Browsing Tag

lok sabha election

ପୋଲିଂ ବୁଥରେ ପାଣି, ଛାଇ, ଶୌଚାଳୟ ସହ ହ୍ୱିଲ ଚେୟାରର ବ୍ୟବସ୍ଥା

କେନ୍ୟୁଜ୍: ପୋଲିଂ ବୁଥରେ ପାଣି, ଛାଇ, ଶୌଚାଳୟ, ଦିବ୍ୟାଙ୍ଗ ଓ ବୟସ୍କ ଭୋଟରଙ୍କ ପାଇଁ ରାମ୍ପ ଆଦି ପ୍ରସ୍ତୁତ ରହିଛି । ସ୍ଥାନୀୟ ବିଷୟବସ୍ତୁକୁ ନେଇ ପ୍ରତି ନିର୍ବାଚନ ମଣ୍ଡଳୀରେ ମଡେଲ ପୋଲିଂ ବୁଥ ସ୍ଥାପିତ ହୋଇଛି । ଏହାସହିତ ମହିଳାଙ୍କ ପାଇଁ ୫ ହଜାରରୁ ଅଧିକ ମହିଳା ପୋଲିଂ ବୁଥ ସ୍ଥାପିତ…

ଗଣତନ୍ତ୍ର ମହାପର୍ବର ପ୍ରଥମ ପର୍ଯ୍ୟାୟ ଭୋଟିଂ ଆରମ୍ଭ: ମତଦାନ କରିବେ ୧୬ କୋଟି ୬୩ ଲକ୍ଷ ଭୋଟର

କେନ୍ୟୁଜ୍‌: ଗଣତନ୍ତ୍ର ମହାପର୍ବର ପ୍ରଥମ ପର୍ଯ୍ୟାୟ । ୧୮ ତମ ଲୋକସଭା ପାଇଁ ଆଜି ମତଦାନ ଆରମ୍ଭ । ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନ ପାଇଁ ଆରମ୍ଭ ହେଲା ଭୋଟିଂ। ୧୬୨୫ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା । ୧ ଲକ୍ଷ ୮୭ ହଜାର ପୋଲିଂ ବୁଥରେ ମତଦାନ କରିବେ ୧୬ କୋଟି…

ପ୍ରଥମ ପର୍ଯ୍ୟାୟ ନିର୍ବାଚନ : କାଲି ୧୬୨୫ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା

ଭୁବନେଶ୍ୱର(କେନ୍ୟୁଜ୍‌): ୨୦୨୪ ସାଧାରଣ ନିର୍ବାଚନ ପାଇଁ କାଲି ପ୍ରଥମ ପର୍ଯ୍ୟାୟ ମତଦାନ । ୧୦୨ଟି ଆସନରେ ୧୬୨୫ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ କରିବେ ୧୬କୋଟି ୬୩ ଲକ୍ଷ ଭୋଟର । ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏ ପୋଲିଂ । ଏକଲକ୍ଷ ୮୭ ହଜାର ପୋଲିଂ ବୁଥରେ ନିର୍ବାଚନ ପରିଚାଳନାରେ ନିୟୋଜିତ…

ଆଲିଗଡ଼: ବେକରେ ଚପଲ ହାର ପିନ୍ଧି ନିଜ ପାଇଁ ଭୋଟ୍‌ ମାଗୁଛନ୍ତି ଏହି ପ୍ରାର୍ଥୀ, ସହରରେ ଚର୍ଚ୍ଚା

ଗଣତନ୍ତ୍ରରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କାହାକୁ ବାରଣ ନାହିଁ । ଆପଣ ଚାହିଁଲେ ଏକୁଟିଆ ମଧ୍ୟ ବଡ଼ ନେତାଙ୍କ ବିପକ୍ଷରେ ମଇଦାନକୁ ଓହ୍ଲାଇପାରିବେ । ଉତ୍ତର ପ୍ରଦେଶର ଆଲିଗଡ଼ରେ ଏମିତି ହିଁ କିଛି ଦେଖିବାକୁ ମିଳିଛି । ମାନବ ଅଧିକାରର ଲଢ଼େଇ ଲଢ଼ୁଥିବା ଭ୍ରଷ୍ଟାଚାର ବିରୋଧୀ ସେନାର…

