Browsing Tag

rejects nirav modi bail plea

ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଭାରତ ଆଣିବାର ରାସ୍ତା ସଫା! ବ୍ରିଟେନ ହାଇକୋର୍ଟ ଖାରଜ କଲେ ପିଟିସନ

ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଭାରତ ଅଣାଯିବାର ରାସ୍ତା ସଫା ହୋଇଛି। ବ୍ରିଟେନ ହାଇକୋର୍ଟ ତାଙ୍କ ପିଟିସନ ଖାରଜ କରି ଦେଇଛନ୍ତି। ହାଇକୋର୍ଟ କହିଛନ୍ତି କି, ନିରବ ମୋଦିଙ୍କ ପ୍ରତ୍ୟାର୍ପଣ ଭୁଲ ହେବ ନାହିଁ। କହି ରଖୁଛୁ, ସ୍ୱତନ୍ତ୍ର ପିଏମ୍‌ଏଲ୍‌ଏ କୋର୍ଟଙ୍କ ଦ୍ୱାରା ୨୦୧୯,…

ଚତୁର୍ଥ ଥର ପାଇଁ ପୁଣି ଖାରଜ ହେଲା ନୀରବ ମୋଦୀଙ୍କ ଜାମିନ ଆବେଦନ

ଲଣ୍ଡନ : ପିଏନ୍‍ବି ବ୍ୟାଙ୍କ ଠକେଇ ଘଟଣା । ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କୁ ଲଣ୍ଡନ ହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଲଣ୍ଡନ କୋର୍ଟ ନୀରବ ମୋଦୀଙ୍କ ଜାମିନ ଆବେଦନକୁ ପୁଣି ଖାରଜ କରିଦେଇଥିବା ଜଣାପଡିଛି । ଏହାକୁ ମିଶାଇ ଚତୁର୍ଥ ଥର ନୀରବ ମୋଦୀଙ୍କ ଜାମିନ ଆବେଦନ ଖାରଜ…