Browsing Tag

madhuri dixit

ମାଧୁରୀ ଦୀକ୍ଷିତ ମହାଶିବରାତ୍ରୀରେ ଏକ ସ୍ୱତନ୍ତ୍ର ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ ଜଣାଇଲେ ଶୁଭେଚ୍ଛା, ଭାଇରାଲ ହେଉଛି…

ମହାଶିବରାତ୍ରୀ ଭଗବାନ ଶିବଙ୍କର ସବୁଠାରୁ ବଡ ରାତି ଭାବରେ ଜଣାଶୁଣା । ଏଥର ମହାଶିବରାତ୍ରୀର ପର୍ବ ଆଜି ପାଳନ କରାଯାଉଛି । ଏହି ଦିନ ପ୍ରତ୍ୟେକ ଭକ୍ତ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରାର୍ଥନା କରନ୍ତି । ବି-ଟାଉନ୍ ଡିଭା ମାଧୁରୀ ଦୀକ୍ଷିତ ଯିଏ ମହାଦେବ ଭକ୍ତ ଏବଂ ମହାଦେବଙ୍କୁ ଖୁସି…

ମାଧୁରୀ ଦୀକ୍ଷିତଙ୍କ ମା’ଙ୍କ ନିଧନ, ମୁମ୍ବାଇରେ ହେବ ଅନ୍ତିମ ସଂସ୍କାର

ବଲିଉଡର ଧକଧକ୍‌ ଗାର୍ଲ ମାଧୁରୀ ଦୀକ୍ଷିତଙ୍କ ମା’ ଶ୍ରୀମତୀ ସ୍ନେହଲତା ଦୀକ୍ଷିତଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ଆଜି ସକାଳ ୮.୪୦ ମିନିଟରେ ନିଜ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସ୍ନେହଲତାଙ୍କ ଅନ୍ତିମ ସଂସ୍କାର ଅପରାହ୍ନ ୩.୪୦ ମିନିଟରେ…

‘ମେରା ଦିଲ୍‌ ୟେ ପୁକାରେ ଆଜା’ ଗୀତରେ ନାଚି ଟ୍ରୋଲ ହେଲେ ମାଧୁରୀ, ଜାଣନ୍ତୁ କାହିଁକି

ସୋସିଆଲ ମିଡିଆରେ କିଛିଦିନ ହେବ ପାକିସ୍ତାନୀ ଝିଅ ଆୟେସାର ଭିଡିଓ ଭାଇରଲ ହୋଇଛି। ଆୟେଶାଙ୍କ ପ୍ରଥମ ଭିଡିଓ ‘ମେରା ଦିଲ ୟୈ ପୁକାରେ ଆଜା’ ଗୀତରେ ବେଶ୍‌ ଭାଇରଲ ହୋଇଥିଲା। । ଆୟେସା ଏହି ଗୀତର ରିମିକ୍ସ ଗୀତରେ ଡ୍ୟାନ୍ସ କରିଥିଲେ, ଯାହାପାଇଁ ଆୟେସାଙ୍କ ଫ୍ୟାନ୍ସ ଓ ଫଲୋର୍ସ ବଢିଯାଇଥିଲେ ।…

ଧନଶ୍ରୀଙ୍କ ସ୍ୱପ୍ନ ହେଲା ପୂରଣ, ମାଧୁରୀଙ୍କ ସହିତ କଲେ ଡ୍ୟାନ୍ସ ଭିଡିଓ

ଭାରତୀୟ ସ୍ପିନର ଯୁଜବେନ୍ଦ୍ର ଚହଲଙ୍କ ପତ୍ନୀ ଧନଶ୍ରୀ ବର୍ମା ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରହିଥାନ୍ତି। ଫ୍ୟାନ୍ସଙ୍କ ପାଇଁ ଲଗାତାର ଫଟୋ ଏବଂ ଭିଡିଓ ସେୟାର କରନ୍ତି। ତାଙ୍କ ଡ୍ୟାନ୍ସ ଭିଡିଓ ଯୋଗୁଁ ୟୁଟ୍ୟୁବରେ ହେଉ ଅବା ଇନଷ୍ଟାଗ୍ରାମରେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ରହିଛନ୍ତି। ତେବେ…

