Browsing Tag

puri shreemandira

ଅକ୍ଟୋବର ସୁଦ୍ଧା ସରିବ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ

ଅକ୍ଟୋବର ସୁଦ୍ଧା ସରିବ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ । ଶ୍ରୀମନ୍ଦିର ଚତୁଃପାର୍ଶରେ ଯାତ୍ରୀ ପରିକ୍ରମା ପ୍ରକଳ୍ପରେ ଭକ୍ତଙ୍କ ପାଇଁ ୯ଟି ପ୍ରବେଶ ପଥ ରହିବ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପାର୍ଶରେ ଓ ଏମାର ମଠ ନିକଟରେ ଦୁଇଟି ସ୍ଥାନରେ ୩ ହଜାର ଭକ୍ତଙ୍କ ପାଇଁ ହେବ…

ବନକଲାଗି ନୀତି ପ୍ରସଙ୍ଗ, ଆସନ୍ତାକାଲି ହେବାକୁ ଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ସ୍ଥଗିତ

ଆସନ୍ତାକାଲି ହେବାକୁ ଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ସ୍ଥଗିତ। ମହାପ୍ରଭୁଙ୍କ ବନକଲାଗି ନୀତି ପ୍ରସଙ୍ଗରେ କାଲି ବୈଠକରେ ଆଲୋଚନା ହୋଇଥାନ୍ତା। କିନ୍ତୁ ବୈଠକ ସ୍ଥଗିତ ରଖାଯାଇଛି। ବୁଧବାର ନା ଗୁରୁବାର, କେଉଁ ବାରରେ ହେବ ବନକ ଲାଗି ନୀତି ସେନେଇ ଆସନ୍ତାକାଲି ନିଷ୍ପତ୍ତି…

ଶ୍ରୀ ମନ୍ଦିର ଭିତରେ ଅଭାବନୀୟ ଘଟଣା: ଦୀପ ନିଆଁ ଲାଗି ମହିଳା ଆହତ

ପୁରୀ (କେନ୍ୟୁଜ): ଶ୍ରୀ ମନ୍ଦିରଭିତରେ ଅଭାବନୀୟ ଘଟଣା । ମହାପ୍ରଭୁଙ୍କ ଦର୍ଶନ କରିବା ସମୟରେ ଦୀପ ନିଆଁ ଲାଗି ମହିଳା ଆହତ। ମହିଳା ଜଣଙ୍କ ଭୁବନେଶ୍ୱରରୁ ଆସିଥିବା ଜଣାପଡିଛି । ସୂଚନା ଅନୁଯାୟୀ ମହିଳା ଜଣଙ୍କ ବାହାର କାଠ ନିକଟରେ ଦୀପ ଲଗାଇବା ସମୟରେ ହଠାତ ତାଙ୍କ ଶାଢ଼ୀରେ ନିଆଁ…

ଜୁଲାଇ ୨୫ ଯାଏଁ ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର

ପୁରୀ (କେନ୍ୟୁଜ) : ଜୁଲାଇ ୨୫ ଯାଏଁ ବନ୍ଦ ରହିବ ପୁରୀ ଶ୍ରୀମନ୍ଦିର। ରଥଯାତ୍ରା ପରେ ନିଆଯିବ ପରବର୍ତ୍ତୀ ନିଷ୍ପତ୍ତି। ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଡକ୍ଟର କ୍ରିଷନ କୁମାର। ଶ୍ରୀମନ୍ଦିର ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ବିନା ଭକ୍ତରେ…

ପୁରୀ ରଥଖଳାରେ ସେବାୟତ ହାତାହାତି, ରଥ ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ

