Browsing Tag

manikeswari

କଳାହାଣ୍ଡି ମାଆ ମାଣିକେଶ୍ୱରୀଙ୍କ ଠାରେ ଲାଗି ହେଲା ନବାନ୍ନ

କଳାହାଣ୍ଡି(କେନ୍ଯୁଜ୍): କଳାହାଣ୍ଡି ମାଆ ମାଣିକେଶ୍ୱରୀଙ୍କ ଠାରେ ଲାଗି ହେଲା ନବାନ୍ନ । ଜିଲ୍ଲାରେ ନୂଆଁଖାଇ ତିନିଟି ପର୍ଯ୍ୟାୟରେ ପାଳିତ ହୋଇଥାଏ । ସପ୍ତପୁରୀ ଅମାବାସ୍ୟାରେ ପ୍ରଥମ ପର୍ଯ୍ୟାୟରେ ବାହାଦୁରପଦର ଓ ପଥର୍ଲା, ପଞ୍ଚମୀ ତିଥିରେ ସମଗ୍ର ପଶ୍ଚିମ ଓଡ଼ିଶା ସହ ଗ୍ରାମାଞ୍ଚଳରେ ତଥା ଦଶମୀ…

କଳାହାଣ୍ଡି: ମାଆ ମାଣିକେଶ୍ୱରୀଙ୍କ ଛତର ଯାତ୍ରାରେ ଆଉ ପଡିବନି ପଶୁବଳି, ହାଇକୋର୍ଟଙ୍କ ରାୟ ପରେ ଦେଖାଦେଇଛି ଅସନ୍ତୋଷ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କ ଛତରଯାତ୍ରାରେ ଆଉ ପଡିବନି ପଶୁବଳି। ହାଇକୋର୍ଟଙ୍କ ରାୟ ପ୍ରକାଶ ପରେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଯଦି ପୀଠରେ ପଶୁବଳି ପଡିବ ତେବେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଦାୟୀ ରହିବେ। ମାଆଙ୍କ ନିକଟରେ ସମର୍ପଣ…

ନୂଆଖାଇ ପାଇଁ ଚଳଚଞ୍ଚଳ ମାଣିକେଶ୍ବରୀ ଧାମ, କାଲି ଲାଗି ହେବ ନବାନ୍ନ

ଭବାନୀପାଟଣା (କେନ୍ଯୁଜ୍) : ନୂଆଖାଇ ପାଇଁ ଚଳଚଞ୍ଚଳ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର।  ଆସନ୍ତାକାଲି  ଇଷ୍ଟଦେବୀ  ମା ମାଣିକେଶ୍ୱରୀଙ୍କଠାରେ ନବାନ୍ନ ଲାଗି ହେବ ।  ମା ମାଣିକେଶ୍ୱରୀଙ୍କ ପୀଠରେ ନବାନ୍ନ ଲାଗି ପରେ ସମସ୍ତେ ଏକାଠି ମିଶି ନୂଆ ଖାଇଥାନ୍ତି । ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ…