Browsing Tag

movie

ନିଜ ପାର୍ଟନରକୁ ଦିଅନ୍ତୁ Movie Date ସରପ୍ରାଇଜ୍‌, ଗୋଟେ ଟିକେଟ ସହ ପାଆନ୍ତୁ ଆଉ ଗୋଟେ ଫ୍ରି

ମହାମାରୀ କାରଣରୁ ଲୋକେ ଘରେ ରହିଲେ ଆଉ ଥିଏଟର ସିନେମା ଦେଖିବା ବହୁତ କମିଗଲା। କିନ୍ତୁ ଏବେ ଯେତେବେଳେ ସିନେମା ହଲ୍‌ ପୂରାପୁରି ଭାବେ ଖୋଲିଗଲାଣି ତେଣୁ ଆମେ ଆଣିଛୁ ଆପଣଙ୍କ ପାଇଁ ଏକ ଆକର୍ଷକ ଅଫର। ଯାହାକୁ ଆପଣ ବିଲକୁଲ ବି ହାତ ଛଡା କରନ୍ତୁନାହିଁ। ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ ଗୋଟେ…

ଜେଲ୍‌ରେ ଚାଲିବ ଫିଲ୍ମ, ଶୁଭିବ ଭଜନ ଓ ଭକ୍ତିଗୀତର ସ୍ୱର, କଏଦୀଙ୍କ ପାଇଁ ଆହୁରି ଅନେକ ବ୍ୟବସ୍ଥା

ରାଜ୍ୟର ବିଭିନ୍ନ ଜେଲ୍‌ରେ ଥିବା କଏଦୀମାନଙ୍କ ପାଇଁ ରାଜ୍ୟ ସରକାର କରିଛନ୍ତି କିଛି ବିଶେଷ ସୁବିଧା । ଜେଲ୍‌ ଅନ୍ତେବାସୀମାନେ ପ୍ରତି ସପ୍ତାହରେ ଦେଖିବାକୁ ପାଇବେ ସିନେମା। ପୁଣି ବାଜିବ ଭଜନ ଏବଂ ଆଧ୍ୟାତ୍ମିକ ଗୀତ । ଓଡିଶାର ଜେଲରେ ବନ୍ଦ ଥିବା କଏଦୀ ଆଉ ବେଶି କଷ୍ଟ କରିବେ ନାହିଁ।…

ଜୁନ୍‌ରେ ଆସିବ ‘ବଣ୍ଟି ଔର ବବଲି’ର ସିକ୍ୱେଲ, ଏଥର ରାଣୀଙ୍କ ସହିତ ନଜର ଆସିବେ ସୈଫ

ୟଶରାଜ ଫିଲ୍ମ ବ୍ୟାନରରେ ନିର୍ମାଣ କରାଯାଇଥିବା ‘ବଣ୍ଟି ଔର ବବଲି ’ ର ସିକ୍ୟୁଏଲ ‘ବଣ୍ଟି ଔର ବବଲି ୨’ ଆସନ୍ତା ଜୁନ୍‌ ୨୬ରେ ରିଲିଜ୍‌ ହେବ ବୋଲି ଜଣାପଡିଛି। ୟଶରାଜ ଫିଲ୍ମର ଅଫିସିଆଲ୍‌ ୟୁଟ୍ୟୁବ ଚ୍ୟାନେଲରେ ଏହାର ଏକ କ୍ଲିପ ଜାରି କରାଯାଇ ରିଲିଜ୍‌ ଡେଟ୍‌ ସମ୍ପର୍କରେ ସୂଚନା ଦିଆଯାଇଛି।…

ଆୟୁଷ୍ମାନଙ୍କ ସହିତ ଫିଲ୍ମ କରିବା ପରେ ଭୂମିଙ୍କ ମନ ଆକାଶରେ ଉଡୁଛି, କହୁଛନ୍ତି ‘ଆମ ଯୋଡି ପରଫେକ୍ଟ’

ବଲିଉଡରେ ଅନେକ ହିଟ୍‌ ଯୋଡି ରହିଛନ୍ତି। ପ୍ରାୟତ ସେମାନଙ୍କୁ ଏକାଧିକ ଫିଲ୍ମରେ ଏକାଠି ନଜର ଆସିଛନ୍ତି। ତା’ ସହିତ ଫିଲ୍ମ ମଧ୍ୟ ସୁପରହିଟ୍‌ ହୋଇଛି। ଏପରି ଯୋଡି ମଧ୍ୟରେ ରାଜକପୁର-ନର୍ଗିସ, ରାଜେଶ ଖାନ୍ନା- ମୁମତାଜ, ଅମିତାଭ- ରେଖା, ଧର୍ମେନ୍ଦ୍ର-ହେମା, ଶାହୁରୁଖ-କାଜୋଲଙ୍କ ଯୋଡି ଅନ୍ୟତମ।…

