Browsing Tag

rape allegation

ରିଷ୍ଟ ଖଣ୍ଡନ କରିବାକୁ ଆସି କଲେ ଦୁଷ୍କର୍ମ ଉଦ୍ୟମ

ତୁମର ଘାତ ଚନ୍ଦ୍ର ଅଛି ରିଷ୍ଟ ଖଣ୍ଡନ ଦରକାର… ରିଷ୍ଟ ଖଣ୍ଡନ ନାଁରେ ଭିଡିନେଲେ ବାବା… ରିଷ୍ଟ ଖଣ୍ଡନ କରିବାକୁ ଆସି କଲେ ଦୁଷ୍କର୍ମ ଉଦ୍ୟମ… ବାଙ୍କି (କେନ୍ୟୁଜ) : ନାବାଳିକା ହାତ ଦେଖି ଭାଗ୍ୟ କଳନା କଲେ ଆଉ ଏକୁଟିଆ ପାଇ ବନ୍ଦ ଘର ଭିତରକୁ ଭିଡିନେଲେ । ଦୁଷ୍କର୍ମ ଉଦ୍ୟମ କରିବାରୁ…

ଭୁବନେଶ୍ବର ଘରୋଇ କଲେଜର NCC ଅଫିସରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ, ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲା ଉଚ୍ଚଶିକ୍ଷା…

ଭୁବନେଶ୍ବର(କେନ୍ୟୁଜ୍): ଛାତ୍ରୀଙ୍କୁ ଅଧ୍ୟାପକଙ୍କ ଦୁଷ୍କର୍ମ ଅଭିଯୋଗ। ଭୁବନେଶ୍ୱରରେ ଘଟିଛି ଏହି ସମ୍ବେଦନଶୀଳ ଘଟଣା। ଏକ ଘରୋଇ କଲେଜର NCC ଅଫିସରଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ । ଅଭିଯୋଗ ପାଇବା ପରେ ଆଭ୍ୟନ୍ତରୀଣ କମିଟି ତଦନ୍ତ ଜାରି ରଖିଛି। ତଦନ୍ତ ନିର୍ଦ୍ଦେଶ ଦେଲା ଉଚ୍ଚ ଶିକ୍ଷା…

କଟକ: ମହିଳାଙ୍କୁ ପାଥୋଲାବ୍‌କୁ ଡାକି ବଳପୂର୍ବକ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ, ଥାନାରେ ଏତଲା

କଟକ(କେନ୍ୟୁଜ୍):  ମହିଳାଙ୍କୁ ପାଥୋଲାବ୍‌କୁ ଡାକି ବଳପୂର୍ବକ ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗ। ମହିଳାଙ୍କ ଅଭିଯୋଗ କ୍ରମେ କଟକ ମାଲଗୋଦାମ ଥାନା ପୋଲିସ ଲାବ୍ କର୍ମଚାରୀ ବସନ୍ତ କୁମାର ବଳଙ୍କୁ ଅଟକ ରଖିଛି। ମାର୍ଚ୍ଚ ୧୭ ତାରିଖରେ ଜଣେ ମହିଳାଙ୍କ ଟେଷ୍ଟ କରାଇବା ବାହାନାରେ ତାଙ୍କୁ କଲେଜଛକର…

୧୩ ବର୍ଷର ଝିଅକୁ ଗଣଦୁଷ୍କର୍ମ, ପାଟିରେ କପଡା ଦେଇ ହାତଗୋଡ ବାନ୍ଧି ଦୁଷ୍କର୍ମ ଅଭିଯୋଗ

କଟକ ( କେନ୍ୟୁଜ) : ସାଲେପୁର ଥାନା ଅଞ୍ଚଳରେ ଲଜ୍ଜା । ନାବାଳିକା ଝିଅକୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ। ୧୩ ବର୍ଷର ନାବାଳିକା ଝିଅକୁ ଦୁଇ ଜଣ ଅଭିଯୁକ୍ତ ଘରେ ଏକୁଟିଆ ଥିବା ଦେଖି ଦୁଷ୍କର୍ମ କରିଥିଲେ। ଏହି ଦୁଇ ଜଣ ଅଭିଯୁକ୍ତ ଯେପରି ଭାବେ ଦୁଷ୍କର୍ମ କରିଛନ୍ତି ଆପଣଙ୍କ ରକ୍ତ ଗରମ ହୋଇଯିବ।…

