Browsing Tag

puri

ପୁଣି ଅଶାନ୍ତ ପୁରୀ, ହସ୍ପିଟାଲ ଛକରେ ଯୁବକଙ୍କୁ ଛୁରାମାଡ କରି ଦୁର୍ବୃତ୍ତ ଫେରାର

ପୁରୀ (କେନ୍ୟୁଜ): ପୁଣି ଅଶାନ୍ତ ହୋଇଛି ପୁରୀ ।  ଦିନକୁ ଦିନ ଦୁର୍ବୃତ୍ତଙ୍କ ଆତଙ୍କରାଜ ବଢିବାକୁ ଲାଗିଛି ।  ଗତକାଲି ରାତିରେ ପୁରୀ ହସ୍ପିଟାଲ ଛକରେ ଜଣେ ଯୁବକଙ୍କୁ ଛୁରାମାଡ ହୋଇଛି । ଗୁରୁତର ଯୁବକ ଖଡ଼ିପଦା ଅଞ୍ଚଳର ଦୀପକ ମଲ୍ଲିକ । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ସଦର…

ଶ୍ରୀମନ୍ଦିରରେ ଏଏସଆଇ ମହିଳା ଶ୍ରମିକଙ୍କୁ ମାଡ଼ ମାରିଲେ ସେବାୟତ

ପୁରୀ (କେନ୍ୟୁଜ୍‌): ଶ୍ରୀମନ୍ଦିରରେ ଏଏସଆଇ ମହିଳା ଶ୍ରମିକଙ୍କୁ ମାଡ଼ ମାରିଲେ ସେବାୟତ । ଏ ନେଇ ମହିଳା ଶ୍ରମିକଙ୍କ ପକ୍ଷରୁ ସିଂହଦ୍ଵାର ଥାନାରେ ଏତେଲା ଦେଲେ ମହିଳା ଶ୍ରମିକ ପୂର୍ଣ୍ଣିମା ବେହେରା । ଦକ୍ଷିଣ ଦ୍ୱାର ଗୁମୁଟ ମରାମତି ସହ ଓ ରୋଷ ଶାଳାର ପାଖରେ କାର୍ଯ୍ୟ ଚାଲୁଥିବା ବେଳେ ମହିଳା…

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଅନୁକୂଳ ହୋଇଛି ରଥ କାଠ ଚିରଟ

କଟକ (କେନ୍ୟୁଜ୍‌): ପବିତ୍ର ରାମନବମୀରେ ମହାପ୍ରଭୁ ଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥ ଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଆଜି ଅନୁକୂଳ ହୋଇଛି ରଥ କାଠ ଚିରଟ । କଟକ ଖପୁରୀଆ ସ୍ଥିତ କରତ କଳରେ ପୁରୀ ଶ୍ରୀମନ୍ଦିରରୁ ଏକ ପାଞ୍ଚ ଜଣିଆ ପ୍ରତିନିଧି ମଣ୍ଡଳୀ ଆସି କଟକରେ ପହଞ୍ଚି ଥିଲେ। ରଥ…

ମନ ଆଉ ଦେହକୁ ଶାନ୍ତି ଦେଉଛି ଶୀତଳ ବାମ୍ଫ ସେବା, ଏକଦମ୍‌ ଆତ୍ମତୃପ୍ତି

ଦିନକୁ ଦିନ ବଢ଼ିବାରେ ଲାଗିଛି ତାତି । ଏହି ତାତିରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । କିନ୍ତୁ ଏହି ତାତିରେ ମନକୁ ଶିଥିଳତା ପହଞ୍ଚାଉଛି ଶୀତଳ ବାମ୍ଫ । ପୁରୀ ଟାଉନ ହଲ ଛକ । ଆଉ ଏ ଜାଗା ସଭିଙ୍କର ଭାରି ପ୍ରିୟ । ଯଦି ଆପଣ ଅସହ୍ୟ ଖରାରେ ଯାଇ ପହଞ୍ଚିଗଲେ ସେଠି ଚେୟାରଟିଏ ମିଳିଯାଏ…

