Browsing Tag

Rishi Kapoor

ପରଦାରେ କମାଲ କରୁଥିଲା ଅମିତାଭ ଏବଂ ରିଷିଙ୍କ ଯୋଡି, ଏକାଠି ବଲିଉଡକୁ ଦେଇଛନ୍ତି ଅନେକ ବ୍ଲକବଷ୍ଟର ଫିଲ୍ମ

ବଲିଉଡ ଇଣ୍ଡଷ୍ଟ୍ରିରେ ଅମିତାଭ ବଚନ ତାଙ୍କ ଅଭିନୟକୁ ନେଇ ସବୁ ବେଳେ ଚର୍ଚ୍ଚାରେ ରୁହନ୍ତି । ଅମିତାଭ ବଚ୍ଚନ ପ୍ରାୟ ୫୦ ବର୍ଷ ହେବ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି । ଅମିତାଭ ତାଙ୍କ ଅଭିନୟ ଜରିଆରେ ଅନେକ ଲୋକଙ୍କ ମନ ଜିତିଛନ୍ତି । ଅମିତାଭ ବଲିଉଡରେ ୨୦୦ରୁ ଅଧିକ ଫିଲ୍ମ କରିଛନ୍ତି।…

ବଲିଉଡର ଚକଲେଟ ହିରୋ ଋଷି କପୁର, ୧୫୦ରୁ ଅଧିକ ସିନେମାରେ କରିଛନ୍ତି ଅଭିନୟ

କେନ୍ୟୁଜ୍‌(ବ୍ୟୁରୋ): ପ୍ୟାର ହୁଆ ଏକ ରାର୍‌ ହୁଆ ହେ….ପ୍ୟାର ସେ ଫିର କିଁଉ ଡରତା ହେ ଦିଲ୍‌ । ବଲିଉଡର ଏହି ଗୀତରେ ପ୍ରଥମ ଥର ପାଇଁ ଶିଶୁ କଳାକାର ଭାବେ ବାପା ରାଜ୍‌ କପୁର ଓ ନରଗିସଙ୍କ ସହ ନଜର ଆସିଥିଲେ ଋଷି କପୁର । କେବେ ଅଶି ଦଶକର ଚକଲେଟ ବୟ ତ କେବେ ଭିଲିଏନ ରଫଲାଲା । କେବେ ବାପା…

ବାପାଙ୍କୁ ମନେ ପକାଇ ପ୍ରତିଦିନ ରାତିରେ କାନ୍ଦନ୍ତି ରଣବୀର, ନୀତୁ କହିଲେ ମନର କଥା

ବଲିଉଡର ଦିବଂଗତ ଅଭିନେତା ଋଷି କପୁର ଗତ ଦୁଇବର୍ଷ ହେଲାଣି ଆମକୁ ଛାଡିଚାଲିଗଲେଣି। କିନ୍ତୁ ତାଙ୍କ ସ୍ମୃତି, ଫିଲ୍ମ ଏବଂ ହସହସ ମୁହଁ ଆଜି ବି ଆଖି ଆଗରେ ନାଚିଉଠୁଛି। ଗତକାଲି ଋଷି କପୁରଙ୍କ ଶ୍ରାଦ୍ଧବାର୍ଷିକୀ ହୋଇଥିଲା। ଏହି ଅବସରରେ ତାଙ୍କ ଫ୍ୟାନ୍ସ ଏବଂ ପରିଜନଙ୍କ ମନର ସ୍ମୃତି ମନେ…

ନିଜ ଶେଷ ଫିଲ୍ମରେ ଜବରଦସ୍ତ ଆକ୍ଟିଂ କରିଛନ୍ତି ରିଷି କପୁର; ସାମ୍ନାକୁ ଆସିଲା ‘ଶର୍ମାଜୀ ନମକିନ୍‌’ର ରିଲିଜ୍‌ ଡେଟ୍‌

ଦିବଂଗତ ଅଭିନେତା ରିଷି କପୁରଙ୍କ ଶେଷ ଫିଲ୍ମ ‘ଶର୍ମାଜୀ ନମକିନ୍‌’ର ରିଲିଜ୍‌ ଡେଟ୍‌ ଘୋଷଣା କରି ଦିଆଯାଇଛି। ଏହି ଫିଲ୍ମର ଓ୍ଵାର୍ଲ୍ଡ ପ୍ରିମିୟର ମାର୍ଚ୍ଚ ୩୧ରେ ହେବାକୁ ଯାଉଛି। ରିଷିଙ୍କ ନିଧନ ପରେ ଆମାଜନ୍‌ ପ୍ରାଇମ୍‌ରେ ରିଲିଜ୍‌ ହେଉଥିବା ‘ଶର୍ମାଜୀ ନମକିନ୍‌’ରେ ତାଙ୍କୁ ଶେଷ ଥର ପାଇଁ…