ଇଂଲିଶ ଗୀତରେ ବଲିଉଡ ଡ୍ୟାନ୍ସ ଷ୍ଟେପ କଲେ ଧକ୍‌ଧକ୍‌ ଗାର୍ଲ ମାଧୁରୀ, ଭିଡିଓ ଦେଖି ଫ୍ୟାନ୍ସ ହେଲେ ଦିଓ୍ଵାନା

ବଲିଉଡର ଧକ୍‌ ଧକ୍‌ ଗାର୍ଲ ମାଧୁରୀ ଦୀକ୍ଷିତ ନିଜର ଡ୍ୟାନ୍ସ ମୁଭ୍ସ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିକଟରେ ଇନଷ୍ଟାଗ୍ରାମରେ ଏକ ନୂଆ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ମାଧୁରୀ ଧମାକେଦାର ଡ୍ୟାନ୍ସ ମୁଭ୍ସ କରୁଥିବା ନଜର ଆସିଛନ୍ତି। ସବୁଠାରୁ ମଜା କଥା ହେଲା, ମାଧୁରୀ ନିଜର…

ସାନପୁଅ ଉପରେ ଗର୍ବ କଲେ ମାଧୁରୀ ଦୀକ୍ଷିତ, ଏତେ ଛୋଟ ବୟସରୁ କରି ଦେଲେ ଏମିତି କାମ; ସୋସିଆଲ ମିଡିଆରେ ପ୍ରଶଂସାର ସୁଅ

ମାଧୁରୀ ଦୀକ୍ଷିତ ବଲିଉଡ୍‌ର ଟ୍ୟାଲେଣ୍ଟଡ୍‌ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ସେ ନିଜ ପ୍ରଫେଶନାଲ ଲାଇଫ୍‌ରେ ଯେମିତି ପରଫେକ୍ଟ, ସେମିତି ହିଁ ବ୍ୟକ୍ତିଗତ ଜୀବନରେ ମଧ୍ୟ ପରଫେକ୍ଟ। ଏଥି ସହିତ ସେ ନିଜ ପିଲାମାନଙ୍କୁ ଭଲ ଶିକ୍ଷା ମଧ୍ୟ ଦେଇଛନ୍ତି। ବାସ୍ତବରେ, ମାଧୁରୀ ଦୀକ୍ଷିତଙ୍କ ସାନପୁଅ…

ଲଗ୍‌ଜ୍ୟୁରିୟସ୍‌ ଫ୍ଲାଟ୍‌ ନେଲେ ମାଧୁରୀ ଦୀକ୍ଷିତ, ମାସକୁ ଦେବେ ସାଢ଼େ ୧୨ ଲକ୍ଷ ଭଡ଼ା

ବଲିଉଡ୍‌ ଷ୍ଟାରମାନେ ନିଜ ଲଗ୍‌ଜ୍ୟୁରିୟସ୍‌ ଲାଇଫ୍‌ ଯୋଗୁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ଏହି ଲଗ୍‌ଜ୍ୟୁରି ପାଇଁ ସେମାନଙ୍କୁ ମୋଟା ଅଙ୍କର ଟଙ୍କା ବି ଖର୍ଚ୍ଚ କରିବାକୁ ପଡ଼ିଥାଏ। ତେବେ ନିକଟରେ ବଲିଉଡ୍‌ ଷ୍ଟାର ମାଧୁରୀ ଦୀକ୍ଷିତ ଏକ ଲଗ୍‌ଜୁରିୟସ୍‌ ଆପାର୍ଟମେଣ୍ଟ ଭଡ଼ାରେ…

ଅସୁସ୍ଥ, ଅସହାୟ ଶଗୁପ୍ତାଙ୍କୁ ୫ ଲକ୍ଷ ଟଙ୍କା ସହାୟତା ଦେଲେ ମାଧୁରୀ ଦୀକ୍ଷିତ

ଅଭିନେତ୍ରୀ ଶଗୁଫ୍‌ତା ଅଲୀ ଆର୍ôଥକ ସଙ୍କଟ ଦେଇ ଗତି କରୁଥିବା ବେଳେ ରୋଗରେ ପୀଡ଼ିତ ଅଛନ୍ତି । ନିକଟ ଅତୀତରେ ଏହା ସମ୍ପର୍କରେ ସୋସିଆଲ ମିଡିଆରେ ଅନେକ ଖବର ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଏହି ଖବର ଶୁଣି ସୋନୁ ସୁଦ ସହାୟତାର ହାତ ବଢ଼ାଇଥିଲେ । ପରେ ବଲିଉଡ଼ର ଅନେକ କଳାକାର ତାଙ୍କୁ ସାହାଯ୍ୟ…

