ପୂରା ଦୁନିଆକୁ ପାଗଳ କରିଦେଇଛି ୫ ବର୍ଷର ଏହି କୁନି ଝିଅ, ଜେନିଫର ଲୋପେଜ୍ଙ୍କ ସହ ତୁଳନା କଲେ ଲୋକେ
ଇସ୍ରାଏଲର ୫ ବର୍ଷର ଏହି କୁନି ଝିଅ ନିଜ ଲୁକ୍ ପାଇଁ ଏବେ ଇଣ୍ଟରନେଟ୍ ସେନ୍ସେସନ୍ ବନିଯାଇଛନ୍ତି। ତାଙ୍କ ଫଟୋ ଜଣାଶୁଣା ବ୍ରିଟିଶ ଫ୍ୟାଶନ ମାଗାଜିନ୍ ଭୋଗ୍ର ୱେବ୍ସାଇଟରେ ନଜର ଆସିଛି। ଝିଅଟିର ମା’, ବାପା ଝିଅ ପାଇଁ ଜଣେ ସ୍ୱତନ୍ତ୍ର ହେୟାର ଡିଜାଇନର ରଖିଛନ୍ତି, ଯାହାକି ତାଙ୍କୁ ରାଇଜିଂ…