Browsing Tag

rath yatra

କାଳିଆ ପାଇଁ କୁନି ରଥ: ଛୋଟ ଛୋଟ ତୁଳସୀ କାଠିରେ ୨.୧ ସେମିର ନନ୍ଦିଘୋଷ ରଥ ତିଆରି କରି ଚର୍ଚ୍ଚାରେ ସ୍ମୃତି ରଞ୍ଜନ

କଟକ (କେନ୍ୟୁଜ): ଚର୍ଚ୍ଚାରେ କଟକର ପୁଅ ସ୍ମୃତି ରଞ୍ଜନ । ମହାପ୍ରଭୁଙ୍କ ରଥଯାତ୍ରା ଉପଲକ୍ଷେ ଛୋଟ ଛୋଟ ତୁଳସୀ କାଠିରେ ୨.୧ ସେ.ମିର ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ତିଆରି କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଏହି ରଥ ତିଆରି କରିବା ପାଇଁ ସ୍ମୃତିଙ୍କୁ ପାଖା ପାଖି ୨୨ ଘଣ୍ଟା…

ଚଳଚଞ୍ଚଳ ରଥ ଖଳା: ଆଗେଇ ଚାଲିଛି କାମ, ତିନିରଥର ୪୨ ଗୋଟି ତୁମ୍ବର ଗୋଲେଇ କାମ ସମ୍ପୂର୍ଣ୍ଣ

ପୁରୀ (କେନ୍ୟୁଜ): ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣର ଆଜି ଷଷ୍ଠ ଦିବସ। ପଞ୍ଚମ ଦିବସ ସୁଦ୍ଧା ତିନିରଥର ମୋଟ ୪୨ ଗୋଟି ତୁମ୍ବର ଗୋଲେଇ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଅଛି । ଏତଦ୍ ବ୍ୟତୀତ ତିନିରଥର ମହାରଣା ମାନେ ପାହି ମହାରଣାଙ୍କ ସହଯୋଗରେ ତୁମ୍ବ ଗୁଡିକରେ ସୁତା ବାଡ଼ିଆ କାର୍ଯ୍ୟ…

ନିରାଡ଼ମ୍ବରରେ ଶାବର ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଲା ବାହୁଡା ଯାତ୍ରା , ସାମିଲ ହେଲେ ହଜାର ହଜାର ଶ୍ରଦ୍ଧାଳୁ

ଗଜପତି(କେନ୍ୟୁଜ): ଓଡିଶାର ଆରାଧ୍ୟ ଦେବତା ହେଉଛନ୍ତି ଜଗନ୍ନାଥ । ଜଗନ୍ନାଥଙ୍କ ଇତିହାସ ଯେତିକି ପୁରାତନ ସେତିକି ଗୁପ୍ତ । ବର୍ତ୍ତମାନ ଚାଲିଛି ରଥଯାତ୍ରା, ଆଉ ରଥଯତ୍ରା କହିଲେ କେବଳ ଆମେ ପୁରୀକୁ ବୁଝୁ । ପୁରୀ ରଥଯାତ୍ରା ବିଶ୍ୱପ୍ରସିଦ୍ଧ ଶତ ଓ ଐତିହାସିକ, ପୌରାଣି ସମ୍ପର୍କ ମଧ୍ୟ ପୁରୀ…

ବାହୁଡା ଯାତ୍ରାରେ ଜନ ସମୁଦ୍ର ବଡ଼ଦାଣ୍ଡ, ଆରମ୍ଭ ହେଲା ରଥଟଣା

ପୁରୀ(କେନ୍ୟୁଜ୍): ତିନି ରଥରେ ଗଜପତି ମହାରାଜା ଛେରାପହଁରା କରିବା ପରେ ଆରମ୍ଭ ହୋଇଛି ରଥଟଣା । ଭକ୍ତ ମାନେ ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ଟାଣୁଛନ୍ତି।  ତେବେ ଆଜି ନିଦ୍ଧାରିତ ସମୟ ପୂର୍ବରୁ ସରିଛି ପହଣ୍ଡିବିଜେ ଓ ରଥଟଣା । ସୂଚନା ମୁତାବକ, ପ୍ରଥମେ ଶ୍ରୀସୁଦର୍ଶନଙ୍କ ପହଣ୍ଡି…

