Browsing Tag

Loksabha election

ଆସାମ ଜେଲ୍‌ରେ ଥିବା ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂ ଲଢ଼ିବେ ନିର୍ବାଚନ, ହୋଇପାରନ୍ତି ସ୍ୱାଧୀନ ପ୍ରାର୍ଥୀ

ନିର୍ବାଚନ ଲଢ଼ିବେ ଅମୃତପାଲ ସିଂ । ଖଲିସ୍ତାନୀ ସମର୍ଥକ ତଥା 'ୱାରିସ୍ ପଞ୍ଜାବ ଦେ' ସଙ୍ଗଠନର ମୁଖ୍ୟ ଅମୃତପାଲ ସିଂ ପଞ୍ଜାବରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଖଡୁର ସାହିବ ଆସନରୁ ନିର୍ବାଚନୀ ମୈଦାନକୁ ଓହ୍ଲାଇପାରନ୍ତି । ଅମୃତପାଲଙ୍କ ଓକିଲ…

ସୁରଟରେ ଖାତା ଖୋଲିଲା ବିଜେପି, ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ବିଜେପି ପ୍ରାର୍ଥୀ

ଲୋକସଭା ନିର୍ବାଚନ ଫଳାଫଳ ପୂର୍ବରୁ ସୁରଟରେ ଖାତା ଖୋଲିଛି ବିଜେପି । ସୁରଟ ଲୋକସଭା ସିଟରୁ ବିଜେପିର ମୁକେଶ ଦଲାଲ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ତାଙ୍କୁ ଛାଡି ସମସ୍ତ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ସମସ୍ତେ…

କେନ୍ଦ୍ର ଗୃହମନ୍ତ୍ରୀଙ୍କ ପାଖରେ ନାହିଁ ନିଜସ୍ୱ କାର୍‌, ପାଖରେ ନଗଦ ୨୪ ହଜାର ଟଙ୍କା, ୧୫.୭୭ ଲକ୍ଷ ଟଙ୍କାର ଋଣ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗାନ୍ଧୀ ନଗରରେ ରୋଡ ଶୋ କରିବା ପରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଗାନ୍ଧିନଗର ଲୋକସଭା ସିଟ୍‌ ବିଜେପି ସିଟ୍‌ । ଏହି ସିଟରେ ଲଗାତାର ବିଜେପି ବିଜୟ ହାସଲ କରୁଛି । ଏଠାରେ ତୃତୀୟ ପର୍ଯ୍ୟାୟରେ ମଇ ୭ ତାରିଖରେ ଭୋଟ ହେବ । ତେବେ ଏହି ସିଟ ପାଇଁ ଅମିତ ଶାହ…

ନିର୍ବାଚନ ଲଢିବାକୁ ମୋ ପାଖରେ ପଇସା ନାହିିଁ : ନିର୍ମଳା ସୀତାରମଣ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭା ନିର୍ବାଚନ ଲଢିବା ପାଇଁ ବିଜେପିର ପ୍ରସ୍ତାବକୁ ଅସ୍ୱୀକାର କରିଛନ୍ତି । ସେ କହିଛନ୍ତି, ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଯେଉଁ ଭଳି ପାଣ୍ଠି ଦରକାର ତାହା ନଥିବାରୁ ବେଶ ବିନମ୍ରର ସହ ସେ ଦଳର ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛନ୍ତି । ବିଜେପି…

ଲୋକସଭା ନିର୍ବାଚନ ୨୦୨୪ : ୫୪୩ ସିଟ୍‌ ପାଇଁ ୭ଟି ପର୍ଯ୍ୟାୟରେ ହେବ ଭୋଟିଂ

ନିର୍ବାଚନ କମିଶନ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ୧୯ ଏପ୍ରିଲରୁ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବ । ଜୁନ୍‌ ୪ ତାରିଖରେ ଭୋଟ ଗଣତି ହେବ । ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବ । ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲ, ଦ୍ୱିତୀୟ ପର୍ଯ୍ୟାୟ ଭୋଟ ୨୬ ଏପ୍ରିଲ,…

ପଞ୍ଜାବରେ ଏକାକୀ ଲଢ଼ିବ ଆପ୍‌, ପ୍ରଥମ ପ୍ରାର୍ଥୀ ତାଲିକାରେ ରହିଛି ୫ ମନ୍ତ୍ରୀଙ୍କ ନାମ

ଲୋକସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ଗୁରୁବାର ପଞ୍ଜାବରେ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି । ପ୍ରଥମ ତାଲିକାରେ ଆପ୍‌ ୮ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଦଳ ପ୍ରଥମ ତାଲିକାରେ ଯେଉଁ ପ୍ରାର୍ଥୀମାନଙ୍କୁ ଟିକେଟ୍ ଦେଇଛି, ସେମାନଙ୍କ ମଧ୍ୟରେ ପଞ୍ଜାବର ବର୍ତ୍ତମାନର…