ବିଜେପିରେ ମିଶିଲେ ବକ୍ସର ବିଜେନ୍ଦର ସିଂ, କଂଗ୍ରେସ ଟିକେଟ୍‌ରେ ଲଢ଼ିଥିଲେ ୨୦୧୯ ନିର୍ବାଚନ

ଅନ୍ତର୍ଜାତୀୟ ବକ୍ସର ବିଜେନ୍ଦର ସିଂ ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ସାଧାରଣ ସମ୍ପାଦକ ବିନୋଦ ତାୱଡେ ତାଙ୍କୁ ସ୍ୱାଗତ କରି ଦଳର ସଦସ୍ୟତା ପ୍ରଦାନ କରିଥିଲେ । ତାୱଡେ କହିଛନ୍ତି ଯେ ବିଜେନ୍ଦର ସିଂ ବିକଶିତ ଭାରତର ସଂକଳ୍ପ ପୂରଣ କରିବା ପାଇଁ ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କ…

ମଣ୍ଡିରେ କଙ୍ଗନା ରାଣାଓ୍ଵତଙ୍କ ରୋଡ୍‌ ଶୋ’, କହିଲେ, ‘ମୋତେ ଜଣେ ହିରୋଇନ୍‌ ବୋଲି ଭାବନ୍ତୁ ନାହିଁ’

ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ତଥା ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ ଶୁକ୍ରବାର ରୋଡ୍‌ ଶୋ’ କରିଛନ୍ତି । ଏହି ସମୟରେ କଙ୍ଗନା ଲୋକଙ୍କୁ ସମ୍ବୋଧିତ କରିଥିଲେ । ସେ କହିଥିଲେ ଯେ କଙ୍ଗନା ଜଣେ ହିରୋଇନ୍ କି ଷ୍ଟାର୍‌ ବୋଲି ଭାବନ୍ତୁ ନାହିଁ । କଙ୍ଗନାଙ୍କୁ ନିଜର ଭଉଣୀ,…

ଲୋକସଭା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା ବିଜେଡି, ଭୁବନେଶ୍ବରରୁ ଲଢ଼ିବେ ମନ୍ମଥ ରାଉତରାୟ

ଭୁବନେଶ୍ୱର (କେନ୍ୟୁଜ): ୯ ଲୋକସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି । ସମ୍ବଲପୁର- ପ୍ରଣବ ପ୍ରକାଶ ଦାସ । କେନ୍ଦ୍ରାପଡ଼ା- ଅଂଶୁମାନ ମହାନ୍ତି । କଳାହାଣ୍ଡି- ଲମ୍ବୋଦର ନିଆଲ । ସୁନ୍ଦରଗଡ଼- ଦିଲ୍ଲୀପ ତିର୍କୀ । ମୟୂରଭଞ୍ଜ- ସୁଦାମ ମାର୍ଣ୍ଡି । ଆସିକା- ରଞ୍ଜିତା ସାହୁ । କୋରାପୁଟ- କୌଶଲ୍ୟା…

ସମ୍ବଲପୁର ଦେଖିବ ବିଗ୍ ଫାଇଟ : ଧର୍ମେନ୍ଦ୍ର ବନାମ ପ୍ରଣବଙ୍କ ଭିତରେ ହୋଇପାରେ କଡ଼ା ମୁକାବିଲା

ଭୁବନେଶ୍ୱର (କେନ୍ୟୁଜ): ସମ୍ବଲପୁର ଦେଖିବ ବିଗ୍ ଫାଇଟ । ୨୦୨୪ ସାଧାରଣ ନିର୍ବାଚନରେ ସମ୍ବଲପୁର ଲୋକସଭା ଆସନରେ ଦେଖିବାକୁ ମିଳିବ ସବୁଠାରୁ ବଡ଼ ଲଢ଼େଇ । ଧର୍ମେନ୍ଦ୍ର ପ୍ରଧାନ ବନାମ ବବି ଦାସ । ନବୀନ ନିବାସ ୱାର ରୁମରେ ସମ୍ବଲପୁର ସଂସଦୀୟ କ୍ଷେତ୍ରକୁ ନେଇ ବସିଥିବା ବୈଠକରେ ଏନେଇ ସଙ୍କେତ…

