Browsing Tag

police

ମୋଟା ପୋଲିସଙ୍କ ପାଇଁ ସତର୍କ ଘଣ୍ଟି, ପତଳା ନହେଲେ ଯିବ ଚାକିରି

ଆସାମର ମେଦବହୁଳ ପୋଲିସ କର୍ମଚାରୀଙ୍କ ପାଇଁ ସତର୍କ ଘଣ୍ଟି। ତିନି ମାସ ମଧ୍ୟରେ ପତଳା ହୋଇନଥିଲେ ଚାଲିଯିବ ଚାକିରି। ତେବେ କୌଣସି ରୋଗ ଯୋଗୁଁ ମୋଟାପା କମୁନଥିବା ନେଇ ଡାକ୍ତରୀ ସାର୍ଟିଫିକେଟ ଦେଲେ ବଞ୍ଚି ଯାଇପାରେ ଚାକିରି। ଆସାମର ମେଦବହୁଳ ପୋଲିସ କର୍ମଚାରୀଙ୍କୁ ପତଳା କରିବା ପାଇଁ ଗତ ବର୍ଷ…

ମଦ ପିଇ ହଟହଟା ହେଲା ପୋଲିସ, ଭିଡ଼ିଓ ଭାଇରଲ

ମଦ ପିଇ ହଟହଟା ହେଲା ପୋଲିସ । ଡ୍ୟୁଟି ସାରି ଘରକୁ ଫେରିବା ବେଳେ କାଉଣ୍ଟରରେ ମଦ ପିଇବା ପରେ ଘେରିଲେ ସ୍ଥାନୀୟ ଲୋକ । ଭୁବନେଶ୍ବର ମୈତ୍ରୀବିହାର ଥାନା ଲୁମ୍ବିନୀବିହାର ଅଞ୍ଚଳରେ ଏହି ଘଟଣା ଘଟିଛି । ଖାକି ପିନ୍ଧା ବାବୁଙ୍କୁ ନେବାକୁ ଆସିଥିବା ପିସିଆର ମଧ୍ୟ ହଟହଟା ହୋଇଛି । ପିସିଆର…

ପୋଲିସ ବାଇକକୁ ଧକ୍କା ଦେଇ ଛୁ ମାରିଲା କାର, ଦୁଇ କର୍ମଚାରୀ ଗୁରୁତର

ବୌଦ୍ଧ (କେନ୍ୟୁଜ): ପୋଲିସ ବାଇକକୁ ଧକ୍କା ଦେଇ ଖସି ପଳାଇଲା କାର । କାର ଧକ୍କାରେ ଦୁଇ ପୋଲିସ କର୍ମଚାରୀ ଗୁରୁତର। ବୌଦ୍ଧ ଜିଲ୍ଲା ଆଡେଣିଗଡ଼ ଫାଣ୍ଡି ନିକଟ କଖାରୁଫାଲ ଠାରେ ଘଟିଛି ଦୁର୍ଘଟଣା । ଫାଣ୍ଡି ଡ୍ରାଇଭର ଓ ହାବିଲଦାର ବାଇକରେ ଯାଇଥିବା ବେଳେ ପଛରୁ ଦ୍ରୁତ ଗତିରେ ଏକ କାର ଆସି…

ସମସ୍ୟା ସମାଧାନ କରିବାକୁ ଯାଇ ପୋଲିସ ହଟହଟା, ଥାନାଧିକାରୀଙ୍କୁ ଗୋଡେଇ ଗୋଡେଇ ପିଟିଲେ ଗାଁ ଲୋକେ

ସୁବର୍ଣ୍ଣପୁର (କେନ୍ୟୁଜ): ଦୁଇ ଭାଇଙ୍କ କଳିର ସମାଧାନ କରିବାକୁ ଯାଇ ପୋଲିସ ହଟହଟା । ସୁବର୍ଣ୍ଣପୁର ସୁବଳୟା ଥାନାର ଏଏସଆଇ ଗୌରହରି ମେହେରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଗ୍ରାମବାସୀ । ଏହା ହେଉଛି ସୋମବାର ଦିନର ଘଟଣା । ତିଲେଇମାଲ ଗାଁର ରତ୍ନାକର ପଧାନ ଏବଂ ତାଙ୍କ ଭାଇ ସୁବାସ ପଧାନଙ୍କ…