ଋଷି କପୁରଙ୍କ ଶେଷ ଫିଲ୍ମ ‘ଶର୍ମାଜୀ ନମକିନ୍‌’ର ଫାଷ୍ଟ ଲୁକ୍‌ ରିଲିଜ୍‌, ଅଧୁରା ଚରିତ୍ରକୁ ପୂରା କଲେ ପରେଶ ରାଓ୍ଵଲ

ରିଲିଜ୍‌ ହେଲା ଋଷି କପୁରଙ୍କ ଶେଷ ଫିଲ୍ମ ‘ଶର୍ମାଜୀ ନମକିନ୍‌’ ର ପ୍ରଥମ ଲୁକ୍‌। ସ୍ୱର୍ଗତ ଅଭିନେତାଙ୍କ ଜନ୍ମ ଦିନରେ ତାଙ୍କୁ ଏହି ଗିଫ୍ଟ ଦେଇଛନ୍ତି ପ୍ରଯୋଜକ। ଦେହାନ୍ତ ପୂର୍ବରୁ ଫିଲ୍ମର କିଛି ସିନ୍‌ ସୁଟିଂ କରିସାରିଥିଲେ ଋଷି। ହେଲେ ଫିଲ୍ମଟି ଶେଷ ହେବା ପୂର୍ବରୁ ହିଁ ଦୁନିଆକୁ ଅଲବିଦା…

୩୭ ବର୍ଷରେ ପ୍ରଥମ ଥର ପାଇଁ ରିଷିଙ୍କ ବିନା ଫିଲ୍ମ କରିବେ ନୀତୁ, ଖୁବଶୀଘ୍ର ଏହି ଫିଲ୍ମରେ ଆସିବେ ନଜର

ବଲିଉଡ୍‌ ଆକ୍ଟର ରିଷି କପୁରଙ୍କ ଅକାଳ ବିୟୋଗ ପରେ ନିତୁ କପୁର ଏକଦମ୍‌ ଲୁଚି ଯାଇଥିଲେ। ତେବେ କିଛି ବ୍ୟବଧାନ ପରେ ଏବେ ପୁଣି ଥରେ ବଡ ପରଦାକୁ ଫେରୁଛନ୍ତି ଅଭିନେତ୍ରୀ ନିତୁ କପୁର । ବହୁତ ଦିନ ଧରି ଫିଲ୍ମ ଠାରୁ ଦୁରେଇ ରହିଥିବା ନିତୁଙ୍କୁ ଫିଲ୍ମ ‘ଜୁଗ ଜୁଗ ଜିଓ’ରେ ଦେଖିବାକୁ ମିଳିବ। ଗତଥର…

ବିଳମ୍ବିତ ରାତିରେ ଭାଇ ରଣବୀରଙ୍କୁ ଦେଖା କରିବାକୁ ପହଞ୍ଚିଲେ କରୀନା କପୁର, ସାମ୍ନାକୁ ଆସିଲା ମାସ୍କ ପିନ୍ଧା ଫଟୋ

ବଲିଉଡର ଆଗଧାଡ଼ିର ଅଭିନେତ୍ରୀ କରୀନା କପୁର ସୋମବାର ବିଳମ୍ବିତ ରାତିରେ ଭାଇ ରଣବୀର କପୁରଙ୍କ ଘର ବାହାରେ ନଜର ଆସିଛନ୍ତି। ସେ ନିଜ ଆଣ୍ଟି ନିତୁ ସିଂହ ଓ ଭାଇ ରଣବୀରଙ୍କୁ ଭେଟିଛନ୍ତି। ଏହି ସମୟର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। View…

ପୁଣି ଋଷିଙ୍କୁ ମନେ ପକାଇଲେ ନିତୁ, ଫଟୋ ସେୟାର କରି ଲେଖିଲେ “ଯେତେବେଳେ ଆମେ ଏକାଠି ଥାଉ…”

ଋଷି କପୁରଙ୍କ ମୃତ୍ୟୁକୁ ଆଜି ୫ ଦିନ ବିତିଛି। କିନ୍ତୁ କପୁର ପରିବାର ଏବେ ବି ବିଶ୍ୱାସ କରିପାରୁନାହିଁ ଯେ ସେ ନାହାନ୍ତି। କିଛି ସମୟ ପୂର୍ବରୁ ଋଷି କପୁରଙ୍କ ପତ୍ନୀ ନିତୁ ସିଂହ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ସ୍ୱାମୀଙ୍କୁ ମନେ ପକାଉଥିବା ଦେଖିବାକୁ ମିଳିଛି। ନିତୁ ସେୟାର…

ଦିବଂଗତ ଅଭିନେତା ଋଷି କପୁରଙ୍କ ବିୟୋଗରେ ନିତୁ ଓ ରଣବୀର କପୁର ଘରେ ଆୟୋଜନ କଲେ ପ୍ରାର୍ଥନା ସଭା, ସୋସିଆଲ ମିଡିଆରେ…