ଭିନ୍ନକ୍ଷମ ଯୁବତୀଙ୍କୁ ଅସଦାଚରଣ କଲାବେଳେ ଯୁବକଙ୍କୁ ଧରିଲେ ଗାଁ ଲୋକେ, ତାପରେ କଣ ହେଲା ଦେଖନ୍ତୁ

ଗଞ୍ଜାମ (କେନ୍ୟୁଜ) : ପୁଣି ମଦ ପିଇ ଭୁଲିଗଲେ ମାନବିକତା, ଭିନ୍ନକ୍ଷମ ଯୁବତୀଙ୍କୁ ଉଠାଇ ନେଇ କରୁଥିଲେ ଅସଦାଚରଣ । ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଗଙ୍ଗାପୁର ଶାସନରେ ଘଟିଛି ଏଭଳି ଘଟଣା। ନବତ୍ନପୁର ଗାଁର ଜଣେ ଅସାମାଜିକ ଯୁବକ ସେହି ଗାଁର ଭିନ୍ନକ୍ଷମ ଯୁବତୀଙ୍କୁ ଅପହରଣ କରି ନେଇ ଆସିଥିଲା,…

ରାଉରକେଲା:ଠିକା କର୍ମଚାରୀ ଯୁବତୀଙ୍କୁ ସ୍ଥାୟୀ ଚାକିରେ ଦେବା ଆଳରେ ଦୁଷ୍କର୍ମ ଅଭିଯୋଗ, ଆଧୁନିକ ପ୍ଲାଣ୍ଟ ଅଧିକାରୀଙ୍କ…

ରାଉରକେଲା(କେନ୍ୟୁଜ୍): ସୁନ୍ଦରଗଡରେ ଜିଲ୍ଲା ବିରମିତ୍ରପୁରରେ ପୁଣି ଦୁଷ୍କର୍ମ ମାମଲା। କୁଆଁମୁଣ୍ଡାର  ଆଧୁନିକ ମେଟାଲିକ ସ୍ପଞ୍ଜ କାରଖାନା ମେନେଜର ପି,କେ ଦାସଙ୍କ ବିରୋଧରେ ରୁଜୁ ହୋଇଛି  ଦୁଷ୍କର୍ମ ପରି ସଙ୍ଗିନ ମାମଲା । ବିରମିତ୍ରପୁର ଅଞ୍ଚଳର ଜଣେ ଆଦିବାସୀ ଯୁବତୀ ଆଧୁନିକ ମେଟାଲିକ…

ପୁଣି ଲଜ୍ଜା; ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଯାଜପୁର (କେନ୍ୟୁଜ ବ୍ୟୁରୋ): ପୁଣି ଲଜ୍ଜା। ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ସୂଚନା ଅନୁଯାୟୀ, କୋଳଥଳ ଗାଁର ସୁବାସ ଖୁଣ୍ଟିଆ ନାମକ ବ୍ୟକ୍ତି ସପ୍ତାହ ତଳେ ନାବାଳିକାକୁ ଉଠାଇ ନେଇଥିଲେ । ସୁବାସ ୩ ଦିନ ନାବାଳିକାକୁ ଘରେ ରଖି ଦୁଷ୍କର୍ମ କରିଥିବା…

ଭଦ୍ରକରେ ଲଜ୍ଜା, ୪ବର୍ଷର ଶିଶୁକନ୍ୟାକୁ ଚକଲେଟ ଦେବା ବାହାନାରେ ଦୁଷ୍କର୍ମ କଲା ଯୁବକ

ଭଦ୍ରକ(କେନ୍ୟୁଜ୍): ୪ବର୍ଷର ଶିଶୁକୁ ଚକଲେଟ ଦେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ। ଘଟଣା ଘଟିଛି ଭଦ୍ରକ ନାୟକାଣିଡିହ ଲୁଣିସାହି ଅଞ୍ଚଳରେ।  ଅଭିଯୋଗ ମୁତାବକ ସେହି ଗ୍ରାମର ସ୍ବର୍ଗତ ପରିକ୍ଷିତ ଦାସଙ୍କ ପୁଅ ଜଗନ୍ନାଥ ଦାସ ଏକ ନାବାଳିକାକୁ ଚକଲେଟର ଲୋଭ ଦେଖାଇ ଦୁଷ୍କର୍ମ କରିଥିବାର ଅଭିଯୋଗ…

