ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହମ୍ମଦ ଶାମି, ଆଶାବାଡି ଧରି ଚାଲୁଥିବା ଫଟୋ ଭାଇରଲ
ମହମ୍ମଦ ଶାମି ବିଶ୍ୱକପ ୨୦୨୩ରେ ସର୍ବାଧିକ ଓ୍ଵିକେଟ ନେଇଥିବା ବୋଲର ଭାବେ ପୁରସ୍କୃତ ହୋଇଥିଲେ । କିନ୍ତୁ ବିଶ୍ୱକପ ପରେ ଆଉ ମଇଦାନକୁ ଫେରିନଥିଲେ ଶାମି । ଗୋଇଠିରେ ଯନ୍ତ୍ରଣା ଯୋଗୁଁ କିଛିଦିନ ହେଲାଣି କ୍ରିକେଟରୁ ଦୂରେଇ ରହିଛନ୍ତି ଶାମି ।
ଶାମିଙ୍କ ଗୋଇଠି ସର୍ଜରୀ କରାଇଥିଲେ । ଆଉ…