ପେଡିକ୍ୟୁଅର କରିଥିଲେ ଗୋଡ ହରାଇଲେ, ଏବେ ଗ୍ରାହକଙ୍କୁ ପାର୍ଲର ଦେଲା ୧୩ କୋଟି ଟଙ୍କା
ନିଜକୁ ସୁନ୍ଦର ଦେଖାଯିବା ପାଇଁ ମହିଳାମାନେ ପାର୍ଲର ଯାଇଥାନ୍ତି। ଆଉ ସେଠାରେ ବିଭିନ୍ନ ପ୍ରକାରର ମେନିକ୍ୟୁଅର, ପେଡିକ୍ୟୁଅର, କେଶ ସଜ୍ଜା ଇତ୍ୟାଦି କରିଥାନ୍ତି। କିନ୍ତୁ ଏବେ ପେଡିକ୍ୟୁର କରିବା ଜଣେ ମହିଳାଙ୍କ ପାଇଁ ମହଙ୍ଗା ପଡିଛି। ଏହି ମହିଳା ପେଡିକ୍ୟୁର ପାଇବା ପରେ ଗୋଟେ ଗୋଡ…