Browsing Tag

Rape

ନୟାଗଡ଼ରେ ଲଜ୍ଜା ! ମାନସିକ ବିକୃତ ମହିଳାଙ୍କୁ ଦୁଷ୍କର୍ମ ପରେ ଛୁରା ମାଡ଼ କଲା ଦୁର୍ବୃତ୍ତ

ନୟାଗଡ଼ (କେନ୍ୟୁଜ): ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳର ଜଣେ ମାନସିକ ବିକୃତ ମହିଳାଙ୍କୁ ଜଣେ ଗାଡ଼ି ଚାଳକଙ୍କ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଅବସ୍ଥା ଗୁରୁତର ଥିବାବେଳେ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ…

ବାହାଘର ଭାଙ୍ଗିବାରୁ ଯୁବକର ନାରକୀୟ କାଣ୍ଡ: ଯୁବତୀଙ୍କୁ ଅପହରଣ କରି କଲା ଦୁଷ୍କର୍ମ

କଟକ (କେନ୍ୟୁଜ): ବାହାଘର ଭାଙ୍ଗିବାରୁ ଯୁବକର ନାରକୀୟ କାଣ୍ଡ। ବାଟରୁ ଅପହରଣରୁ କରି ହୋଟେଲରେ ଦୁଷ୍କର୍ମ। ନଗ୍ନ ଭିଡିଓ ଦେଖାଇ ଜବରଦସ୍ତ ବିବାହ କଲା ଯୁବକ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି କଟକ ମର୍କତନଗର ଥାନା ଅଞ୍ଚଳରେ। ଅଭିଯୋଗ ଅନୁଯାୟୀ, ଜଣେ ଯୁବତୀଙ୍କ ସହିତ ଲାଗିଥିବା ବାହାଘର…

କଟକରେ ଚାଞ୍ଚଲ୍ୟ: ଆଦିବାସୀ ମହିଳାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ, ଦୁଇଦିନ ପରେ ଅଚେତ ଅବସ୍ଥାରେ ଉଦ୍ଧାର

କଟକ(କେନ୍ୟୁଜ): କଟକରେ ଚାଞ୍ଚଲ୍ୟ। ଆଦିବାସୀ ମହିଳାଙ୍କୁ ଅପହରଣ କରି ଦୁଷ୍କର୍ମ ଅଭିଯୋଗ। କ୍ୟାଣ୍ଟନମେଣ୍ଟ ଥାନା ଅଂଚଳରେ ଘଟିଛି ଏଭଳି ଘଟଣା। କଳାବିକାଶ କେନ୍ଦ୍ର ନିକଟସ୍ଥ ଏକ ବସ୍ତିରେ ରହୁଛନ୍ତି ମହିଳା। ଉକ୍ତ ମହିଳା ଜଣେ ରାଜମିସ୍ତ୍ରୀଙ୍କ ପତ୍ନୀ। ଏକ ଅଟୋରେ ଅପହରଣ କରାଯାଇଥିଲା ପରେ…

ଦୁଇ ନାବାଳିକାଙ୍କୁ ଲଜରେ ରଖି ୨ ରାତି ବଳାତ୍କାର, ସ୍କୁଲ ଯିବା ବାଟରେ ଉଠାଇ ନେଇଥିଲେ ଦୁର୍ବୃତ୍ତ

ସୋର (କେନ୍ୟୁଜ): ରାଜଧାନୀ ଭୁବନେଶ୍ଵରରେ ଦୁଇଜଣ ନାବାଳିକାଙ୍କୁ ବଳାତ୍କାର କରିବା ନେଇ ଚାଞ୍ଚଲ୍ୟ ଖେଳିଯାଇ ଥିବା ବେଳେ ଏବେ ବାଲେଶ୍ଵର ଜିଲ୍ଲା ସୋର ଥାନା ଅଞ୍ଚଳରେ ସମାନ ଘଟଣା ସାମ୍ନାକୁ ଆସିଛି। ଦୁଇଜଣ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଦୁର୍ବୃତ୍ତ ମାନେ ସ୍କୁଲ ଯିବା ବାଟରୁ ଉଠାଇ ନେଇ ଦୁଇଦିନ…

