Oneplusର ଏହି ମଡେଲରେ ମିଳିବନି Software Update, ଶସ୍ତା ଦାମରେ ନୂଆ ମଡେଲ ହେବ ଖୁବ ଶୀଘ୍ର ଲଞ୍ଚ
ଯଦି ଆପଣ ଓ୍ଵାନପ୍ଲସ ସ୍ମାର୍ଟଫୋନ ୟୁଜର ତେବେ ଆପଣଙ୍କ ପାଇଁ ଆସିଲା ନୂଆବର୍ଷରେ ବହୁତ ବଡ଼ ଖବର। ପ୍ରତ୍ୟେକ ଓ୍ଵାନପ୍ଲସ ୟୁଜରଙ୍କ ଉପରେ ଏହାର ପଡ଼ିବ ପ୍ରଭାବ। ପ୍ରକୃତ ରେ କମ୍ପାନୀଏବେ ନିଜ ଦୁଇଟି ସ୍ମାର୍ଟଫୋନ ର ସଫ୍ଟେଓ୍ଵୟାର ଅପଡେଟ ସପୋର୍ଟ କୁ ସମାପ୍ତ କରିଦେଇଛି। ଯେଉଁ ଦୁଇଟି…