ମମତା ବାନାର୍ଜୀଙ୍କ କପାଳରେ ପଡ଼ିଲା ୩ଟି ଷ୍ଟିଚ୍, ECG, CT ସ୍କାନ୍ ପରେ ହସ୍ପିଟାଲରୁ ଡିସ୍ଚାର୍ଜ
ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମୁଣ୍ଡରେ ଆଘାତ ଲାଗିଥିବାରୁ ବର୍ତ୍ତମାନ ସେ ନଜରବନ୍ଦୀରେ ରହିବେ । ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଏସ୍ଏସ୍କେଏମ୍ ହସ୍ପିଟାଲର ନିର୍ଦ୍ଦେଶକ ଡା. ମଣିମୋୟ ବନ୍ଦୋପାଧ୍ୟାୟ ଏହି ସୂଚନା ଦେଇଛନ୍ତି ।…