ଜେଏନ୍‌ୟୁରେ ଏମ୍‌ସିଏ ଛାତ୍ରୀଙ୍କୁ ଦୁଷ୍କର୍ମ, ଚାକିରି ବାହାନାରେ ଅନ୍ଧାରିଆ ସ୍ଥାନକୁ ନେଇ ଇଜ୍ଜତ ଲୁଟିଲା ଅଭିଯୁକ୍ତ

ଜବାହରଲାଲ୍‌ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ପରିସରରେ ଜଣେ ଛାତ୍ରୀଙ୍କ ସହ ଦୁଷ୍କର୍ମ ହୋଇଥିବା ମାମଲା ସାମ୍ନାକୁ ଆସିଛି। ମିଡିଆ ରିପୋର୍ଟ ମୁତାବକ, ପୀଡ଼ିତା ଏମ୍‌ସିଏର ଛାତ୍ରୀ ଓ ତାଙ୍କ ଅଭିଯୋଗ ଆଧାରରେ ବସନ୍ତ କୁଞ୍ଜ ନର୍ଥ ଥାନା ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି।…

ମଦ ନିଶାରେ ଝିଅର ଇଜ୍ଜତ ଲୁଟିଲା ଜନ୍ମ କଲା ବାପା, ସହିନପାରି ଜୀବନ ହାରି ଦେଲା ପୀଡ଼ିତା

ଉତ୍ତର ପ୍ରଦେଶ: ମଦ ନିଶାରେ ନିଜ ଜନ୍ମ କଲା ଝିଅକୁ ଦୁଷ୍କର୍ମ କଲା ବାପା। ଆଉ ଲୋକ ଲଜ୍ଜାରେ ଜୀବନ ହାରି ଦେଲା ଝିଅ। ଏଭଳି ସାଂଘାତିକ ଅଭିଯୋଗ ଆସିଛି ଉତ୍ତର ପ୍ରଦେଶର ବନ୍ଦା ଜିଲ୍ଲାର ମରକା ଥାନା ଅଞ୍ଚଳରୁ। ଏଠାରେ ଏକ ଗାଁରେ ଜଣେ ବ୍ୟକ୍ତି ମଦ ନିଶାରେ ଝିଅକୁ ବଳାତ୍କାର କରିଥିବା ନେଇ…

ବିବାହ ପ୍ରତିଶ୍ରୁତିରେ କରାଯାଇଥିବା ସେକ୍ସକୁ ସେତେବେଳେ ଦୁଷ୍କର୍ମ କୁହାଯିବ, ଯେତେବେଳେ ତାହା ପୀଡ଼ିତାଙ୍କ ସହମତିରେ…

ପ୍ରେମିକା ସହ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କେରଳ ହାଇକୋର୍ଟ। ହାଇକୋର୍ଟ କହିଛନ୍ତି, ବିବାହ ପରେ ସେକ୍ସକୁ ସେତେବେଳେ ଦୁଷ୍କର୍ମ ବୋଲି ଧରାଯିବ ଯେତେବେଳେ ଅଭିଯୁକ୍ତ ପୀଡ଼ିତାଙ୍କ ନିର୍ଣ୍ଣୟାତ୍ମକ ସ୍ୱାଧୀନତାକୁ ଉଲ୍ଲଂଘନ…

୫ ବର୍ଷର ଭାଣିଜୀକୁ ଦୁଷ୍କର୍ମ ପରେ ହତ୍ୟା: ମାମୁକୁ ଫାଶୀ ଦଣ୍ଡାଦେଶ ଦେଲେ କୋର୍ଟ

ଲକ୍ଷ୍ମୌ: ମାମୁ ସାଜିଲା କଂସ। ୫ ବର୍ଷର କୁନି ଭାଣିଜୀକୁ ବଳାତ୍କାର ପରେ ହତ୍ୟା କଲା ମାମୁ। ଭାଣିଜୀକୁ ଆଇସ୍‌କ୍ରିମ୍‌ ଲୋଭ ଦେଖାଇ ଘରୁ ଉଠାଇ ନେବା ପରେ ଜଙ୍ଗଲରେ ତା’ ହାତ ଗୋଡ଼ ବାନ୍ଧି ପ୍ରଥମେ ନିଜ ଦୁସ୍ତ କାବନା ଚରିତାର୍ଥ କଲା। ଭାଣିଜୀ ଯେତେ କାକୁତିମିନତି ହେଲେ ବି ଏହି ପିଶାଚ ମାମୁର…