ପୋଲିସ କବଜାରେ ୫ ହାଇୱେ ଲୁଟେରା, ରାଜରାସ୍ତାରେ ମାରଣାସ୍ତ୍ର ଦେଖାଇ ଲୁଟୁଥିଲେ ମୋବାଇଲ ଓ ବାଇକ

ବାଲେଶ୍ୱର (କେନ୍ୟୁଜ): ଦିନ କୁ ଦିନ ବଢି ଚାଲିଛି ଲୁଟେରାଙ୍କ ପ୍ରାଦୁର୍ଭାବ । ରାଜରାସ୍ତାରେ ଯାଉଥିବା ବେଳେ ସେମାନଙ୍କୁ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଦେଖାଇ ମୋବାଇଲ, ବାଇକ କିମ୍ବା କୌଣସି ଅନ୍ୟାନ୍ୟ ଜିନିଷକୁ ଲୁଟ କରୁଥିଲେ ଲୁଟେରା । ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସିବା ପରେ…

ଏଣିକି ସ୍ମାର୍ଟ ଦେଖାଯିବେ ପୋଲିସ ବାବୁ! ପ୍ରତି ୧୫ ଦିନରେ କରାଯିବ ଓଜନ ଯାଞ୍ଚ, ଜାରି ହେଲା ନିର୍ଦ୍ଦେଶାନାମା

ଭୁବନେଶ୍ୱର (କେନ୍ୟୁଜ): ନବ ଦାସଙ୍କୁ ହତ୍ୟା ପରେ ପୋଲିସର ତତ୍ପରତା । ଭୁବନେଶ୍ୱର ଅର୍ବାନ ପୋଲିସ ଡିଷ୍ଟ୍ରିକ୍ଟ ବା ୟୁପିଡିରେ ଫିଟନେସ୍‌ ଚିନ୍ତା । ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ୭ସୂତ୍ରୀ ନିର୍ଦ୍ଦେଶାବଳୀ ଜାରି କରିଛି କମିଶନରେଟ ପୋଲିସ । ଆଇନ ଶୃଙ୍ଖଳା ବିଭାଗରେ କାର୍ଯ୍ୟରତ ଥିବା…

ଦର୍ଶକ ଓ ହକି ପ୍ରେମୀଙ୍କ ସୁବିଧା ପାଇଁ ନୂଆ ହେଲ୍‌ପ ଲାଇନ ନମ୍ବର ଜାରି କଲା ଭୁବନେଶ୍ୱର ପୋଲିସ, ଜାଣନ୍ତୁ କେମିତି…

ଭୁବନେଶ୍ବର(କେନ୍ୟୁଜ୍): ହକି ବିଶ୍ୱକପ୍‌ ପାଇଁ ପ୍ରସ୍ତୁତ ହେଉଛି ଭୁବନେଶ୍ୱର ପୋଲିସ । ଦର୍ଶକ ଓ ହକି ପ୍ରେମୀଙ୍କ ସୁବିଧା ପାଇଁ ନୂଆ ହେଲ୍‌ପ ଲାଇନ ନମ୍ବର ଜାରି କରିଛି ଭୁବନେଶ୍ୱର ପୋଲିସ। ୭୩୭୭୭୭୦୦୭୦ ନମ୍ବର ଜାରି କରାଯାଇଛି। କେଉଁଠି ପାର୍କିଂ ଲୋକେସନ ରହିଛି, ମ୍ୟାଚ୍‌ ଅପଡେଟ୍‌ ଓ ସମୟ…

ହତ୍ୟା ମାମଲାରେ ଆସାମୀକୁ ଧରିବା ପାଇଁ ବାବାଙ୍କ ସାହାରା ନେଲେ ପୋଲିସ ବାବୁ, ଶେଷରେ ହେଲେ ନିଲମ୍ବିତ

ନୂଆଦିଲ୍ଲୀ : ଅପରାଧୀଙ୍କୁ ଧରିବା ପାଇଁ ମଧ୍ୟପ୍ରଦେଶ ପୋଲିସ ବର୍ତ୍ତମାନ ବାବାଙ୍କ ଆଶ୍ରୟ ନେଇଛି। ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ପୋଲିସ ଅଧିକାରୀ ହତ୍ୟା ମାମଲାର ସମାଧାନର ସାହାଯ୍ୟ ମାଗିବା ପାଇଁ ଆତ୍ମଘୋଷିତ ବାବାଙ୍କ ଆଶ୍ରୟସ୍ଥଳରେ ପହଞ୍ଚିଥିଲେ। କେବଳ ଏତିକି ନୁହେଁ,…

