Browsing Tag

lightning

ବଜ୍ରପାତରେ କେନ୍ଦ୍ରାପଡା ଜିଲ୍ଲାରେ ୫ ମୃତ

ଆଳି/ କେନ୍ଦ୍ରାପଡା: ଆଜି କାଳବୈଶାଖୀ ଜନିତ ବଜ୍ରପାତରେ କେନ୍ଦ୍ରାପଡା ଜିଲ୍ଲାରେ ୫ ଜଣଙ୍କର ମୃତ୍ୟୁ ହୋଇଛି ।  କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଶାଳିଅଞ୍ଚ ଗ୍ରାମରେ ଆଜି ଅପରାହ୍ନ ୫ ଟା ସମୟରେ ହଠାତ୍ କଳାହାଣ୍ଡିଆ ମେଘ ଉଠାଇବା ସହିତ କାଳବୈଶାଖୀର ପ୍ରକୋପ ବୃଦ୍ଧି ପାଇଥିଲା। ବିନା…

ସୋରଡାରେ କାଳବୈଶାଖୀ ବର୍ଷା, ବଜ୍ରପାତରେ ୧୫ ଛେଳି ମୃତ

ସୋରଡା :  ଆଜି କାଳବୈଶାଖୀ ଯୋଗୁ ବର୍ଷା ଓ ବଜ୍ରପାତ ହୋଇଛି । ବଜ୍ରପାରେ ୧୫ ଟି ଛେଳିଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି ।  ଗଞ୍ଜାମ ଜିଲ୍ଲା ସୋରଡାତ ତାପର ପ୍ରକୋପ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିଲା । ଦିନ ୧୧ ଟା ପରେ ତାପମାତ୍ର ୪୦ ଡିଗ୍ରୀ ଛୁଇଁଥିଲା । ପଦାକୁ ବାହାରିବା ଅସମ୍ଭବ…

ଉଡ଼ନ୍ତା ବିମାନ ଉପରେ ହେଲା ବଜ୍ରପାତ, ୪୦୦ ଯାତ୍ରୀ ସୁରକ୍ଷିତ; ପ୍ରକୃତିର ପ୍ରକୋପ ଦେଖି ଭୟଭୀତ ଲୋକେ

ପ୍ରକୃତି ସାମ୍ନାରେ ମଣିଷ କିଛି ବି ନୁହେଁ । ପ୍ରକୃତି ଆମକୁ ଏପରି ଏକ ଦୃଶ୍ୟ ଦେଖାଇଛି, ଯାହା ଅତି ଭୟଙ୍କର ରହିଛି । ଏହାକୁ ଦେଖିଲେ ହୁଏତ ଆପଣ ବି ସ୍ତମ୍ଭୀଭୂତ ହୋଇଯିବେ । ନିକଟରେ ପ୍ରକୃତିର ପ୍ରକୋପ ଦେଖିବାକୁ ମିଳିଥିଲା, ଏହି ଦୃଶ୍ୟ କ୍ୟାମେରା ଲେନ୍ସରେ କଏଦ ହୋଇଥିଲା । ଭିଡିଓଟି…

ବଜ୍ରପାତରୁ ନିଜକୁ ଏମିତି ରକ୍ଷା କରନ୍ତୁ, ବୈଜ୍ଞାନିକମାନେ ବାହାର କଲେ ନୂଆ ଉପାୟ

ବିଜୁଳି, ଘଡଘଡି ହେଉ କି ବଜ୍ରପାତ ଏଇ ନା ଖାଲି ଶୁଣିଦେଲା ମାତ୍ରକେ ବାହାରକୁ ବାହାରିବାକୁ ଭୟ ଲାଗେ । ତେବେ ପ୍ରାୟତଃ  ଅନେକ ସମୟରେ ହେଉଥିବା ବଜ୍ରପାତ ବହୁତ ବପଦଜ୍ଜନକ ପ୍ରମାଣିତ ହୋଇଥାଏ । ତେବେ ଏମିତି କିଛି ସଙ୍କେତ ମିଳିପାରନ୍ତା କି, ବଜ୍ରପାତ ହେବା ସ୍ଥାନରେ କୌଣସି ଲୋକ ଉପସ୍ଥିତ…

