Browsing Tag

loot

ପାଉଡରରେ ବାସନ ସଫା କରିଦେବେ କହି ଲୁଟିନେଲେ ମୁଦି, ଚେନ୍‌

ସାଲେପୁର: ସାବଧାନ୍‌ । ଗାଁ ଗାଁ ବୁଲୁଛନ୍ତି ଚାଲାକ୍ ଲୁଟେରା । ଦିନ ଦ୍ୱିପହରରେ ବୋକା ବନାଇ ଲୁଟି ନେଉଛନ୍ତି ଆଖିରେ ଆଙ୍ଗୁଠି ଗେଞ୍ଜି । ସେ ପୁଣି ଜୋର ଜବରଦସ୍ତ ଛଡ଼ାଇ କି ଗେଟ୍ ତାଲା ଭାଙ୍ଗି ନୁହେଁ ଆଜ୍ଞା, କଥାରେ କଥାରେ କହି ଅତି ସୁନ୍ଦର ଭାବରେ ଚାଲକି କରି ଲୁଟି ନେଉଛନ୍ତି । ଠିକ୍‌…

ପୁଣି ମାତିଲେ ଆପାର୍ଟମେଣ୍ଟ ଲୁଟେରା, ମେଟ୍ରୋ ସାଟେଲାଇଟ ସିଟିରୁ ଲକ୍ଷାଧିକ ଟଙ୍କାର ସିରିଜ ଲୁଟ୍

ଭୁବନେଶ୍ୱର (କେନ୍ୟୁଜ): ପୁଣି ମାତିଲେ ଆପାର୍ଟମେଣ୍ଟ ଲୁଟେରା । ଭୁବନେଶ୍ୱର ହଂସପାଳ ସ୍ଥିତ ମେଟ୍ରୋ ସାଟେଲାଇଟ ସିଟିରୁ ସିରିଜ ଲୁଟ୍ । ଘରେ କେହି ନଥିବା ବେଳେ ୨ଟି ବ୍ଲକର ୨ଟି ଘରୁ ଚୋରି ହୋଇଛି। ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ। ସିସିଟିଭିରେ କଏଦ ହେଲା ଲୁଟ୍ ପାରର ଦୃଶ୍ୟ…

ସାପ୍ତାହିକ ହାଟରେ ବୋମାମାଡ଼, ଲୁଟି ନେଲେ ଲକ୍ଷାଧିକ ଟଙ୍କା

କାମାକ୍ଷାନଗର (କେନ୍ୟୁଜ): ବୋମାମାଡ ସହ ୨ ରାଉଣ୍ଡ ଫାଙ୍କା ଗୁଳି ଚଳାଇ ଲକ୍ଷାଧିକ ଟଙ୍କା ଲୁଟ୍ ।  କାମାକ୍ଷାନଗର ଥାନା ଜିରାଳ ସାପ୍ତାହିକ ହାଟରେ ବୋମାମାଡ । ବାରିପଦାର ଗୋରୁ ବ୍ୟବସାୟୀଙ୍କ ଗାଡିକୁ ବୋମାମାଡ କରି ଲକ୍ଷାଧିକ ଟଙ୍କା ନେଇ ୬ ଦୁର୍ବୃତ୍ତ ଫେରାର । ଆଜି ସକାଳୁ କିଛି ଗୋରୁ…

ଚା ପିଉଥିଲେ, ଡିକି ଭାଙ୍ଗି ୫ ଲକ୍ଷ ୬୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବ୍ରହ୍ମପୁର(କେନ୍ୟୁଜ୍‌): ଡିକି ଭାଙ୍ଗି ୫ ଲକ୍ଷ ୬୦ ହଜାର ଲୁଟ । ବ୍ରହ୍ମପୁରରେ ଗାଡ଼ି ଡିକି ଭାଙ୍ଗି ୫ ଲକ୍ଷ ୬୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଲୁଟ ର ଶିକାର ହୋଇଛନ୍ତି ସହର ଉପକଣ୍ଠ ସୁନାଦେଇ ଗାଁର କୃଷ୍ଣ ମହାରଣା l ବ୍ୟାଙ୍କରୁ ଟଙ୍କା ଉଠାଇବା ପରେ ଗାଡ଼ି ଡିକିରେ ଟଙ୍କା ରଖି ଦୋକାନ…