ଉତ୍ତରପ୍ରଦେଶ ପରେ ଦିଲ୍ଲୀରେ ଟିକସମୁକ୍ତ ହେଲା ଫିଲ୍ମ ‘ସାଣ୍ଡ କି ଆଖଁ’, ଦେଖିବାକୁ ମିଳୁଛି ଭୂମି ଏବଂ ତାପସୀଙ୍କ…

ଉତ୍ତର ପ୍ରଦେଶ ପରେ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ‘ସାଣ୍ଡ କି ଆଁଖ’ ଫିଲ୍ମକୁ ଟ୍ୟାକ୍ସ ଫ୍ରି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଟ୍ଵିଟ କରି ଏହି ସୂଚନା ଦେଇଛନ୍ତି। ଏହି ଫିଲ୍ମରେ ତାପସୀ ପାନ୍ନୁ ଏବଂ ଭୂମି ପେଡନେକର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଟ୍ୱିଟ୍ କରି…

ବକ୍ସ ଅଫିସରେ ଦମଦାର ଭାବେ ଚାଲିଛି ହ୍ରୀତିକ ରୋଶନ ଓ ଟାଇଗର ସ୍ରଫ୍‌ ଅଭିନୀତ ‘ୱାର’, ଭାଙ୍ଗିଲାଣି ୮…

ହ୍ରୀତିକ ରୋଶନ ଓ ଟାଇଗର ସ୍ରଫ୍‌ ଅଭିନୀତ ଫିଲ୍ମ 'ୱାର' ବକ୍ସ ଅଫିସରେ ଦମଦାର ଭାବେ ଚାଲିଛି । ରିଲିଜ ହେବାର ପ୍ରଥମ ଦିନରେ ଏହି ସିନେମା ବାହୁବଳୀ ର ରେକର୍ଡ ଭାଙ୍ଗି ଦେଇଛି । ଏହା ସହ ଏହା ଆଉ ଏକ ନୂଆ ରେକର୍ଡ କରି ବାକୁ ଯାଉଛି । ୨ୟ ଦିନର କଲେକସନରୁ ଏ ବିଷୟରେ  ସୂଚନା ମିଳିଛି । ପ୍ରଥମ…

‘ଗାନ୍ଧୀ’ ସିନେମା ତିଆରି ପଛରେ ଥିଲା ଯେଉଁ ମାନଙ୍କର ହାତ, ପଢନ୍ତୁ ଏକ ରିପୋର୍ଟ

ରିଚାର୍ଡ ଏଟନଵରୋଙ୍କ ନିର୍ଦ୍ଦେଶିତ 'ଗାନ୍ଧୀ' ସିନେମା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଚରିତ୍ରକୁ ଯେମିତି ଜୀବନ୍ତ କରିଦେଇଥିଲା । ଲୁଇ ଫିସରଙ୍କ ପୁସ୍ତକ ପଢି ହିଁ ଏଟନଵରୋଙ୍କ 'ଗାନ୍ଧୀ' ପରି ଏକ କାଳଜୟୀ ସିନେମା ତିଆରି କରିଥିଲେ । ଏହି ସିନେମାଟି ୧୯୮୨ ମସିହାରେ ହିଁ ରିଲିଜ ହୋଇଥିଲା ।…

ବକ୍ସ ଅଫିସରେ ରିଲିଜ ହେଲା ‘ଛିଛୋରେ’ ଏବଂ ‘ସାଟଲାଇଟ ଶଙ୍କର’

ବକ୍ସ ଅଫିସରେ ଆଜି ଦୁଇଟି ଫିଲ୍ମ ରିଲିଜ ହୋଇଛି। ଶ୍ରଦ୍ଧା ଏବଂ ସୁଶାନ୍ତଙ୍କ ଅଭିନୀତ ଫିଲ୍ମ ‘ଛିଛୋରେ’ ଏବଂ ଦ୍ୱିତୀୟ ସୁରଜ ପାଞ୍ଚୋଲୀଙ୍କ ‘ସାଟଲାଇଟ୍‌ ଶଙ୍କର’ ପରଦାରେ ରିଲିଜ ହୋଇଛି। ନିତେଶ ତିଓ୍ଵାରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଛିଛୋର’ରେ ଶ୍ରଦ୍ଧା ଏବଂ ସୁଶାନ୍ତଙ୍କ ବ୍ୟତୀତ ବରୁଣ ଶର୍ମା,…

