ମେଡିସିନ୍ ଆଣିବାକୁ ଯାଇଥିବା ବୃଦ୍ଧାଙ୍କୁ ଖିନ୍ଭିନ୍ କରି ଖାଇଗଲେ ବୁଲା କୁକୁର, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
ହରିୟାଣା: ବୁଲା କୁକୁରଙ୍କ ଆକ୍ରମଣରେ ବୃଦ୍ଧା ମୃତ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ହରିୟାଣାରେ। ଏଠାରେ ବୁଲା କୁକୁରମାନେ ଜଣେ ବୃଦ୍ଧାଙ୍କୁ କାମୁଡ଼ି କାମୁଡ଼ି କ୍ଷତବିକ୍ଷତ କରିବା ପରେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ମୃତ ବୃଦ୍ଧାଙ୍କ ବୟସ ପ୍ରାୟ ୭୦…