ଲୁଟେରାଙ୍କୁ ନାହିଁ ପୋଲିସ ଭୟ ! ବ୍ୟାଙ୍କ ସମ୍ମୁଖରୁ ଝାମ୍ପିନେଲେ ୩ ଲକ୍ଷ ଟଙ୍କା

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ମାତିଛନ୍ତି ଲୁଟେରା । ନୂଆ ନୂଆ କୌଶଳ ଆପଣାଉଛନ୍ତି। କିଛି ଦିନ ତଳେ ରାଜଧାନୀରେ ଆତଙ୍କ ଖେଳାଇଥିବା ୯ ଜଣ ଲୁଟେରାଙ୍କୁ ବାନ୍ଧିଥିଲା କମିସନରେଟ ପୋଲିସ । ଘର, ଆପାର୍ଟମେଣ୍ଟ ପରେ ଏବେ ସେମାନଙ୍କ ନଜର ଏଟିଏମ୍‌ କାଉଣ୍ଟର ଓ ବ୍ୟାଙ୍କରୁ ଟଙ୍କା ଉଠାଇ ଥିବା…

ସିରିଜ ଚୋରି ; ୮ ଟି ଘରେ କଳାକନା ବୁଲାଇଲେ ଚୋର

ବାଙ୍ଗିରିପୋଷି : ଥମୁନି ଲୁଟ୍‌ । କେତେବେଳେ ରାସ୍ତାରୁ ଲୁଟ୍‌ କରୁଛନ୍ତି ତ କେତେବେଳେ କାହା ଡିକି ଭାଙ୍ଗି ଲୁଟ୍‌ କରୁଛନ୍ତି । ଦିନକୁ ଦିନ ଏହି ଲୁଟେରାଙ୍କ ବିତ୍ପାତ ବଢ଼ିଚାଲିଛି । ଏବେ ଚୋର ମାନେ ଘରକୁ କରୁଛନ୍ତି ଟାର୍ଗେଟ୍‌ । ସେ ପୁଣି ଗୋଟିଏ କି ଦୁଇଟି ଘର ନୁହେଁ ଏକା ଥରକେ ୮ ଟି ଘରେ…

ସିନ୍ଧି ଚୋର ବୁଲାଇଲେ ଦୋକାନରେ କଳାକାନ, ଲୁଟିନେଲେ ଅଳଙ୍କାର

ଉଦଳା(କେନ୍ୟୁଜ):  ଫିଲ୍ମ ଷ୍ଟାଇଲରେ ଲୁଟ୍ । ଖୋଳ କରିଦେଲେ ସୁନା ଦୋକାନ ।  ଏହି କାନ୍ଥ ଦେଖିଲେ ଅନୁମାନ କରିପାରିବେ ଲୁଟ୍ ପାଇଁ କେତେ ବୁଦ୍ଧି ଲଗାଇଥିବେ ଚୋର ମାନେ । ପ୍ରଥମେ କରିଥିଲେ ଷଡଯନ୍ତ୍ର ଆଉ ତାପରେ ଯୋଜନାବଦ୍ଧ ଭାବେ ସଫଳ କରିଥିବେ ନିଜର କାରନାମା । ସିନ୍ଧି କରି କଳାକନା…

ନିର୍ବନ୍ଧ ପାର୍ଟିରେ ଲୁଟ୍‌, କୁଣିଆ ହୋଇ ଆସିଲେ ଗିପ୍ଟ୍‌ ବ୍ୟାଗ୍‌ ନେଇ ଛୁ ମାରିଲେ

ଭୁବନେଶ୍ୱର(କେନ୍ୟୁଜ୍‌) : ନିର୍ବନ୍ଧ ପାର୍ଟିରୁ ଗିଫ୍ଟ ବ୍ୟାଗ ଲୁଟ୍‌ । କୁଣିଆ ବେଶରେ ଆସି ନେଇଗଲେ ୧୫ଲକ୍ଷ ଟଙ୍କାର ସୁନା ଅଳଙ୍କାର । ଜୟଦେବ ବିହାରରେ ଥିବା ଏକ ତାରକା ହୋଟେଲରେ ଚାଲିଥିଲା ନିର୍ବନ୍ଧ । ହେଲେ ସେହି ସମୟରେ ଦୁଇଜଣ ଦୁର୍ବୁତ୍ତ ଆସି ଗିପ୍ଟ ବ୍ୟାଗ୍‌ ନେଇ ଛୁ ମାରିଥିଲେ । ଏହି…