ଅଭିନେତ୍ରୀ ରଚନା ବାନାର୍ଜୀଙ୍କୁ ଟିକେଟ୍‌ ଦେଲା ଟିଏମ୍‌ସି, ହୁଗୁଳିରୁ ଲଢ଼ିବେ ନିର୍ବାଚନ

ତୃଣମୂଳ କଂଗ୍ରେସ (ଟିଏମସି) ୪୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି । ଟିଏମସି ହୁଗୁଳି ଲୋକସଭା ଆସନରୁ ଅଭିନେତ୍ରୀ ରଚନା ବାନାର୍ଜୀଙ୍କୁ ଟିକେଟ୍ ଦେଇଛି । ରଚନା ବିଜେପି ସାଂସଦ ତଥା ଅଭିନେତ୍ରୀ ଲକେଟ୍ ଚାଟାର୍ଜୀଙ୍କ ବିପକ୍ଷରେ ହୁଗୁଳି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ।…

ରାଜନୀତି ଛାଡିବେ ଗୌତମ ଗମ୍ଭୀର, କ୍ରିକେଟ ଉପରେ ଫୋକସ କରିବେ

ରାଜନୀତିରୁ ସନ୍ନ୍ୟାସ ନେବେ କ୍ରିକେଟର ଗୌତମ ଗମ୍ଭୀର । ଏଥର ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ । ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି ଜଣାଇଛନ୍ତି । ରାଜନୈତିକ ଦାୟିତ୍ବରୁ ବିରତ କରିବା ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡାଙ୍କୁ ଅନୁରୋଧ କରିଛନ୍ତି ଗୌତମ ଗମ୍ଭୀର ।…

ସରକାର ନୂଆ, ଦାୟିତ୍ବ ପୁରୁଣା : ଏହି ୧୮ ମନ୍ତ୍ରୀଙ୍କର ବଦଳିନାହିଁ ମନ୍ତ୍ରାଳୟ

ପ୍ରଧାନମନ୍ତ୍ରୀ ଭାବରେ ଦ୍ବିତୀୟ ଥର ପାଇଁ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋଦିଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଗତକାଲି ଆରମ୍ଭ ହୋଇଛି ମୋଦି ସରକାରଙ୍କ ଦ୍ବିତୀୟ ଇନିଂସ। ମୋଦିଙ୍କ ସହିତ ୨୪ ଜଣ କ୍ୟାବିନେଟ ମନ୍ତ୍ରୀ, ୯ ଜଣ ସ୍ବାଧୀନ ପାହ୍ୟା…

ନବୀନଙ୍କ ନୂଆ ଟିମ୍, ବିଧାନସଭାର ବାଚସ୍ପତି ହେବେ ସୂର୍ଯ୍ୟ ନାରାୟଣ ପାତ୍ର

ଭୁବନେଶ୍ବର : ବାଚସ୍ପତି ହେବେ ସୂର୍ଯ୍ୟ ନାରାୟଣ ପାତ୍ର ଓ ସରକାରୀ ଦଳ ମୁଖ୍ୟ ସଚେତକ ହେବେ ପ୍ରମିଳା ମଲ୍ଲିକ। ବରିଷ୍ଠ ନେତା ସୂର୍ଯ୍ୟ ପାତ୍ର ଦିଗପହଣ୍ଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଏଥରକୁ ମିଶାଇ ସପ୍ତମ ଥର ପାଇଁ ବିଧାୟକ ଭାବେ ଜିତିଛନ୍ତି । ରାଜସ୍ୱ, ଶକ୍ତି, ଖାଦ୍ୟ ଯୋଗାଣ…

ନବୀନଙ୍କ ନୂଆ ଟିମରେ ୯ ନୂଆ ଚେହେରା, ଜାଣନ୍ତୁ କିଏ ପାଇଲେ ମନ୍ତ୍ରିମଣ୍ଡଳରେ ସ୍ଥାନ

ଭୁବନେଶ୍ବର : ପ୍ରଥମ ଥର ନବୀନଙ୍କ କ୍ୟାବିନେଟରେ ସାମିଲ ହେବାକୁ ଯାଉଛନ୍ତି ୯ ଜଣ ବିଧାୟକ। କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ଝାରସୁଗୁଡ଼ା ବିଧାୟକ ନବ ଦାସ ହେବେ ମନ୍ତ୍ରୀ । କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ନିମାପଡ଼ା ବିଧାୟକ ସମୀର ଦାଶ, ଟିଟିଲାଗଡ଼ ବିଧାୟିକା ଟୁକୁନି…

ନବୀନଙ୍କ ନୂଆ ଟିମ୍, ମନ୍ତ୍ରିମଣ୍ଡଳରେ ଅଭିଜ୍ଞ ଓ ନୂଆ ଚେହେରାଙ୍କୁ ଗୁରୁତ୍ୱ

ଭୁବନେଶ୍ବର : ନବୀନଙ୍କ ନୂଆ ଟିମ୍‌ । ପୁରୁଣା ଓ ନୂଆ ଚେହେରାଙ୍କୁ ନବୀନ ତାଙ୍କ ପଞ୍ଚମ ପାଳି କ୍ୟାବିନେଟରେ ସାମିଲ କରିବାକୁ ଯାଉଛନ୍ତି। ମନ୍ତ୍ରୀ ହେବେ ଭଟଲି ବିଧାୟକ ସୁଶାନ୍ତ ସିଂ। ନବୀନଙ୍କ ଚତୁର୍ଥ ପାଳିରେ ଶ୍ରମ ମନ୍ତ୍ରୀ ଥିଲେ। ନବୀନଙ୍କ ଚତୁର୍ଥ ପାଳି ସରକାରରେ ସଂସ୍କୃତି ମନ୍ତ୍ରୀ…