Browsing Tag

police arrested

ପୁଣି ଖାକିରେ ଦାଗ, ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ଥାନାର ୨ ଅଧିକାରୀ

ରାଇରଙ୍ଗପୁର : ପୁଣି ଖାକିରେ ଦାଗ । ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ୨ ପୋଲିସ ଅଧିକାରୀ । ଗତକାଲି ଜାମଦା ଥାନାର ହୋମଗାର୍ଡ ଦେବାନନ୍ଦ ପାତ୍ର ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ବେଳେ ଆଜି ଥାନାର ASI ଆନନ୍ଦ ମାଝୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ…

ମାଲକାନଗିରିରେ ଡ୍ରଗ୍ସ ରାକେଟ : ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

କାଲିମେଳା (କେନ୍ୟୁଜ): ମାଲକାନଗିରିରୁ ଜବତ ହେଲା ଧଳା ଜହର। ପୋଲିସ କବଜାରେ ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ । ମାଲକାନଗିରି ଜିଲ୍ଲାରେ ପ୍ରଥମ ଥର ଦେଖିବାରେ ମିଳିଛି ଡ୍ରଗ୍ସ ରାକେଟ। ଏହି ମାମଲାରେ ଗିରଫ ୬ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତଙ୍କ ଠାରୁ ୧.୬…

ମିଟର ରିଡିଂ କର୍ମଚାରୀଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କଲା ପୋଲିସ

ଭଂଜନଗର (କେନ୍ୟୁଜ): ଗାଲେରୀ ଫାଣ୍ଡି କୁପାଟୀ ଗାଁରେ ମିଟର ରିଡିଂ କର୍ମଚାରୀ ଲକ୍ଷ୍ମୀ ନାରାୟଣଙ୍କ ହତ୍ୟା ଘଟଣା। ଅଭିଯୁକ୍ତ ଗୋବିନ୍ଦ ସେଠୀକୁ ଗିରଫ ପରେ କୋର୍ଟ ଚାଲାଣ କଲା ପୋଲିସ । ଏନେଇ ଗାଲେରୀ ଫାଣ୍ଡି ପକ୍ଷରୁ ସୂଚନା ମିଳିଛି। ଗତ ସୋମବାର ଦିନ ଘଟିଥିଲା ହତ୍ୟା ଘଟଣା । ମିଟର୍ ରେ…

୧୬ ନମ୍ବର ଏନ୍‌ଏଚ୍‌ରେ ସିରିଜ୍‌ ଲୁଟ୍‌ ଘଟଣାର ପର୍ଦ୍ଦାଫାସ, ୪ ଜଣଙ୍କୁ ଗିରଫ କଲା ଟାଙ୍ଗୀ ପୋଲିସ୍‌

ଟାଙ୍ଗୀ (କେନ୍ୟୁଜ): ୧୬ ନମ୍ବର ଏନ୍‌ଏଚ୍‌ରେ ସିରିଜ୍‌ ଲୁଟ୍‌ ଘଟଣାର ପର୍ଦ୍ଦାଫାସ । ୪ ଗିରଫ। ଲୁଟେରାଙ୍କ ସହ ଜଣେ ଚୋରା ସାମଗ୍ରୀ କ୍ରେତାଙ୍କୁ ଗିରଫ କଲା ଟାଙ୍ଗୀ ପୋଲିସ୍‌ । ସେମାନଙ୍କଠାରୁ ୨ଟି ବାଇକ୍‌ ସହ ୨ଟି ସୁନା ଚେନ୍‌ , ୨ ପଟ ସୁନା ଚୁଡି, ୩ଟି ସୁନା ମୁଦି, ୩ଟି ମୋବାଇଲ ଫୋନ୍‌ ଓ…