ବାଣୀ ବିହାର କ୍ୟାମ୍ପସ ଭିତରୁ ଲୁଟ୍, କ୍ୱାର୍ଟର ଲକ୍ ଭାଙ୍ଗି ନେଇଗଲେ ୫ଲକ୍ଷର ସୁନା ଗହଣା

ଭୁବନେଶ୍ୱର (କେନ୍ୟୁଜ): ବାଣୀବିହାରରେ ଘର ଲକ୍ ଭାଙ୍ଗି ଲୁଟ୍ । ଭୁବନେଶ୍ବର ବାଣୀବିହାରରେ କ୍ବାର୍ଟର୍ସରୁ ଲୁଟ୍ ଅଭିଯୋଗ ହୋଇଛି । ଦୁର୍ବୃତ୍ତ ଘର ଲକ୍ ଭାଙ୍ଗି ୨ ଲକ୍ଷ ଟଙ୍କା ସହ ୫ଲକ୍ଷ ଟଙ୍କାର ସୁନା ଗହଣା, ଲାପଟପ୍ , ମୋବାଇଲ ଆଦି ଲୁଟି ନେଇଛନ୍ତି । ଏନେଇ ଘର ମାଲିକ ସହିଦ୍ ନଗର ଥାନାରେ…

ଗୁଳି ଫୁଟାଇ ଅଳଙ୍କାର ଦୋକାନରୁ ଲୁଟ, ଦୁର୍ବୃତ୍ତଙ୍କ ଆକ୍ରମଣରେ ଜୁଏଲାରୀ ମାଲିକ ଓ ପୁଅ ଆହତ

ପୁରୀ (କେନ୍ୟୁଜ): ଗୁଳି ଫୁଟାଇ ଅଳଙ୍କାର ଦୋକାନରୁ ଲୁଟ । ପୁରୀର ରେଡକ୍ରସ ରୋଡ଼ ନିକଟରେ ଥିବା ଜୁଏଲାରୀ ଦୋକାନରୁ ଦୁର୍ବୃତ୍ତମାନେ ବିଭିନ୍ନ ଅଳଙ୍କାର ଓ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ୪ ଦୁର୍ବୃତ୍ତ ବନ୍ଧୁକ ଓ ବିଭିନ୍ନ ମରଣାସ୍ତ୍ର ଧରି ସୁନା ଦୋକାନରେ…

ଅତର୍କିତ ଆକ୍ରମଣ କରି ପେଟ୍ରୋଲ ପମ୍ପ କର୍ମଚାରୀ ଠାରୁ ୨ଲକ୍ଷ ଲୁଟି ନେଲେ ଦୁର୍ବୃତ୍ତ

ଦିନକୁ ଦିନ ବଢ଼ିଚାଲିଛି ଲୁଟେରାଙ୍କ ବିତ୍ପାତ୍‌ । ରାଜ୍ୟରେ ଖେଳାଇଛନ୍ତି ଆତଙ୍କ । ଦ୍ୱିନ ଦ୍ୱିପହରରେ କାହାରିକୁ ଭୟ କରୁନାହାଁନ୍ତି ନିଜର ଆତଙ୍କରାଜ୍‌ ଚଳାଇଛନ୍ତି ଲୁଟେରା । ଖାଲି ରାଜ୍ୟ ରାଜଧାନୀରେ ନୁହେଁ ବିଭିନ୍ନ ଜିଲ୍ଲାରେ ଆତଙ୍କରାଜ୍‌ ଚଳାଇଛନ୍ତି ଏହି ଲୁଟେରା ମାନେ । ପୋଲିସ୍‌…