ଦିବଂଗତ ବଲିଉଡ ଅଭିନେତା ଋଷି କପୁରଙ୍କ ବିୟୋଗରେ ତାଙ୍କ ପତ୍ନୀ ନିତୁ କପୁର ଓ ପୁଅ ରଣବୀର କପୁର ଘରେ ଏକ ପ୍ରାର୍ଥନା ସଭାର ଆୟୋଜନ କରିଥିଲେ। ସୋସିଆଲ ମିଡିଆରେ ଦେଖିବାକୁ ମିଳୁଥିବା ଏକ ଫଟୋରେ ନିତୁ ଓ ରଣବୀର, ଋଷି କପୁରଙ୍କ ଫଟୋ ପାଖରେ ବସିଥିବାର ନଜର ଆସୁଛନ୍ତି। ରଣବୀର କୁର୍ତ୍ତା ଓ…

୧୦୨ ବର୍ଷ ପୁରୁଣା ‘କପୁର ଉଆସ’ ଆଜି ମଧ୍ୟ ପାକିସ୍ତାନରେ ରହିଛି, ମୃତ୍ୟୁ ପୂର୍ବରୁ ଯିବାକୁ ଚାହୁଁଥିଲେ…

ଦିଗଜ୍ଜ ଅଭିନେତା ଋଷି କପୁରଙ୍କ ନିଧନରେ କେବଳ ଭାରତ ନୁହେଁ ବରଂ ସମଗ୍ର ବିଶ୍ୱର ସମସ୍ତ କଳାକାର ଦୁଃଖ ପ୍ରକାଶ କରିଛନ୍ତି। ପାକିସ୍ତାନରେ ମଧ୍ୟ ବଲିଉଡ ଫିଲ୍ମ ଏବଂ କଳାକାରଙ୍କୁ ଖୁବ ପସନ୍ଦ କରାଯାଏ। ଋଷି କପୁରଙ୍କର ପାକିସ୍ତାନ ସହ ପୁରୁଣା ସମ୍ପର୍କ ରହିଛି। କାରଣ ଆଜି ମଧ୍ୟ କପୁର ବଂଶର କୋଠା…

ଜୀବନ କେ ଦିନ ଛୋଟେ ସ୍ୟହି ହମ୍‌ ହେ ବଡ଼େ ଦିଲଓ୍ଵାଲେ… ଦେଖନ୍ତୁ ଋଷି କପୁରଙ୍କ ଫିଲ୍ମର କିଛି ହିଟ୍‌ ଗୀତ

ଜଣେ ରୋମାଣ୍ଟିକ୍‌ ହିରୋ ଭାବେ ବେଶ୍‌ ଖ୍ୟାତି ରହିଥିଲା ଋଷି କପୁରଙ୍କର । ତାଙ୍କ ଫିଲ୍ମରେ ନିଶ୍ଚୟ କିଛି ହିଟ୍‌ ଗୀତ ରହିଥାଏ । ଅନେକ ନୂଆ ହିରୋଇନ୍‌ଙ୍କ ସହ କାମ କରିଛନ୍ତି ସେ । କର୍ଜ, ହମ୍‌ କିସିସେ କମ୍‌ ନେହିଁ, ସରଗମ ଭଳି ଅନେକ ମ୍ୟୁଜିକାଲ ହିଟ୍‌ ଦେଇଛନ୍ତି ଋଷି । ମିଥୁନ…

ଋଷି କପୁରଙ୍କୁ ଶେଷଥର ଦେଖିବା ପାଇଁ ଦିଲ୍ଲୀରୁ ଆସିପାରିଲେନି ଝିଅ ରିଦ୍ଧିମା, ପତ୍ନୀ ଓ ପୁତ୍ରଙ୍କ ସମେତ ଶ୍ମଶାନ ଘାଟରେ…

ଗୁରୁବାର ଅପରାହ୍ନରେ ଚନ୍ଦନୱାଡି ଶ୍ମଶାନ ଘାଟରେ ଋଷି କପୁରଙ୍କ ଅନ୍ତିମ ସଂସ୍କାର କରିଦିଆ ଯାଇଛି । ପତ୍ନୀ ନିତୁ କପୁର ଓ ପୁଅ ରଣବୀର କପୁରଙ୍କ ସମେତ ପ୍ରାୟ 24 ଜଣ ଲୋକ ଏଠାରେ ଉପସ୍ଥିତ ଥିଲେ । ତାଙ୍କ ଝିଅ ରିଦ୍ଧିମା କପୁର ସାହନି ଦିଲ୍ଲୀରେ ଅଛନ୍ତି । ସେ ପୂର୍ବରୁ ଚାର୍ଟର ବିମାନ ଦେଇ…