Browsing Tag

Rathjatra

ବାରିପଦାରେ ଆଜି ଗଡ଼ିବ ରଥ : ସୁଭଦ୍ରାଙ୍କ ରଥକୁ ଟାଣି ଟାଣି ନେବେ ମହିଳା ଭକ୍ତ

ବାରିପଦା (କେନ୍ୟୁଜ): ବାରିପଦାରେ ଆଜି ଗଡ଼ିବ ରଥ । ପୁରୀ ରଥଯାତ୍ରା ପରଦିନ ବାରିପଦାରେ ରଥଯାତ୍ରା ହୋଇଥାଏ । ଦୁଇ ଦିନ ଧରି ଚାଲିବ । ପ୍ରଥମ ଦିନରେ ବଡ଼ ଠାକୁର ବଳଭଦ୍ରଙ୍କ ରଥ ଟଣା ଆରମ୍ଭ ହୋଇ ମାଉସୀ ମାଆ ମନ୍ଦିରରେ ପହଞ୍ଚିବା ପରେ ଆରମ୍ଭ ହୁଏ ଦେବୀ ସୁଭଦ୍ରାଙ୍କ ରଥ ଟଣା । ଆଜି ଦିନ ସାଢ଼େ…

ଘୋଷଯାତ୍ରାରେ ଟ୍ବିନ୍ ସିଟିରୁ ପୁରୀକୁ ସ୍ବତନ୍ତ୍ର ବସ୍ ସେବା

ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପୁରୀକୁ ସ୍ୱତନ୍ତ୍ର ବସ୍ ସେବା। କଟକ, ଭୁବନେଶ୍ୱରରୁ ପୁରୀକୁ ଗଡ଼ିବ ସ୍ୱତନ୍ତ୍ର ବସ୍। ନିୟମିତ ଚଳାଚଳ କରୁଥିବା ବସ୍ ବ୍ୟତୀତ ଅନ୍ୟ କେତେକ ବସ୍ କଟକ ଓ ଭୁବନେଶ୍ୱରରୁ ପୁରୀକୁ ଚଳାଚଳ କରିବ। ପରିବହନ କମିଶନର ତଥା କେନ୍ଦ୍ରାଞ୍ଚଳ ଆରଡିସି ଏହି ସୂଚନା ଦେଇଛନ୍ତି।…