ଆଜି ମଦର୍ସ ଡେ’: ସୁନ୍ଦର ହୃଦୟର ବାଲୁକା କଳା ତିଆରି କରି ଶୁଭେଚ୍ଛା ଜଣାଇଲେ ଶିଳ୍ପୀ ମାନସ କୁମାର ସାହୁ
ପୁରୀ(କେନ୍ୟୁଜ୍): ମଦର୍ସ ଡେ' ଅବସରରେ ବାଲୁକା କଳା । ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ପ୍ରାୟ ୧୨ ଟନ୍ ବାଲି ବ୍ୟବହାର କରି ଏକ ସୁନ୍ଦର ହୃଦୟର ବାଲୁକା କଳା ତିଆରି କରଛନ୍ତି ।
ମାଆ ଏବଂ ସନ୍ତାନର ସମ୍ପର୍କକୁ ନେଇ…