ମାମୁଁ ଘରକୁ ବୁଲି ଆସି ନିଖୋଜ ହୋଇ ଯାଇଥିବା ଶିଶୁ ପୁତ୍ରର ମିଳିଲା ମୃତଦେହ
ଜଗତସିଂହପୁ(କେନ୍ଯୁଜ୍): ମାମୁଁ ଘରକୁ ବୁଲି ଆସି ନିଖୋଜ ହୋଇ ଯାଇଥିବା ଶିଶୁ ପୁତ୍ରର ମିଳିଲା ମୃତଦେହ। ୨ ଦିନ ପରେ ମିଳିଲା ମୃତଦେହ ଉଦ୍ଧାର ହୋଇଛି। ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ ଶଙ୍କରପୁର ଗାଁରେ ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି। ମୃତ ଶୀଶୁ ପୁତ୍ର ହେଉଛନ୍ତି ସଦର…