ସିବିଆଇ ନୋଟିସ ପରେ ବି ହାଜର ହେଲେନି ରାଜୀବ କୁମାର
ସିବିଆଇ ନୋଟିସ ପରେ ବି ହାଜର ହେଲେନି ପଶ୍ଚିମବଙ୍ଗ ସିଆଇଡି ମୁଖ୍ୟ ରାଜୀବ କୁମାର। ସେ ବ୍ୟକ୍ତିଗତ କାମରେ ବର୍ତ୍ତମାନ ଛୁଟିରେ ଥିବାରୁ ସିବିଆଇ ସାମନାରେ ହାଜର ହେବା ପାଇଁ କୋଲକାତା ସିଆଇଡି ୩ଦିନର ମହଲତ ମାଗିଛି । ସାରଦା ଚିଟଫଣ୍ଡ ଦୁର୍ନୀତି ମାମଲାରେ ରାଜୀବ କୁମାରଙ୍କୁ ପଚରାଉଚୁରା…