ବଲିଉଡର ଏହି ୫ ସିଙ୍ଗଲ ମଦର୍ସଙ୍କ ଉପରେ ହେବ ଗର୍ବ, ଏକୁଟିଆ ନେଇଛନ୍ତି ସନ୍ତାନଙ୍କ ଦାୟିତ୍ୱ
ମା ଏବଂ ସନ୍ତାନର ସଂପର୍କ ସବୁଠାରୁ ଭିନ୍ନ । ଏହି ସଂପର୍କର ମଧୁରତାକୁ ଆଉ ବଢ଼ାଇବା ପାଇଁ ମଦର୍ସ ଡେ ଭାବେ ପାଳନ କରାଯାଇଥାଏ । ପ୍ରତିବର୍ଷ ମେ ମାସର ଦ୍ୱିତୀୟ ରବିବାରକୁ ମଦର୍ସ ଡେ ବା ମାତୃତ୍ୱ ଦିବସ ଭାବେ ପାଳନ କରାଯାଇଥାଏ । ସେହିପରି ବଲିଉଡରେ ଏପରି ଅନେକ ମା ଅଛନ୍ତି ଯେଉଁମାନେ ଏକୁଟିଆ…