Browsing Tag

ratha work starts

ରଥଖଳାରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ୩ ରଥର ୩୩ ଚକ ଶେଷ

ପୁରୀ: ରଥଖଳାରେ ଜୋରସୋରରେ ଚାଲିଛି ରଥନିର୍ମାଣ କାର୍ଯ୍ୟ। ୩ ରଥର ୩୩ ଚକ ଶେଷ ହୋଇଛି। ଏବେ ରଥର ଉପରିଭାଗର କାର୍ଯ୍ୟ ଆରମ୍ଭ ହୋଇଛି। ବିଶ୍ୱକର୍ମା ମହାରଣାମାନେ ଚାରି ନାହାକା ହାଣୁଛନ୍ତି। ଏଥିସହ ପୋଲଗୟଳ କାମ ଆରମ୍ଭ ହୋଇଛି। ଆଜି ଦଣ୍ଡା ଅନୁକୂଳ ହେବ। ରଥର ଓରା ଓ ଖମ୍ବି କାମ ଚାଲିଛି।…

ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଯୋରଦାର ଚାଲିଛି ରଥ ନିର୍ମାଣ କାମ, ଅନୁକୂଳ ପରେ ଚକରେ ଲାଗିଛି ପନ୍ଦାରୀ ଓ ବଳା

ପୁରୀ : ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାମ ଜୋର ଧରିଛି । ରଥର ନାହାକା ଚକ ପ୍ରସ୍ତୁତ । ବିଶ୍ୱକର୍ମାମାନେ ପନ୍ଦାରୀ ଓ ବଳା ଅନୁକୂଳ କରି ଚକରେ ଲଗାଇଛନ୍ତି । ଏଥିସହ ପଇରେ ବିନ୍ଧ କାମ ଚାଲିଛି। ଭୋଇସେବକ ବିଲେଇବାଡ଼ିଆ ପଦ୍ଧତିରେ ଅର ଓ ପଇକୁ ସଂଯୋଗ କରୁଛନ୍ତି ।…

ଆଜିଠୁ ପୁଣି ରଥଖଳାରେ ଆରମ୍ଭ ହୋଇଛି ରଥ କାମ

ପୁରୀ: ଆଜି ସକାଳୁ ଆରମ୍ଭ ହୋଇଛି ରଥ କାମ। ବାତ୍ୟା ଅମ୍ଫନ ଯୋଗୁ ଗତକାଲି ରଥ ନିର୍ମାଣ କାମ ବନ୍ଦ କରାଯାଇଥିଲା । ଲଗାଣ ବର୍ଷା ଓ ପବନ ଲାଗି ରହିଥିଲା ପୁରୀରେ। ତେବେ ପ୍ରବଳ ବର୍ଷା ଫଳରେ ଜଳମଗ୍ନ ହୋଇ ଯାଇଥିଲା ରଥଖଳା । ଯାହାଫଳରେ ରଥ ନିର୍ମାଣ କାମ ବନ୍ଦ ରଖାଯାଇଥିଲା । ଅପରପଟେ…

ଅନିଶ୍ଚିତତା ଭିତରେ ଚାଲିଛି ବାରିପଦାର ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ, ଖାଲି ସରକାରଙ୍କ…

ମୟୁରଭଞ୍ଜ: କରୋନା ପାଇଁ ସାରା ବିଶ୍ବ ପ୍ରଭାବିତ । ଏହା ଭିତରେ ଅନିଶ୍ଚିତତା ଭିତରେ ବଳିପଡିଯିବାକୁ ବସିଛି ଅନେକ ପରମ୍ପରା । ଯାହା ଯୁଗ ଯୁଗ ଧରି ଚାଲିଆସୁଛି । ତେବେ କରୋନା କଟକଣା ସତ୍ୱେ ବାରିପଦାର ଶ୍ରୀ ଶ୍ରୀ ହରିବଳ ଦେବ ଜୀଉଙ୍କ ରଥଯାତ୍ରା ପାଇଁ ବେଶ ଚଳଚଞ୍ଚଳ ହୋଇ ଉଠିଛି ରଥଖଳା ।…

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣର ଆଜି ଚତୁର୍ଥ ଦିନ: ବର୍ତ୍ତମାନ ସୁଦ୍ଧା ୩୫ଟି ତୁମ୍ବ ଓ ଏହାର ସୂତା…

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣର ଆଜି ଚତୁର୍ଥ ଦିନ। ରଥ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ଵିତ କରିବା ପାଇଁ ଲାଗିପଡିଛନ୍ତି ବିଶ୍ୱକର୍ମା ମହାରଣା, ଭୋଇ, ରୂପକାର ଓ ସେବକ। ବର୍ତ୍ତମାନ ସୁଦ୍ଧା ୩୫ଟି ତୁମ୍ବ ଓ ଏହାର ସୂତା ବାଡିଆ କାର୍ଯ୍ୟ ଶେଷ ହୋଇଛି। ଏଥିସହ ପ୍ରତ୍ୟେକ ରଥର…

ଅଟକାଇ ପାରିଲାନି ଫନି, ପବିତ୍ର ଅକ୍ଷୟ ତୃତୀୟାରେ ଶ୍ରୀକ୍ଷେତ୍ରରେ ତିନି ଠାକୁରଙ୍କ ରଥକାମ ଅନୁକୂଳ

ପୁରୀ : ପବିତ୍ର ଅକ୍ଷୟ ତୃତୀୟାରେ ଶ୍ରୀକ୍ଷେତ୍ର ପୁରୀରେ ତିନି ଠାକୁରଙ୍କ ରଥକାମ ଅନୁକୂଳ ହୋଇଛି । ବାତ୍ୟା ଫନି ପାଇଁ ନିରାଡ଼ମ୍ବର ଭାବେ ଏହି କାର୍ଯ୍ୟ ସମ୍ପାଦନ କରାଯାଇଛି । ପାରମ୍ପରିକ ରୀତିନୀତି ଅନୁସାରେ ରଥଖଳାରେ ତିନି ଧଉରା କାଠ ପୂଜା କରାଯିବା ସହ ଦେଉଳ ପୁରୋହିତ ସୁବର୍ଣ୍ଣ କୁରାଢ଼ୀରେ…