ପୁରୀ (କେନ୍ୟୁଜ) : ରଥଖଳାରେ ସେବାୟତ ହାତାହାତି । ପୁରୀ ଶ୍ରୀନହର ସ୍ଥିତ ରଥଖଳାରେ ଦୁଇ ବିଶ୍ୱକର୍ମା ସେବାୟତ ହାତାହାତି ହୋଇଛନ୍ତି। କେଉଁ କାରଣରୁ ହାତିହାତି ହୋଇଥିଲେ ତାହା ସ୍ପଷ୍ଟ ହୋଇନାହିଁ। ଦୁଇ ସେବାୟତ ହେଉଛନ୍ତି ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ ମହାପାତ୍ର ଓ ସହଯୋଗୀ…

ଆଜି ପଞ୍ଚମ ଦିନରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

ପୁରୀ (କେନ୍ୟୁଜ) : ଲକଡାଉନ କଟକଣା ଭିତରେ ଶ୍ରୀକ୍ଷେତ୍ରରେ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । କଟକଣା ପାଳନ କରି ରଥ ନିର୍ମାଣ କରୁଛନ୍ତି ବିଶ୍ୱକର୍ମା ମହାରଣା । ଆଜି ପଞ୍ଚମ ଦିନରେ ବିଶ୍ୱକର୍ମା, ଭୋଇ ଓ କରତି ସେବାୟତ ମାନଙ୍କୁ ଥର୍ମାଲ ସ୍କାନିଂ କରିବା ପରେ ରଥ ନିର୍ମାଣ…

ଖୋଲିବ ଶ୍ରୀମନ୍ଦିର ମିଳିବ ଜଗା ଦର୍ଶନ, ୨୩ରୁ ୨୫ ତାରିଖ ଭିତରେ ଆରମ୍ଭ ହେବ ଦର୍ଶନ ବ୍ୟବସ୍ଥା

କେନ୍ୟୁଜ ବ୍ୟୁରୋ : ଜଗନ୍ନାଥ ପ୍ରେମୀଙ୍କ ପାଇଁ ବଡ଼ ନିଷ୍ପତ୍ତି । ଖୋଲିବ ଶ୍ରୀମନ୍ଦିର । ମିଳିବ ଶ୍ରୀଜିଉଙ୍କର ଦର୍ଶନ । ଭକ୍ତ ଓ ଭଗବାନଙ୍କ ହେବ ମିଳନ । କରୋନା ଯୋଗୁ ବନ୍ଦ ଥିବା ଶ୍ରୀମନ୍ଦିର ଖୁବଶୀଘ୍ର ଖୋଲିବ । ଏନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି । ମନ୍ଦିର ଖୋଲିବା ପାଇଁ…

ପୁଣି ଶ୍ରୀମନ୍ଦିର ଚୂଡାରୁ ଉଡିଗଲା ବାନା

ପୁରୀ (କେନ୍ୟୁଜ ବ୍ୟୁରୋ): ପୁରୀରେ ପ୍ରବଳ ବର୍ଷା ପାଇଁ ଶ୍ରୀମନ୍ଦିର ନୀଳଚକ୍ରରୁ ଉଡ଼ିଗଲା ବାନା। ଆଜି ସକାଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବାଉଁଷ ସହ ଉଡିଯାଇଛି କିଛି ବାନା ତେବେ ଆହୁରୀ ବି ଅନେକ ବାନା ନୀଳଚକ୍ରରେ ରହିଛି। ଅନ୍ୟପଟେ ପୁରୀରେ ବର୍ଷା ଜାରୀ ରହିଛି। ପ୍ରବଳ ବର୍ଷା କାରଣରୁ…

ଶ୍ରୀମନ୍ଦିରରେ କରୋନା କଟକଣା, ସେବା ପୂଜା ସମୟରେ ପୂଜାପଣ୍ଡା ସେବକମାନେ ମୁହଁରେ ପିନ୍ଧିବେ ମାସ୍କ

