କଂଗ୍ରେସକୁ ମୋଦିଙ୍କ ଟାର୍ଗେଟ, କହିଲେ ଲୋକଙ୍କ ଘର ଓ ସୁନା ନେଇଯିବ କଂଗ୍ରେସ
କଂଗ୍ରେସ ନେଇଯିବ ଲୋକଙ୍କ ସଂପତ୍ତି । ଘର ନେଇଯିବ, ସୁନା ନେଇ ଯିବ । ଏମିତି କହି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଜି ଉତ୍ତର ପ୍ରଦେଶ ଆଲିଗଡ଼ରେ ପ୍ରଚାର କରି ମୋଦି କହିଥିଲେ ଆପଣଙ୍କ ରୋଜଗାର ଓ ସମ୍ପତ୍ତି ଉପରେ କଂଗ୍ରେସ ଓ ଇଣ୍ଡିମେଣ୍ଟର ଆଖି । ମହିଳାଙ୍କ…