ଶ୍ରୀମାର୍ଗରେ ଯୁବକଙ୍କୁ ଛୁରାମାଡ, ପୋଲିସ ତଦନ୍ତ ଆରମ୍ଭ

ପୁରୀ : ଶ୍ରୀମନ୍ଦିର ନିକଟ ଶ୍ରୀମାର୍ଗରେ ଆଜି ସନ୍ଧ୍ୟାରେ ଯୁବକଙ୍କୁ ହୋଇଛି ଛୁରାମାଡ । ଗୁରୁତର ଯୁବକ ମନୋଜ ନାୟକଙ୍କୁ ପ୍ରଥମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ଓ ଅବସ୍ଥା ଗୁରୁତର ଥିବାରୁ ପରେ କଟକ ସ୍ଥାନାନ୍ତର କରାଯାଇଛି। ମନୋଜ ଶ୍ରୀମାର୍ଗରେ ବସିଥିବାବେଳେ ଦୁଇ ଜଣ ଯୁବକ ଆସି ଛୁରାମାଡ…

ପୁରୀରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଅସମ୍ଭବ ଭିଡ଼, ଖରାରେ ସିଝିଲେ ହଜାର ହଜାର ଶ୍ରଦ୍ଧାଳୁ

ପୁରୀ : ଆଜି ପୁରୀରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା । ଆଜି ଛୁଟି ଦିନ ଥିବାରୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଗହଲି ଲାଗିଥିଲା । ଫଳରେ ପଶ୍ଚିମ ଦ୍ୱାରରେ ଭକ୍ତଙ୍କ ଲମ୍ବା ଲାଇନ ଲାଗିଥିଲା । ଖରାରେ ହଜାର ହଜାର ଭକ୍ତ ସିଝିଥିଲେ । ଭିଡ଼ ଏପରି…

ହୃଦଘାତରେ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ରଜତ ପ୍ରତିହାରୀଙ୍କ ପରଲୋକ

ପୁରୀ (କେନ୍ୟୁଜ): ହୃଦଘାତରେ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ପୂର୍ବତନ ପରିଚାଳନା କମିଟି ସଦସ୍ୟ ରଜତ ପ୍ରତିହାରୀଙ୍କ ଦେହାନ୍ତ । ମୁମ୍ବାଇର ଏକ ବେସରକାରୀ ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି । ଶ୍ରୀଜଗନ୍ନାଥଙ୍କର ପ୍ରତିହାରୀ ସେବକ ଓ ଗରାବଡୁ ଓ ହଡପନାୟକ ସେବା ଯୋଗାଉଥିଲେ…

ପୁରୀରେ ପୁଣି ବୋମାମାଡ, ୪ କର୍ମଚାରୀ ଗୁରୁତର ଆହତ

ପୁରୀ (କେନ୍ୟୁଜ): ପୁରୀରେ ପୁଣି ବୋମାମାଡ । ବାଲିଘାଟ ନିକଟ ଭୁଦାନ ଛକରେ ବୋମାମାଡ । ଏହି ବୋମାମାଡ ମାଡ଼ରେ ୪ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ସୂଚନା ଅନୁସାରେ ବାଲିଘାଟ ନିକଟ ଭୁଦାନ ଛକରେ ସୁବ୍ରତ କୁମାର…

ଆଜି ଶ୍ରୀଲୋକନାଥ ମନ୍ଦିରରେ ପଙ୍କୋଦ୍ଧାର ଏକାଦଶୀ, ମଧ୍ୟାହ୍ନ ୧୨ରୁ ରାତି ୯ ଯାଏ ଚାଲିବ ସର୍ବସାଧାରଣ ଦର୍ଶନ