ବାରିପଦାରେ ନିଆରେ ପରମ୍ପରା: ଆଜି ମାଉସୀ ମା’ ମନ୍ଦିରରେ ସୁନା ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ, ରାତିରେ…

ବାରିପଦା(କେନ୍ୟୁଜ୍) : ବାରିପଦାର ଶ୍ରୀ ଶ୍ରୀ ହରିବଳଦେବ ଜୀଉ ଆଜି ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି ସୁନାବେଶରେ । ପୁରୀରେ ଶ୍ରୀଜୀଉମାନେ ଭକ୍ତଙ୍କୁ ରଥ ଉପରେ ସୁନାବେଶରେ ଦର୍ଶନ ଦେଉଥିବା ବେଳେ ବାରିପଦାରେ କିନ୍ତୁ ପରମ୍ପରା ନିଆରା । ପରମ୍ପରା ଅନୁଯାୟୀ ମାଉସୀମା ମନ୍ଦିରରେ ସୁନାବେଶରେ…

ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଲାଖେଳା, ଦକ୍ଷିଣମୋଡ ପରେ ନାକଚଣା ଦ୍ୱାରରେ ଲାଗିଛି…

ପୁରୀ(କେନ୍ୟୁଜ୍): ନାକଚଣା ଦ୍ୱାରରେ ତିନି ରଥ। ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଲାଖେଳା । ଶ୍ରୀମନ୍ଦିର ଫେରିବେ ନୀଳାଦ୍ରିନାଥ। ବାହୁଡାଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ପ୍ରଥା ଓ ପରମ୍ପରା ଅନୁଯାୟୀ ହେରାପଞ୍ଚମୀ ପର ଦିନ ରଥର ଦକ୍ଷିଣମୋଡ…

ରାଜ୍ୟରେ କୋଭିଡ ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା: କହିଲେ ବିଭିନ୍ନ ଜାଗାରେ ପାଳନ ହୋଇଛି…

ଭୁବନେଶ୍ୱର (କେନ୍ୟୁଜ୍): ରାଜ୍ୟରେ କୋଭିଡ ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । ରାଜ୍ୟରେ ୧୦ ରୁ ୧୫ ଦିନ ମଧ୍ୟରେ ଅଧିକ ମାତ୍ରାରେ ବଢ଼ିପାରେ ସଂକ୍ରମଣ । ଆସନ୍ତାକାଲି ରଥଯାତ୍ରା ବିଭିନ୍ନ ଜାଗାରେ ପାଳନ କରାଯାଇଛି।  ଯଦି କୌଣସି ସଂକ୍ରମଣ ହୋଇଥିବ ତାହା ୧୦-୧୫ ଦିନ…

କଡା ସୁରକ୍ଷା ଭିତରେ ଗୁଣ୍ଡିଚା ମନ୍ଦିର ଆଗରେ ତିନି ରଥ, ଆଜି ଦିନ ତମାମ ରଥ ଉପରେ ଚାଲିବ ନୀତିକାନ୍ତି

ପୁରୀ (କେନ୍ୟୁଜ୍): ପୁରୀ ଶରଧାବାଲିରେ ତିନି ରଥ । ଗୁଣ୍ଡିଚା ମନ୍ଦିର ଆଗରେ କଡା ସୁରକ୍ଷା ଭିତରେ ଅଛି ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ । ରଥ ଉପରେ ଦିନ ତମାମ ନୀତିକାନ୍ତି ଚାଲିବ । ଏବେ ରଥାରୁଢ଼ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଗତକାଲି ଶାନ୍ତିଶୃଙ୍ଖଳାରେ ସରିଛି…

ଅହମ୍ମଦାବାଦରେ ମହାପ୍ରଭୁ ଜଗନ୍ନାଥଙ୍କ ୧୪୫ତମ ରଥଯାତ୍ରା; ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ସୁନାର ଝାଡ଼ୁରେ କଲେ…