ଗଞ୍ଜାମରେ ପୃଥକ ସ୍ଥାନରେ ବଜ୍ରପାତ: ଚାଲିଗଲା ୨ ଜଣଙ୍କ ଜୀବନ

ଗଞ୍ଜାମ (କେନ୍ୟୁଜ): ଗଞ୍ଜାମ ଜିଲ୍ଲା ସାନ ଖେମୁଣ୍ଡି ଓ ଦିଗପହଣ୍ଡି ବ୍ଲକରେ ଅପରାହ୍ନରେ ବଜ୍ରପାତ ଘଟି ଦୁଇ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଚାରି ଜଣ ଆହତ ହୋଇଛନ୍ତି । ସାନ ଖେମୁଣ୍ଡି ବ୍ଲକର ବରମୁଣ୍ଡଳୀ ଗାଁର ବିଷ୍ଣୁ ପ୍ରିୟା ପଣ୍ଡା ଜମିକୁ ଯାଇଥିବା ବେଳେ ବଜ୍ରପାତ ହୋଇଥିଲା। ତାଙ୍କୁ…

ବଜ୍ରାଘାତରେ ମହିଳା ମୃତ, ବିଲରେ କାମ କରୁଥିବା ବେଳେ ବଜ୍ରାଘାତ

ବୌଦ୍ଧ:  ବୌଦ୍ଧ ଥାନା ରାଉତବାହାଲ ଗ୍ରାମରେ ବଜ୍ରାଘାତରେ ମହିଳା ମୃତ। ମୃତକ ମହିଳା ରାଉତବାହାଲ ଗ୍ରାମର ପାନେଶ୍ୱରୀ ପୋଢ଼ । ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ଗୁରୁତର ହୋଇ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ…

୩ ତାରିଖରୁ ବଦଳିବ ପାଗ: କିଛି ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବ

କେନ୍ୟୁଜ୍(ବ୍ୟୁରୋ): ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଆନ୍ଧ୍ର ଉପକୂଳ ସମେତ ଆନ୍ଧ୍ର ଉପକୂଳ ସମୁଦ୍ରରେ ଏହା ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ବଢ଼ିବ ବର୍ଷା । ୩ ତାରିଖରୁ ବଦଳିବ ପାଗ । ଆଜି ଓ ଆସନ୍ତାକାଲି…

କମ୍‌ କରି ହେବ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା : ବାଲେଶ୍ଵର ଫକୀର ମୋହନ ବିଶ୍ବବିଦ୍ୟାଳୟ ପକ୍ଷରୁ ଆଗୁଆ ସୂଚନା ପାଇଁ…

ବାଲେଶ୍ୱର : ଦୁର୍ବିପାକ ସମୟରେ ଆମେ ଅସାବଧାନତା ବଶତଃ ନିଜର ମୂଲ୍ୟବାନ ଜୀବନକୁ ହରାଇ ଥାଉ। ମାତ୍ର ଅକାଳରେ ଝଡି ପଡୁଥିବା ଏହି ଜୀବନ ରକ୍ଷା ହୋଇ ପାରିବ ଟିକିଏ ସଚେତନତାରେ। ବାଲେଶ୍ଵର ସମେତ ସାରା ରାଜ୍ୟରେ ମୌସୁମୀ କିମ୍ବା କାଳବୈଶାଖୀ ସମୟରେ ବଜ୍ରପାତ ହୋଇଥାଏ। ପ୍ରଭାବରେ କ୍ଷେତରେ କାମ…

