Browsing Tag

price hike in pakistan

ଯେଉଁଠି ସେଓ କିଲୋ ୪୦୦, କମଳା କିଲୋ ୩୬୦ ଓ ମାଂସ ଦାମ୍‌ ୧୧୦୦ ଟଙ୍କା; ଇଏ ହେଉଛି ପାକିସ୍ତାନ

ପାକିସ୍ତାନରେ ଏହି କିଛି ଦିନ ହେବ ଫଳ ଦର ଆକାଶ ଛୁଆଁ ହେବାରେ ଲାଗିଛି। ମହଙ୍ଗା ଦରକୁ ନେଇ ପାକିସ୍ତାନରେ ଇମରାନ ସରକାର ମଧ୍ୟ ରୋକିବାରେ ଫେଲ ମାରିଛନ୍ତି। ଖାଦ୍ୟ ଓ ପାନୀୟର ଦାମ ଅତ୍ୟଧିକ ବୃଦ୍ଧି ପାଇଛି । ରମଜାନ କାରଣରୁ ଏହାର ଦାମ ଆହୁରି ବଢିବାରେ ଲାଗିଛି। ଏକ ଲିଟର କ୍ଷୀରର ଦାମ ୧୯୦…