Browsing Tag

poison moshrum

ରାୟଗଡ଼ା : ବିଷାକ୍ତ ଛତୁ ଖାଇ ୮ଜଣ ଅସୁସ୍ଥ

ରାୟଗଡ଼ା : ବିଷାକ୍ତ ଛତୁ ଖାଇ ୮ଜଣ ଅସୁସ୍ଥ। ଗୁରୁତର ଅସୁସ୍ଥଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ମଧ୍ୟରେ ୪ଜଣ ମହିଳା ଓ ୪ଜଣ ପୁରୁଷ ରହିଛନ୍ତି। କାଶିପୁର ଅଞ୍ଚଳର ଏହି ଶ୍ରମିକମାନେ କଲ୍ୟାଣସିଂହପୁରର ବୋରିପାଇ ଠାରେ ରାସ୍ତାକାମରେ ନିୟୋଜିତ ଥିଲେ।…