ସ୍ୱାମୀ ସାଜିଲା ସଇତାନ ! ୩ ଜଣ ଯୁବକଙ୍କ ସହ ମିଶି ସ୍ତ୍ରୀକୁ କଲା ଗଣଦୁଷ୍କର୍ମ

ନବରଙ୍ଗପୁର (କେନ୍ୟୁଜ୍) : ସ୍ୱାମୀ ସାଜିଲା ସଇତାନ । ୩ ଜଣ ଯୁବକଙ୍କ ସହ ମିଶି ସ୍ତ୍ରୀକୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ । ଏନେଇ ପୀଡ଼ିତା ଉମରକୋଟ ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗ ହୋଇଛି, ରାଇଘର ବ୍ଲକର ପୀଡ଼ିତା ଉମରକୋଟ…

ପୁଣି ଖାକିରେ ଦାଗ, ୪ ବର୍ଷର ନାବାଳିକାକୁ ଚକୋଲେଟ୍‌ ଦେଇ ଦୁଷ୍କର୍ମ

ପାରାଦୀପ (କେନ୍ୟୁଜ୍) : ପୁଣି ଖାକିରେ ଦାଗ। ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ଘରେ କେହି ନଥିବା ଅବସ୍ଥାରେ ନାବାଳିକାକୁ ଚକୋଲେଟ୍‌ ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣାରେ ପାରାଦୀପ ତୈଳ ବିଶୋଧନାଗାରରେ ଥିବା CISF ବ୍ୟାରକରେ ରହୁଥିବା ଏମ୍‌.କାଣ୍ଡା ସ୍ୱାମୀଙ୍କୁ ଅଟକ…

ଗଞ୍ଜାମ: ପୁଣି ଲଜ୍ଜା, ସୋନାପୁର ମେରାଇନ ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ କରି ଗାଁ ନିକଟରେ ଫୋପାଡି ଦେଲେ ଦୁର୍ବୃତ୍ତ

ଗଞ୍ଜାମ(କେନ୍ୟୁଜ୍): ଗଞ୍ଜାମ ସୋନାପୁର ମେରାଇନ ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଦୁଇ ଦିନ ତଳେ ନାବାଳିକା ଜଣକ ଶୌଚ ହେବାକୁ ଯାଇଥିବା ବେଳେ କିଛି ଯୁବକ ଦୁଷ୍କର୍ମ କରିବା ପରେ ଗାଁ ନିକଟରେ ଫୋପାଡି ଦେଇଥିଲେ । ଦୀର୍ଘ ୩୬ ଘଣ୍ଟା ପରେ ସ୍ଥାନୀୟ ଲୋକ ନାବାଳିକାକୁ ଉଦ୍ଧାର…

ଖାକିରେ କଳଙ୍କର ଛିଟା, ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ବଳଙ୍ଗା ଥାନା ASI ଚିତ୍ତ ରଞ୍ଜନ ଦାସ ଅଟକ

ପୁରୀ(କେନ୍ୟୁଜ୍):ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୁରୀ ଜିଲ୍ଲା ବଳଙ୍ଗା ଥାନା ASI ଚିତ୍ତ ରଞ୍ଜନ ଦାସଙ୍କୁ ପିପିଲି ପୋଲିସ ଅଟକ ରଖି ପଚରାଉଚରା କରୁଛି। ତାଙ୍କ ନାଁରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଘଟଣା ନେଇ ପୀଡ଼ିତାଙ୍କୁ ମଧ୍ୟ ପଚରାଉଚରା କରାଯାଇଛି । ଡାକ୍ତରୀ ମାଇନା ପାଇଁ…