ଟିକେଟ୍‌ ମାଗିଲି ବୋଲି… ଟିଟିଇଙ୍କୁ ଅତି ଅମାନୁଷିକ ଭାବେ ପିଟିଲେ ପୋଲିସ; ଭାଇରାଲ ହେଉଛି ଭିଡିଓ

ବିହାରରେ ଟ୍ରେନ୍‌ ଭିତରେ ଟିଟିଇଙ୍କୁ ପୋଲିସର ବର୍ବରତା। ଟିକେଟ୍‌ ମାଗିବାରୁ ଟିଟିଇଙ୍କୁ ନିର୍ଦ୍ଧୁମ୍‌ ପିଟିଲେ ପୋଲିସ। କାନ୍ଦି କାନ୍ଦି ନିଜ ଦୁଃଖ ବଖାଣୁଥିବା ଟିଟିଇଙ୍କର ଏକ ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି। ଭିଡିଓ ଭାଇରାଲ ହେବା ପରେ ଲୋକମାନେ ପୋଲିସ କର୍ମୀଙ୍କ ଉପରେ ବିରକ୍ତି…

ଉଗ୍ର ହେଉଛି କଂଗ୍ରେସର ପ୍ରତିବାଦ: ପୋଲିସ ଉପରକୁ ଛେପ ପକାଇଲେ କଂଗ୍ରେସ ନେତ୍ରୀ, ଭାଇରାଲ ହେଲା ଭିଡିଓ…

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ସାରା ଦେଶରେ ବିରୋଧ କରାଯାଉଛି। ବିରୋଧ କରୁଥିବା ଛାତ୍ରମାନେ ଟ୍ରେନ୍ ଏବଂ ବସ୍ ଜାଳିବାରେ ମଧ୍ୟ ପଛଘୁଞ୍ଚା ଦେଉ ନାହାଁନ୍ତି। ରରାଜନୈତିକ ଦଳ ମଧ୍ୟ ସରକାରଙ୍କ ଏହି ଯୋଜନାକୁ ବିରୋଧ କରୁଛନ୍ତି। ଏପରି ଏକ ପ୍ରତିବାଦ ବେଳେ ମହିଳା କଂଗ୍ରେସ…

କଟକରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା: ସାମ୍ନାକୁ ଆସିଲା ମୃତ୍ୟୁ ପୂର୍ବର ସିସିଟିଭି ଫୁଟେଜ୍‌

କଟକ: କୃଷକ ବଜାରରୁ ମହିଳାଙ୍କ ମୃତଦେହ ମିଳିବା ଘଟଣାର ତଦନ୍ତ କରିବାରେ ଲାଗିପଡ଼ିଛି ପୋଲିସ। ମହିଳାଙ୍କୁ ଚିହ୍ନଟ କରିବାକୁ ଫଟୋ ନେଇ ପାଖାପାଖି ଅଞ୍ଚଳକୁ ଯିବ ସ୍ୱତନ୍ତ୍ର ଟିମ୍‌। ଇତି ମଧ୍ୟରେ ମହିଳାଙ୍କ ମୃତ୍ୟୁ ପୂର୍ବର ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି। ମୃତ୍ୟୁ ପୂର୍ବରୁ କୃଷକ ବଜାର…

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ବନ୍ଧା ହେଲେ କେନ୍ଦ୍ରାପଡ଼ା ଏଏସ୍‌ଆଇ

କେନ୍ଦ୍ରାପଡ଼ା (କେନ୍ୟୁଜ): ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି କେନ୍ଦ୍ରାପଡା ସଦର ଥାନା ଏ ଏସ ଆଇ ପୃଥ୍‌ୱୀରାଜ ମିଶ୍ର । ଏକ କେଶ ର ଚାର୍ଜସିଟ ଦେବା ପାଇଁ ୭ ହଜାର ଦାବି କରିଥିଲେ। ଏହି ଅର୍ଥ ନେବା ବେଳେ ପୃଥ୍‌ୱୀରାଜକୁ କାବୁ କରି କରିଥିଲେ ଭିଜିଲାନ୍ସ ଟିମ। କଟକରୁ ୯ ଜଣିଆ ଭିଜିଲାନ୍ସ…