ବିବାହ ସମୟରେ ବରକୁ ମିଳିଲା କନ୍ୟାର ଦୁଷ୍କର୍ମ ଭିଡିଓ, ସବୁ ଖୁସି କ୍ଷଣକରେ ଗଲା ମଉଳି

ବାହାଘରକୁ ନେଇ ଚାରିଆଡେ ଖୁସିର ମାହୋଲ। କିନ୍ତୁ ହଠାତ୍‌ ଏମିତି କିଛି ଘଟିଲା, ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ବାହାଘରର ସବୁ ଖୁସି କିଛି କ୍ଷଣକରେ ମଉଳିଗଲା। ଯେତେବେଳେ ବିବାହ ପରେ ପରେ ହଠାତ୍‌ ବର ମୋବାଇଲକୁ ନବବଧୂର ଦୁଷ୍କର୍ମ ଭିଡିଓ ଆସେ। ଆଉ ନିଜ ପତ୍ନୀଙ୍କ…

ଆମେରିକାରୁ ଲଣ୍ଡନ ଯାଉଥିବା ବିମାନରେ ମହିଳା ଯାତ୍ରୀଙ୍କୁ ଦୁଷ୍କର୍ମ, ଅଭିଯୁକ୍ତକୁ ଏୟାରପୋର୍ଟରେ ମାଡିବସିଲା ପୋଲିସ

ବିମାନରେ ବସି ଦୂର ସ୍ଥାନକୁ ଯାତ୍ରା କରିବା କାହାକୁ ବା ଭଲ ନ ଲାଗେ। ବେଳେ ବେଳେ ବିମାନରେ ବସି ଉଡିବାର ମଜା ନେବା ପାଇଁ ଅନେକ ଲୋକ ଚାହିଁଥାନ୍ତି। କିନ୍ତୁ ବିମାନରେ ଯାତ୍ରା କରିବା କାହା ପାଇଁ ମହଙ୍ଗା ହୋଇପାରେ, ସେକଥା ହୁଏତ କେହି ଭାବିନଥିବ। ଏମିତି ଏକ ଘଟଣା ଆମେରିକାର ନ୍ୟୁ ଜର୍ସିରୁ…

ନାବାଳିକା ଦୁଷ୍କର୍ମକାରୀକୁ ୧୪ ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହ ୧୦ହଜାର ଟଙ୍କାର ଜରିମାନା

କଟକ(କେନ୍ଯୁଜ୍): ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା। ଆସାମୀକୁ ୧୪ ବର୍ଷର ସଶ୍ରମ କାରାଦଣ୍ଡାଦେଶ। କାରାଦଣ୍ଡ ସହ ୧୦ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ଦିଆଯାଇଛି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ। ଦଣ୍ଡାଦେଶ ଶୁଣାଇଲେ କଟକ ସ୍ୱତନ୍ତ୍ର ପକ୍‌ସୋ ଅଦାଲତ। ୧୬ଟି ପ୍ରମାଣ ତଥ୍ୟ ଓ ୧୬…

ଦୁଃଷ୍କର୍ମ ପରେ ମା’ ହୋଇଥିଲା ୧୫ ବର୍ଷର ଝିଅ, ରାଗରେ ତଣ୍ଟି ଚିପି ମାରିଦେଲା ଛୁଆକୁ; ଏମିତି ପତ୍ତା ଲଗାଇଲା ପୋଲିସ

ନିଜ ଜନ୍ମ କଲା ସନ୍ତାନକୁ ହତ୍ୟା କଲା ନାବାଳିକା ଦୁଷ୍କର୍ମ ପୀଡ଼ିତା। ସାଙ୍ଗ ଦ୍ୱାରା ପାଶବିକ ଅତ୍ୟାଚାରର ଶିକାର ହେବା ପରେ ଗର୍ଭବତୀ ହୋଇଥିଲା ଏହି ଝିଅଟି। କିନ୍ତୁ ବୟସ କମ୍‌ ଥିବାରୁ ଓ ଦୁନିଆକୁ ଭଲ ଭାବେ ଜାଣିନଥିବାରୁ ସେ ସନ୍ତାନ ଚାହୁଁନଥିଲା। ନିଜକୁ ସେ ଅନ୍ୟମାନଙ୍କ ଭଳି ଗଢ଼ି…