ସ୍ତ୍ରୀକୁ ମାରି ପୋଡ଼ିଦେଲା ସ୍ୱାମୀ: ପରିତ୍ୟକ୍ତ ଘରୁ ଦରପୋଡ଼ା ଶବ ଜବତ ପରେ ଗିରଫ କଲା ପୋଲିସ

ଭୁବନେଶ୍ବର (କେନ୍ୟୁଜ): ପତ୍ନୀହନ୍ତା ସ୍ୱାମୀକୁ କଲାକର୍ମ ପାଇଁ ମିଳିଲା ଫଳ। କୋରଡକଣ୍ଟାରେ ପତ୍ନୀକୁ ହତ୍ୟା କରିବା ଘଟଣାରେ ସ୍ୱାମୀ ଗିରଫ। ମଞ୍ଚେଶ୍ୱର ପୋଲିସ ଦ୍ୱାରା ସ୍ୱାମୀ ବିଦ୍ୟାଧର ନାୟକ ଗିରଫ ହୋଇଛି । ସ୍ତ୍ରୀ ରିତା ନାୟକଙ୍କୁ ର୍ନିମମ ଭାବେ ହତ୍ୟା କରିଥିଲା ସ୍ୱାମୀ। ପ୍ରଥମେ…

ଖାକିରେ ଦାଗ, ବେପାରୀଙ୍କୁ ଧରିବା ବଦଳରେ ନିଜେ ହିଁ କରୁଥିଲେ ଗଞ୍ଜେଇ ବେପାର

ମାଲକାନଗିରି (କେନ୍ୟୁଜ) : ଗଞ୍ଜେଇ ବେପାର କରି ASI ଗିରଫ। ଗଞ୍ଜେଇ ଚୋରା ଚାଲାଣ ରାକେଟରେ ପୋଲିସ ବାବୁ। ତାଙ୍କ ନିକଟରୁ ୪୨୦ କିଲୋ ଗଞ୍ଜେଇ ଜବତ ହୋଇଛି। ମାଲକାନଗିରି ଜିଲ୍ଲା ପୋଲିସ ଘଟଣାର ପର୍ଦ୍ଦାଫାସ୍ କରି ପୋଲିସ ASI ଜୟଦାଶ ଖରାଙ୍କ ସମେତ ୩ଜଣ ଅନ୍ୟ ଯୁବକଙ୍କୁ ମଧ୍ୟ ଗିରଫ କରିଛି।…

ୱେବ୍ ପୋର୍ଟାଲ ସମ୍ପାଦକ ସୁଧାଂଶୁ ରାଉତଙ୍କୁ ଗିରଫ କଲା ପୋଲିସ, ଦୂତୀ କରିଥିଲେ ଅଭିଯୋଗ

ଭୁବନେଶ୍ୱର (କେନ୍ୟୁଜ): ଅଲିମ୍ପିଆନ ଦୂତୀ ଚାନ୍ଦଙ୍କ ଅଭିଯୋଗ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ । ଗିରଫ ହେଲେ ଫୋକସ୍‌ ପ୍ଲସ ୱେବ୍ ପୋର୍ଟାଲ ସମ୍ପାଦକ ସୁଧାଂଶୁ ରାଉତ । ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ । ଘଟଣାରେ ରିପୋର୍ଟର ସ୍ମୃତି ରଞ୍ଜନ ବେହେରାଙ୍କୁ ଅଟକ…

ରାତି ଅଧରେ ମହିଳାଙ୍କ ଘରେ ଥାନା ବାବୁ, ଭିଡିଓ ଭାଇରଲ ପରେ ହେଲେ ଗିରଫ

ତାଳଚେର (କେନ୍ୟୁଜ) : ‘ଦବ ଯଦି ଦିଅ ନହେଲେ ମୁଁ ଯାଉଛି’… ରାତି ୩ ଟାରେ ମହିଳାଙ୍କ ଘରେ ପଶି କିଛି ଏମିତି କହିଲେ ଖାକି ବର୍ଦ୍ଦିରେ ଥିବା ପୋଲିସ ବାବୁ। ରକ୍ଷକ ହୋଇ ଭକ୍ଷକ ସାଜିବା ମହଙ୍ଗା ପଡ଼ିଛି ଜଣେ ପୁଲିସ କର୍ମଚାରୀଙ୍କୁ। ରାତିରେ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଜଣେ…