ପୁରୀ (କେନ୍ୟୁଜ୍) : ଶ୍ରୀମନ୍ଦିରରେ କରୋନା କଟକଣା । ଶ୍ରୀମନ୍ଦିରରେ ସେବା ପୂଜା କରିବା ସମୟରେ ପୂଜାପଣ୍ଡା ସେବକମାନେ ମୁହଁରେ ମାସ୍କ ବ୍ୟବହାର କରିବେ । ବାରମ୍ବାର ହାତ ଧୋଇବା ପାଇଁ ସେବାୟତଙ୍କୁ ଅନୁରୋଧ କରାଯାଇଛି । କରୋନା ସଂକ୍ରମଣ ନିରାକରଣ ପାଇଁ କିଛି ପୂଜାବିଧି ଓ ପରମ୍ପରାକୁ…

ଡିସେମ୍ବର ୨୯ରେ ହେବାକୁ ଯାଉଥିବା ଅଦିନିଆ ରଥଯାତ୍ରାକୁ ବିରୋଧ କରି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ୱାର ଥାନାରେ…

ପୁରୀ (କେନ୍ୟୁଜ୍) : ଇସ୍କନ ପରେ ଡିସେମ୍ବର ୨୯ରେ ହେବାକୁ ଯାଉଥିବା ଅଦିନିଆ ରଥଯାତ୍ରାକୁ ବିରୋଧ କରି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି । ଏହାଛଡ଼ା ଉତ୍ତରପ୍ରଦେଶ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଶ୍ରୀମନ୍ଦିର ପ୍ରଶାସନ ନୀତି ପ୍ରଶାସକଙ୍କୁ ଦାବିପତ୍ର…

ମୋ ଅନୁଭୂତି : ଶ୍ରୀହୀନ ଶ୍ରୀକ୍ଷେତ୍ର, ସିଂହ ଦ୍ୱାରରୁ ବାଟମଙ୍ଗଳା ଯାଏଁ

ଶ୍ରୀଜଗନ୍ନାଥଙ୍କ ଧାମ। ଓଡ଼ିଶା କି ଭାରତ ନୁହେଁ , ବିଶ୍ୱର ଯେକୌଣସି କୋଣରେ ବି ମହାପ୍ରଭୁଙ୍କ ନାଁ ଶୁଣିଲେ ସ୍ୱତଃ ମୁହଁରୁ ବାହାରିପଡ଼େ ଜୟ ଜଗନ୍ନାଥ। କାରଣ କାଳିଆ ଠାକୁର ହେଉଛନ୍ତି ଆମ ଘରର ଜଣେ ସଦସ୍ୟଙ୍କ ଭଳି। ପୁରୀ ବଡ଼ଦାଣ୍ଡରେ ଠିଆ ହୋଇ ପତିତପାବନ ବାନାକୁ ଟିକିଏ ଚାହିଁ ଦେଲେ ଦୁଇ ହାତ…

ଶ୍ରୀମନ୍ଦିରରେ ବନକ ଲାଗି ନୀତି, ଅପରାହ୍ଣ ୪ଟାରୁ ରାତି ୮ଟା ପର‌୍ୟ୍ୟନ୍ତ ରହିବ ଦର୍ଶନ ବନ୍ଦ

ପୁରୀ (କେନ୍ୟୁଜ୍) : ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି । ମହାପ୍ରଭୁଙ୍କ ଶ୍ରୀମୁଖକୁ ଶୃଙ୍ଗାର କରିବେ ଦତ୍ତମହାପାତ୍ର ସେବାୟତ । ଦ୍ୱିତୀୟ ଭୋଗ ମଣ୍ଡପ ପରେ ସର୍ବସାଧାରଣ ଦର୍ଶନ ବନ୍ଦ କରାଯାଇ ଗୁପ୍ତ ନୀତି ସଂପନ୍ନ କରାଯିବ । ଏଥିପାଇଁ ସର୍ବସାଧାରଣ ଦର୍ଶନ ଅପରାହ୍ଣ ୪ଟା ରୁ ରାତି…