୁରଷ୍କାର ମିଳିବା ସାଧାରଣ କଥା । ତାଙ୍କର ଅଭିନୟର ଟ୍ୟାଲେଣ୍ଟ ପାଇଁ ସେ ଘରେ ଘରେ ପରିଚିତ । କିନ୍ତୁ ଏଥର ତାଙ୍କୁ…

ଜୀବନରେ ସବୁକିଛି ପାଇଥିବା କମଲ ହାସନ ଲଭ୍‌ ଲାଇଫରେ ଅସଫଳ, ଦୁଇଥର ବିବାହ କରି ମଧ୍ୟ ଏବେ ବଞ୍ଚୁଛନ୍ତି ଏକାକୀ ଜୀବନ

ସାଉଥ ସୁପରଷ୍ଟାର କମଲ ହାସନଙ୍କ ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ଛୋଟ ଠାରୁ ବଡ ଯାଏଁ ସମସ୍ତେ ତାଙ୍କର ଦିଓ୍ଵାନା। ସାଉଥ ଫିଲ୍ମରୁ ଆରମ୍ଭ କରି ବଲିଉଡ ଫିଲ୍ମ ସବୁଥିରେ ଅଭିନୟ କରିଛନ୍ତି। କମଲ ଜଣେ ନିର୍ଦ୍ଦେଶକ, ସ୍କ୍ରିନ୍ ରାଇଟର୍, ନିର୍ମାତା ଏବଂ…

୩୬ ବର୍ଷ ବୟସରେ ପାଦ ଥାପିଲେ ଶ୍ରୁତି ହାସନ, ଦିନେ ନାଗା ଚୈତନ୍ୟଙ୍କୁ ବିବାହ କରିବାକୁ ଚାହୁଁଥିଲେ

ଆଜି ହେଉଛି ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଶ୍ରୁତି ହାସନଙ୍କ ଜନ୍ମଦିନ। ସେ ଆଜି ତାଙ୍କର ୩୬ ତମ ଜନ୍ମ ଦିବସ ପାଳନ କରୁଛନ୍ତି। ତେବେ ସେ ଜଣେ ଭଲ କଳାକାର । ଏମିତିକି ସେ କେବଳ ସାଉଥ୍ ଫିଲ୍ମରେ ନୁହେଁ ବଲିଉଡର ଅନେକ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ଶ୍ରୁତି ହାସନଙ୍କୁ ନେଇ ଆଉ କଥା ମଧ୍ୟ…

ଭୁବନେଶ୍ୱର: ସେଞ୍ଚୁରିଆନ ୟୁନିଭରସିଟିର ସମାବର୍ତ୍ତନ ଉତ୍ସବରେ କମଲ ହାସନଙ୍କୁ ଦିଆଗଲା ସମ୍ମାନସୂଚକ ଡକ୍ଟରେଟ ଡିଗ୍ରୀ

ଭୁବନେଶ୍ବର(କେନ୍ୟୁଜ୍):   ଭୁବନେଶ୍ୱରରେ ସେଞ୍ଚୁରିଆନ ୟୁନିଭରସିଟିର ସମାବର୍ତ୍ତନ ଉତ୍ସବରେ ଚଳଚ୍ଚିତ୍ର ତାରକା କମଲ ହାସନଙ୍କୁ ସମ୍ମାନସୂଚକ ଡକ୍ଟରେଟ ଡିଗ୍ରୀ ପ୍ରଦାନ । ଭାରତୀୟ ଚଳଚ୍ଚିତ୍ର ଜଗତକୁ ୬ ଦଶନ୍ଧି ଧରି ତାଙ୍କର ବିଶେଷ ଅବଦାନ ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ଏହି ଡକ୍ଟରେଟ ପ୍ରଦାନ…

ନବୀନ ନିବାସରେ ତାମିଲ ସୁପରଷ୍ଟାର ତଥା ଏମ.ଏନ.ଏମ ମୁଖ୍ୟ କମଲ ହାସନ୍‌, ସୌଜନ୍ୟମୂଳକ ଥିଲା ସାକ୍ଷାତ

ଭୁବନେଶ୍ବର(କେନ୍ୟୁଜ୍):  ନବୀନ ନିବାସରେ ତାମିଲ ସୁପରଷ୍ଟାର ତଥା ଏମ.ଏନ.ଏମ ମୁଖ୍ୟ କମଲ ହାସନ୍‌। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କମଲ ଭେଟି ଆଲୋଚନା କରିଛନ୍ତି। ଏହି ସାକ୍ଷାତ ସୌଜନ୍ୟମୂଳକ ଥିଲା । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଥିବା କମଲ ହାସନଙ୍କୁ ଓଡ଼ିଶାର ଦର୍ଶନୀୟ ସ୍ଥାନ କୋଣାର୍କ ଓ…

ସ୍ୱାଧୀନ ଭାରତର ପ୍ରଥମ ଆତଙ୍କବାଦୀ ଥିଲେ ହିନ୍ଦୁ: କମଲ ହାସନ

କେନ୍ୟୁଜ୍: ୧୯ ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟରେ ନିର୍ବାଚନ ପ୍ରଚାରରେ ଏମଏନଏମ ନେତା କମଳ ହାସନଙ୍କ ବୟାନକୁ ନେଇ ବିବାଦ । ସ୍ୱାଧୀନ ଭାରତର ପ୍ରଥମ ଆତଙ୍କବାଦୀ ହିନ୍ଦୁ ଥିଲା ଓ ସେ ନାଥୁରାମ ଗଡ଼ସେ ବୋଲି କହିଛନ୍ତି ସାଉଥ ସୁପରଷ୍ଚାର। ତାମିଲନାଡୁର ଅରିଭାକୁରିଚିରେ ୧୯ତାରିଖରେ ହେବାକୁ…