ଇସ୍ରାଏଲ ଦୂତାବାସ ବିସ୍ଫୋରଣ ମାମଲାରେ ୪ ଲଦାଖ ଛାତ୍ରଙ୍କୁ ଗିରଫ କଲା ପୋଲିସ୍

ନୂଆଦିଲ୍ଲୀ ସ୍ଥିତ ଇସ୍ରାଏଲ ଦୂତାବାସରେ ବିସ୍ଫୋରଣ ମାମଲାରେ ୪ ଜଣ ଲଦାଖ ଛାତ୍ରଙ୍କୁ ପୋଲିସ୍ ଅଟକ ରଖିଛି । କାର୍ଗିଲରୁ ୪ ଜଣ ଯୁବକଙ୍କୁ ଗୁରୁବାର ଦିନ ପଚରାଉଚୁରା ପାଇଁ ଦିଲ୍ଲୀ ଅଣାଯାଇଥିବା ନେଇ ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଦିଲ୍ଲୀସ୍ଥିତ ଇସ୍ରାଏଲ ଦୂତାବାସରେ ଜାନୁୟାରୀ…

50 ହଜାର ଟଙ୍କା ଲାଞ୍ଚ ନେଇ ଜଗତସିଂହପୁର ଥାନାର ସବ ଇନ୍ସପେକ୍ଟର ଗିରଫ

ଜଗତସିଂହପୁର(କେ ନ୍ୟୁଜ ): ଜଗତସିଂହପୁର ଥାନା ସବ ଇନ୍ସପେକ୍ଟର ବିଶ୍ୱଜିତ ଗଡନାୟକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଗୋଟିଏ କେସ କୁ ରଫା ଦଫା କରିବାପାଇଁ କଟକର କାଚେରାମାଳ ଗାଁ ର ପ୍ରୀତମ ମହାନ୍ତି ନାମକ ଜଣେ ବ୍ଯକ୍ତି ଙ୍କ ଠାରୁ ୫୦,୦୦୦ ଟଙ୍କା ଲାଞ୍ଚ ନେଉଥିଲେ ।…

ଢେଙ୍କାନାଳ: ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ୨ ଜଣଙ୍କୁ ଗିରଫ କଲା ସଦର ପୋଲିସ

ଢେଙ୍କାନାଳ(କେନ୍ଯୁଜ୍): ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ଢେଙ୍କାନାଳ ସଦର ଥାନା ଅଙ୍କରାନ୍ତିପୁର ଗାଁରୁ ଆସିଛି ଏଭଳି ଅଭିଯୋଗ। ଏହି ଘଟଣାରେ ସଦର ପୋଲିସ ଏକ ମାମଲା ରୁଜୁ କରି ଦୁଇଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ ଗାଁର ଜଣେ ନାବାଳିକାଙ୍କୁ ବିବାହର ପ୍ରତିଶୃତି ଦେଇ ସେହି ଗାଁର…

ବ୍ରହ୍ମପୁର: ଲକଡାଉନ ସମୟରେ ମଦ ପିଇ ରାସ୍ତାରେ ବୁଲୁଥିଲେ ଯୁବକ,ନଅ ଜଣଙ୍କୁ ଗିରଫ କଲା ଦିଗପହଣ୍ଡି ଥାନା ପୋଲିସ

ବ୍ରହ୍ମପୁର(କେନ୍ୟୁଜ): ଲକ୍ ଡାଉନ୍ ରେ ମଦ ପିଇ ରାସ୍ତାରେ ବୁଲୁଥିବା ବେଳେ ନଅ ଜଣଙ୍କୁ ଗିରଫ କରିଛି ଦିଗପହଣ୍ଡି ଥାନା ପୋଲିସ। ରାତିରେ ଗିରଫ ହୋଇଥିବା ଲୋକ ମାନେ ବୁଲୁଥିବା ବେଳେ ପୋଲିସ ହାବୁଡରେ ପଡିଥିଲେ, ପୋଲିସ ତାଙ୍କୁ ଥାନା କୁ ଉଠାଇ ଆଣିଥୀଲେ । ଗଂଜାମ ଜିଲ୍ଲା ରେ ପ୍ରତିଦିନ…