ରାଜ୍ୟରେ ସ୍ୱାଭାବିକ ହେଲା ମୌସୁମୀ ସ୍ଥିତି, ଜୁନ୍ ୧ରୁ ଆଜି ସୁଦ୍ଧା ୩୩୦.୩ ମିଲିମିଟର ବର୍ଷା ରେକର୍ଡ
ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟରେ ସ୍ୱାଭାବିକ ହେଲା ମୌସୁମୀ ବର୍ଷା । ଭରଣା ହୋଇଛି ନିଅଣ୍ଟିଆ ସ୍ଥିତି । ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟରେ ୩ ଦିନ ଲଗାଣ ବର୍ଷା ହୋଇଛି । ଏଥିରେ ୧୨ ପ୍ରତିଶତ ନିଅଣ୍ଟିଆ ଭରଣା ହେବା ସହ ରାଜ୍ୟରେ ସ୍ୱାଭାବିକ ହୋଇଛି ମୌସୁମୀ ସ୍ଥିତି । ଚଳିତ ମୌସୁମୀ ଋତୁରେ…