ଫନିର ୬ଦିନ ପରେ ପୁରୀ ରେଳ ଷ୍ଟେସନରୁ ଗଡ଼ିଲା ଟ୍ରେନ
ପୁରୀ(କେ ନ୍ୟୁଜ୍) : ଫନିର ୬ଦିନ ପରେ ପୁରୀ ରେଳ ଷ୍ଟେସନରୁ ଗଡ଼ିଲା ଟ୍ରେନ। ଧୀରେ ଧୀରେ ସ୍ୱାଭାବିକ ହେଉଛି ପୁରୀରୁ ରେଳ ସେବା। ଦୁଇଦିନ ଧରି ଖୋର୍ଦ୍ଧା ରୋଡରୁ ପୁରୀକୁ ପରୀକ୍ଷାମୂଳକ ଭାବେ ରେଳ ଚଳାଚଳ କରିବା ପରେ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ଗତକାଲି ସଂଧ୍ୟାରେ ୩ଟି ଏକ୍ସପ୍ରେସ…