ମଣିପୁରରେ ରିଲିଫ୍‌ କ୍ୟାମ୍ପ୍‌ରେ ରହୁଥିବା ୫୦,୦୦୦ ଲୋକ ସେହିଠାରୁ ହିଁ ଭୋଟ୍‌ ଦେବେ: ନିର୍ବାଚନ ଆୟୋଗ

ହିଂସା ପ୍ରଭାବିତ ମଣିପୁରରେ ରିଲିଫ୍‌ କ୍ୟାମ୍ପରେ ରହୁଥିବା ଲୋକେ ସେହିଠାରୁ ହିଁ ମତଦାନ କରିବେ । ସେମାନଙ୍କୁ ରିଲିଫ୍‌ କ୍ୟାମ୍ପ୍‌ରେ ଲୋକସଭା ନିର୍ବାଚନରେ ଭୋଟ୍ ଦେବାକୁ ଅନୁମତି ଦିଆଯିବ ବୋଲି ନିର୍ବାଚନ ଆୟୋଗ କହିଛନ୍ତି । ଲୋକସଭା ନିର୍ବାଚନ ତାରିଖ ଘୋଷଣା ବେଳେ ମଣିପୁର ସହ ଜଡିତ ଏକ…

ଆଜି ବାଜିବ ନିର୍ବାଚନ ବିଗୁଲ୍, ତାରିଖ ଘୋଷଣା ସହିତ ଲାଗୁ ହେବ ଆଦର୍ଶ ଆଚରଣ ବିଧି

ନୂଆଦିଲ୍ଲୀ : ଆଜି ବାଜିବ ନିର୍ବାଚନ ବିଗୁଲ୍ । ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ । ଲୋକସଭା ନିର୍ବାଚନ ପାଇଁ ତାରିଖ ବାହାରିବ । ଏକାସଙ୍ଗେ ହେବ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକିମ ବିଧାନସଭା ଭୋଟ୍ । ଅପରାହ୍ଣ ୩ଟାରେ ପ୍ରେସମିଟ କରି ତାରିଖ ଘୋଷଣା କରିବେ ମୁଖ୍ୟ…

ଆସନ୍ତାକାଲି ହେବ ଲୋକସଭା ନିର୍ବାଚନର ତାରିଖ ଘୋଷଣା, ‘X’ରେ ସୂଚନା ଦେଲେ ଆୟୋଗ

ଆସନ୍ତାକାଲି ଶନିବାର ଲୋକସଭା ନିର୍ବାଚନର ତାରିଖ ଘୋଷଣା କରାଯିବ । ନିର୍ବାଚନ ଆୟୋଗ ଅପରାହ୍ନ ୩ଟାରେ ଏକ ସାମ୍ବାଦିକ ସମ୍ମିଳନୀ କରି ତାରିଖ ଘୋଷଣା କରିପାରନ୍ତି । ନିଜେ ନିର୍ବାଚନ ଆୟୋଗ ‘X’ରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି । ନିର୍ବାଚନ ଆୟୋଗ ଅଫିସିଆଲ ହ୍ୟାଣ୍ଡେଲରୁ ପୋଷ୍ଟ କରି…

ପଶ୍ଚିମବଙ୍ଗ: ବିଚ୍ଛେଦ ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ନିର୍ବାଚନୀ ଟକ୍କର, ଜଣେ TMC ତ ଆଉ ଜଣେ BJP ପ୍ରାର୍ଥୀ

ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଲୋକସଭା ନିର୍ବାଚନ ୨୦୨୪ ପାଇଁ ରାଜ୍ୟରେ ୪୨ଟି ଆସନ ଲାଗି ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହାରି ଭିତରେ ପଶ୍ଚିମବଙ୍ଗର ବିଷ୍ଣୁପୁର ଆସନ ଏବେ ଚର୍ଚ୍ଚାର ବିଷୟ ହୋଇଛି । କାରଣ, ଏହି ଆସନରୁ ପରସ୍ପରର ମୁହାଁମୁହିଁ ହୋଇଛନ୍ତି ଛାଡପତ୍ର ପାଇଥିବା ଜଣେ…