ଅକ୍ଷୟ କୁମାର ଏବଂ ଅମିତାଭଙ୍କୁ ଟକ୍କର ଦେଉଛନ୍ତି ଆୟୁଷ୍ମାନ, ଜାଣନ୍ତୁ କିପରି

ଅକ୍ଷୟ କୁମାର ଏବଂ ଅମିତାଭଙ୍କୁ ଟକ୍କର ଦେବା ପାଇଁ ଆୟୁଷ୍ମାନ ପ୍ରସ୍ତୁତ ହେଉଛନ୍ତି। ବଲିଉଡ ଇଣ୍ଡଷ୍ଟ୍ରୀରେ ଅକ୍ଷୟ କୁମାର ଏବଂ ଅମିତାଭ ବଚ୍ଚନ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। କିପରି ନିଜ ଫିଲ୍ମର ସୁଟିଂ ଶୀଘ୍ର ସାରିବେ ସେଥିପାଇଁ ଦୁହେଁ ଆପ୍ରାଣ ଚେଷ୍ଟା କରିଥାନ୍ତି। କିନ୍ତୁ ଖାସ୍‌ ଏହି…

ପୁଣି ଥରେ ପରଦାକୁ ଆସିବ ଫିଲ୍ମ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’

ପୁଣିଥରେ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ କରିବାକୁ ଯାଉଛନ୍ତି ଫିଲ୍ମର ନିର୍ମାତା ରୋନି ସ୍କ୍ରୁଓ୍ଵାଲା। କଥାଟି ପଢି ଆଶ୍ଚର୍ଯ୍ୟ ହୋଇଥିବେ ନିଶ୍ଚିତ। କଥା କ’ଣ କି, ଚଳିତବର୍ଷ ବିକି କୌଶଲଙ୍କ ସୁପରହିଟ ଫିଲ୍ମ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଧମାଲ ମଚାଇଥିଲା।…

ଫ୍ୟାନଙ୍କୁ ପୁଣି ଉପହାର ଦେବ ମାର୍ବଲ ଷ୍ଟୁଡିଓ

ଗତ କିଛି ମାସ ପୂର୍ବରୁ ରିଲିଜ ହୋଇଥିବା ହଲିଉଡ ଫିଲ୍ମ ‘ଆଭେଞ୍ଜରର୍ସ: ଏଣ୍ଡ ଗେମ’ ସହିତ ସୁପର ହିରୋ କାହାଣୀ ଶେଷ ହୋଇଯାଇଛି। ଏହାକୁ ଦର୍ଶକ ମାର୍ବଲ ଷ୍ଟୁଡିଓରେ ଶେଷ ଫିଲ୍ମ ବୋଲି କଳନା କରୁଥିଲେ। କିନ୍ତୁ ଦର୍ଶକଙ୍କ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟଣା ମାର୍ବଲ ଷ୍ଟୁଡିଓ ନିଜ ଫ୍ୟାନମାନଙ୍କ…

ଜାଣନ୍ତୁ ଏହି ୫ଟି ଭୂତ ସିନେମା ବିଷୟରେ, ଯାହକୁ ହଲରେ ଦେଖି ଅନେକ ଲୋକଙ୍କ ମୃତ୍ୟୁ ହୋଇଛି

ହଲିଉଡର ଏମିତି କିଛି କାଳ୍ପନିକ ସିନେମା ଅଛି ଯାହା ଅନେକ ଲୋକଙ୍କୁ ଭୟଭିତ କରିଛି। ଏମିତିକି କିଛି ଭୂତ ସିନେମା ଲୋକଙ୍କ ଜୀବନ ନେଇଥିବାର ମଧ୍ୟ ପ୍ରମାଣ ମିଳିଛି । ସେଗୁଡିକ ହେଲା ଏନାବେଲ କମ୍ସ ହୋମ ଏହି ସିନେମାକୁ ଦେଖି ୭୭ ବର୍ଷିୟ ବର୍ଣ୍ଣାର୍ଡ ଚେନିଙ୍ଗ ନାମକ ଜଣେ ବୃଦ୍ଧଙ୍କ…