ପୁରୀ (କେନ୍ୟୁଜ): ଆଜି ପବିତ୍ର ପଙ୍କ ଉଦ୍ଧାର ଏକାଦଶୀ । ଆଜିର ଦିନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭଣ୍ଡାର ରକ୍ଷକ ଭାବେ ପରିଚିତ ଶ୍ରୀ ଲୋକନାଥ ଦେବଙ୍କ ପୀଠରେ ବିଶେଷ ମହତ୍ବ ରହିଛି । ଆଜିର ଦିନରେ ଭକ୍ତ ଠାକୁରଙ୍କ ପ୍ରତ୍ୟକ୍ଷ ଲିଙ୍ଗ ଦର୍ଶନ କରି ଆଶିଷ ଲାଭ କରିବେ । ମଧ୍ୟାହ୍ନ ୧୨ଟାରୁ…

ପୁରୀ ଏୟାରପୋର୍ଟ ନିର୍ମାଣ ପାଇଁ ଟେଣ୍ଡର, ପିପିପି ମୋଡ଼ରେ ୧୨ହଜାର ୨୦୩ କୋଟି ଟଙ୍କାର ଟେଣ୍ଡର

ପୁରୀ(କେନ୍ୟୁଜ) : ପୁରୀ ବିମାନବନ୍ଦର ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ। ପୁରୀ ଅନ୍ତର୍ଜାତୀୟ ଗ୍ରୀନ ଫିଲଡ ଶ୍ରୀଜଗନ୍ନାଥ ବିମାନବନ୍ଦର ନିର୍ମାଣ ନେଇ ପିପିପି ମୋଡ଼ରେ ୧୨ହଜାର ୨୦୩ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଛି । ୩ବର୍ଷ ମଧ୍ୟରେ କାର୍ଯ୍ୟ ସମ୍ପାଦନ କରାଯିବ। ଚଳିତ ମାସ ୨୧…

ଭକ୍ତଙ୍କ ଭିଡ଼ରେ ଶ୍ରୀଜିଉଙ୍କୁ ଦର୍ଶନ କଲେ କାର୍ତ୍ତିକ ପାଣ୍ଡିଆନ୍, ପରିକ୍ରମା ମାର୍ଗକୁ ପରିଷ୍କାର ରଖିବାକୁ ଦେଲେ…

ପୁରୀ (କେନ୍ୟୁଜ): ଶ୍ରୀମନ୍ଦିର ପରିକ୍ରମା ମାର୍ଗକୁ ପରିଷ୍କାର ପରିଚ୍ଛନ ରଖିବାକୁ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ଦ୍ଦେଶ । ନିଜେ ଉଠାଇଲେ ପରିକ୍ରମା ମାର୍ଗରେ ପଡିଥିବା ପାଣି ବୋତଲ ଓ ପରିତ୍ୟକ୍ତ ଜିନିଷ। ଆଜି ସକାଳୁ ସକାଳୁ ପୁରୀରେ ପହଞ୍ଚିଛିଛନ୍ତି ଫାଇଭ୍ ଟି ଅଧ୍ୟକ୍ଷ ।…

ଆଜି ପୁରୀ ଆସୁଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ, ଲୋକାର୍ପଣ କରିବେ ସିଦ୍ଧମହାବୀର ରେଳ ଓଭରବ୍ରିଜ୍

ଭୁବନେଶ୍ୱର (କେନ୍ୟୁଜ): ସମ୍ବିତଙ୍କ ପାଇଁ ଆସୁଛନ୍ତି ଗଡ଼କରୀ । ଆଜି ଓଡ଼ିଶା ଆସିବେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ମଧ୍ୟାହ୍ନରେ ପୁରୀ ଗସ୍ତ କରିବେ । ୧୨ଟା ୩୦ରେ ତାଳବଣିଆ ହେଲିପ୍ୟାଡରେ ଅବତରଣ କରିବେ । ପରେ ଶରଧାବାଲିସ୍ଥିତ ସଭାରେ…