୨୪ କ୍ୟାରେଟ୍‌ ସୁନାରେ ଏହି କଳାକାର ତିଆରି କରିଛନ୍ତି ମାଧୁରୀ ଦୀକ୍ଷିତ୍‌ ଓ ସଲମାନ ଖାନ୍‌ଙ୍କ ପେଣ୍ଟିଂ, ଦେଖନ୍ତୁ ଫଟୋ

୨୪ କ୍ୟାରେଟ୍‌ ଗୋଲ୍ଡ ପ୍ଲେଟିଂରେ ସ୍ୱାମୀଙ୍କ ସହ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଓ ସଲମାନ୍‌ ଖାନ୍‌ଙ୍କ ବାପାଙ୍କ ସହ ପ୍ରସ୍ତୁତ ହୋଇଥିବା ଅଏଲ ପୋର୍ଟେଟ୍ସ ଏବେ ହିନ୍ଦୀ ଜଗତରେ ଧୁମ୍‌ ମଚାଇଛି। ଏହି ସୁନାର ପୋର୍ଟେଟ୍‌ ତିଆରି କରିଛନ୍ତି ଆର୍ଟିଷ୍ଟ ଧନରାଜ ସାଗର ଶେଲକେ। ଧନରାଜ କହିଛନ୍ତି,…

ଆଜି ଯାଏଁ ଏକାଠି ଅଭିନୟ କରିନାହାନ୍ତି ମାଧୁରୀ ଓ ଅମିତାଭ, ଏହି ଅଭିନେତା କରିଥିଲେ ବାରଣ

ବଲିଉଡର ସବୁଠୁ ଲୋକପ୍ରିୟ ସେଲିବ୍ରିଟିଙ୍କ ମଧ୍ୟରେ ଅମିତାଭ ବଚ୍ଚନ ଓ ମାଧୁରୀ ଦୀକ୍ଷିତ ଅନ୍ୟତମ। ଉଭୟଙ୍କର ଫ୍ୟାନ ଫଲୋୟର୍ସ ମଧ୍ୟ ବେଶ୍ ଅଧିକ। ଉଭୟଙ୍କୁ ଫିଲ୍ମ 'ବଡେ ମିଆଁ ଛୋଟେ ମିଆଁ' ଓ 'ଓଏ ମଖନା' ଗୀତରେ ଏକାଠି ଦେଖିବାକୁ ମିଳିଥିଲା। କିନ୍ତୁ ଏହି କଳାକାର ଏକାଠି କୌଣସି ଫିଲ୍ମରେ ଅଭିନୟ…

ଓଲ୍ଡ ଇଜ୍ ଗୋଲ୍ଡ : ଆଜି ବି ୫୧ ବର୍ଷ ବୟସରେ ପ୍ରିୟଙ୍କା-ଦୀପିକାଙ୍କୁ ଟକ୍କର ଦେଉଛନ୍ତି ମାଧୁରୀ

ବଲିଉଡର ଧକ୍-ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ୍ ଆଜି ନିଜର ୫୧ତମ ଜନ୍ମଦିନ ପାଳନ କରିଛନ୍ତି। ୫୦ ବର୍ଷ ପାର୍ ହେବା ପରେ ମଧ୍ଯ ଆଜି ବି ମାଧୂରୀ ଦୀକ୍ଷିତ ୩୦ ବର୍ଷ ପୁରୁଣା ମୋହିନୀଙ୍କ ଭଳି ନଜର ଆସୁଛନ୍ତି। ତାଙ୍କର ଅନ୍ଦାଜ୍ ଆଜି ବି ଲୋକଙ୍କୁ ନିଜର ଦିୱାନା କରୁଛି। ତେବେ ତାଙ୍କ ଜନ୍ମଦିନରେ…