ଗାଧୋଇ ସାରି ଘରକୁ ଫେରୁଥିବା ବେଳେ ଅଘଟଣ ; ବଜ୍ରାଘାତରେ ଯୁବତୀଙ୍କ ମୃତ୍ୟୁ

ବଲାଙ୍ଗୀର (କେନ୍ୟୁଜ): ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଳକ ବିଲେଇସର୍ଦ୍ଦା ଗାଁରେ ବଜ୍ରପାତରେ ଯୁବତୀଙ୍କ ମୃତ୍ଯ ହୋଇଛି । ପୋଖରୀରୁ ଗାଧୋଇ ଘରକୁ ଫେରୁଥିବା ବେଳେ ବଜ୍ରାଘାତରେ ଯୁବତୀଙ୍କ ମୃତ୍ୟ ଘଟିଛି । ମୃତ ଯୁବତୀ ହେଲେ ରୀତା ଷାଣ୍ଢ। ରିତାଙ୍କୁ ଘଟଣା ସ୍ଥଳରେ ଉଦ୍ଧାର କରି ବଲାଙ୍ଗିର…

ଘଡ଼ଘଡ଼ିରେ ଖସିଲା ମାଉସୀ ମାଆ ଛକ ରାମେଶ୍ୱର ମନ୍ଦିର ଦଧିନଉତି

ଘଡ଼ଘଡ଼ିରେ ଖସିଲା ମନ୍ଦିର ଦଧିନଉତି । ଭୁବନେଶ୍ୱର ମାଉସୀ ମାଆ ଛକରେ ଥିବା ରାମେଶ୍ୱର ମନ୍ଦିର ଦଧିନଉତି ଖସି ପଡିଛି । ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଯାଇଛି । ସେବାୟତଙ୍କ କହିବା ଅନୁସାରେ ସକାଳ ୯ରୁ ୧୦ଟା ବେଳେ ସେବାୟତମାନେ ମନ୍ଦିର ଭିତରେ ପୂଜାର୍ଚ୍ଚନା କରୁଥିଲେ । ହଠାତ୍‌ ଜୋରେ ଶବ୍ଦ ହେବା…

ବଜ୍ରାଘାତରେ ୨୦ ଟି ଗାଈ-ଗୋରୁଙ୍କ ମୃତ୍ୟୁ

ଭଞ୍ଜନଗର(କେନ୍ୟୁଜ) : ବଜ୍ରାଘାତରେ ୨୦ ଟି ଗାଈ-ଗୋରୁଙ୍କ ମୃତ୍ୟୁ ହୋଇଛି । ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନାର ଗାଲେରୀ ଫାଣ୍ଡି ଅନ୍ତର୍ଗତ ବଦାଙ୍ଗି ଗାଁ ନିକଟରେ ଘଟିଛି ଏଭଳି ଘଟଣା । ମଙ୍ଗଳବାର ଅପରାହ୍ନରେ କାଳବୈଶାଖୀର ପ୍ରଭାବରେ ବର୍ଷା-ପବନ ସାଙ୍ଗକୁ ବଜ୍ରପାତ ହୋଇଥିଲା । ଏହି ସମୟରେ…

ବଜ୍ରପାତରେ ଜଳିଗଲା ଘର ସମେତ ଆସବାବପତ୍ର

ସୋର(କେନ୍ୟୁଜ ): ବଜ୍ରପାତରେ ଜଳିଗଲା ଘର ସମେତ ଆସବାବପତ୍ର  l ସିମୁଳିଆ ବ୍ଲକ ଅନ୍ତର୍ଗତ କୁଣିଆରୀ ଗ୍ରାମରେ ଘଟିଛି ଏହି ଘଟଣା l  ବଜ୍ରପାତରେ ଜଳିଗଲା ଘର ସମେତ ଆଶାବାପତ୍ର l ବାଲେଶ୍‌ର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ କୁଣିଆରୀ ଗ୍ରାମର ଭାସ୍କର ଜେନାଙ୍କ ଆଜି ବଜ୍ରପାତରେ ୯ ବଖରା ଘର…