ଗୁଜରାଟର ଅହମ୍ମଦାବାଦରେ ବଡ଼ ଧୁମ୍‌ଧାମରେ ରଥଯାତ୍ରା ଅନୁଷ୍ଠିତ ହେଉଛି। ଏଠାରେ ଥିବା ମହାପ୍ରଭୁ ଜଗନ୍ନାଥ ମନ୍ଦିରରୁ ରଥ ବାହାରିଛି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ବିଧି ବିଧାନର ସହ ଜଗନ୍ନାଥଙ୍କ ପହଣ୍ଡି ନୀତି ସମ୍ପନ୍ନ କରିବା ପରେ ସୁନାର ଝାଡ଼ୁରେ ରଥ ଛେରାପହଁରା କରିଥିଲେ।…

ପହଣ୍ଡିରେ ଆସି ରଥାରୁଢ ହେଲେ ଚତୁର୍ଦ୍ଧାମୂର୍ତ୍ତି: ଘଣ୍ଟ, କାହାଳୀ ଓ ବାଜାରେ କମ୍ପୁଛି ସାରା ପରିବେଶ

ପୁରୀ(କେନ୍ଯୁଜ୍): ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ରତ୍ନବେଦୀରୁ ଜନ୍ମବେଦୀକୁ ଯିବେ ମହାବାହୁ। ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ରଥ ପ୍ରତିଷ୍ଠା। ପହଣ୍ଡିରେ ଆସି ରଥାରୁଢ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଘଣ୍ଟ, କାହାଳୀ ଓ ବାଜାରେ କମ୍ପୁଛି ସାରା ପରିବେଶ । ମନ୍ଦିର ଭିତରେ…

ରଥ ଉପରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ଭକ୍ତ ବ୍ୟାକୁଳ, ରତ୍ନବେଦି ଛାଡ଼ି ଗୋଟି ପହଣ୍ଡିରେ ଆସି ରଥାରୂଢ ହେଉଛନ୍ତି…

ପୁରୀ(କେନ୍ୟୁଜ୍) : ଭକ୍ତିମୟ ପରିବେଶରେ ବଡ଼ ଦାଣ୍ଡକୁ ଅବତରଣ କରୁଛନ୍ତି ଚତୁର୍ଦ୍ଧା ବିଗ୍ରହ। ରଥ ଉପରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ଭକ୍ତ ବ୍ୟାକୁଳ । ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ନୀତିକାନ୍ତି ଆଗେଇ ଚାଲିଛି। ପ୍ରଥମେ ଚକ୍ରରାଜ ଶ୍ରୀସୁଦର୍ଶନ ରଥାରୂଢ ହୋଇଥିଲେ। ଗୋଟି ପହଣ୍ଡିରେ…

ଆଜି ପବିତ୍ର ଘୋଷଯାତ୍ରା, ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ପୁଣିଥରେ ହେବ ଭକ୍ତ-ଭଗବାନଙ୍କ ଅପୂର୍ବ ମିଳନ

ପୁରୀ(କେନ୍ୟୁଜ୍) :  ଆଜି ପବିତ୍ର ଘୋଷଯାତ୍ରା। ବଡ଼ଦାଣ୍ଡରେ ଦୁଇବର୍ଷ ପରେ ପୁଣିଥରେ ଭକ୍ତ-ଭଗବାନଙ୍କ ଅପୂର୍ବ ମିଳନ । ଘୋଷଯାତ୍ରାରେ ପୁଣି ବଡ଼ଦାଣ୍ଡରେ ଜୟ ଜଗନ୍ନାଥ, ହରିବୋଲ, ହୁଳହୁଳିରେ ପୂରିଉଠିଛି ସାରା ପରିବେଶ। ରତ୍ନ ସିଂହାସନରୁ ଦର୍ଶନ ଦେଉଥିବା ମହାପ୍ରଭୁ ରଥ ଉପରୁ ଦର୍ଶନ ଦେବେ।…