Browsing Tag

mother in son’s class

ପୁଅ ସହିତ ସ୍କୁଲରେ ପଢ଼ିବାର ଇଚ୍ଛା ରଖି ୟୁନିଫର୍ମ ପିନ୍ଧି ସ୍କୁଲରେ ପହଁଚିଗଲେ ମା’

ମନରେ ଯଦି କିଛି କରି ଦେଖାଇବାର ଆଗ୍ରହ ଏବଂ ଦ୍ରୁଢ଼ ଇଚ୍ଛାଶକ୍ତି ଥାଏ ତେବେ ବୟସ ବାଧା ଦେଇପାରିବନାହିଁ। ଏହା ପ୍ରମାଣ କରିଦେଖାଇଛନ୍ତି ତ୍ୟୁନି ର ସରନାଡ ପାଣୀ ଗାଁର ୩୫ ବର୍ଷିୟା ରେଖା। ତାଙ୍କର ଦୁଇଟି ସନ୍ତାନ ପୁଅ ସନ୍ଦୀପ ନବମ ଶ୍ରେଣୀରେ ଛାତ୍ର ଅଟେ। ଝିଅ ପ୍ରୀତି ଚଳିତ ବର୍ଷରେ ଦଶମ…