ଫନିରେ ଲୋକଙ୍କୁ ସାହାଯ୍ୟ କରି ଗୋଡ ହରାଇଥିବା ଲକ୍ଷ୍ମୀଧରଙ୍କୁ ଭେଟିଲେ ଡ. ଅଚ୍ୟୁତ ସାମନ୍ତ, ସହାୟତା କଲେ
ବାତ୍ୟା ଫନିରେ ଅନ୍ୟମାନଙ୍କୁ ବଞ୍ଚାଇ ନିଜର ଗୋଡ ହରାଇଥିବା ପୁରୀ ଜିଲ୍ଲା ଚନ୍ଦନପୁର ଥାନା ତଳଜଙ୍ଗ ପଞ୍ଚାୟତ ନଈକୂଳ ସାହିର ଲକ୍ଷ୍ମୀଧର ଜେନାଙ୍କୁ ଭେଟିଛନ୍ତି କିଟ, କିସ ପ୍ରତିଷ୍ଠାତା ତଥା ରାଜ୍ୟସଭା ସାଂସଦ ଡ.ଅଚ୍ୟୁତ ସାମନ୍ତ । ଶନିବାର ଡକ୍ଟର ସାମନ୍ତ ସମାଜ ଖବରକାଗଜରୁ ଏ ସଂପର୍କିତ ଖବର…