ଝିଅ ସାରା ଓ ପତ୍ନୀଙ୍କ ସହ ପହଲଗାମ୍ ଗଲେ ସଚିନ ତେନ୍ଦୁଲକର, ଓ୍ଵିଣ୍ଟର ଲୁକ୍ରେ ଦେଖାଗଲେ ଷ୍ଟାଇଲିଶ୍
ଫ୍ୟାମିଲି ଟ୍ରିପ୍ରେ ସଚିନ ତେନ୍ଦୁଲକର । ଏବେ ତେନ୍ଦୁଲକର କାଶ୍ମୀର ବୁଲିବାକୁ ଯାଇଛନ୍ତି । ସଚିନଙ୍କ ସହିତ ତାଙ୍କ ପତ୍ନୀ ଅଞ୍ଜଳି ଓ ଝିଅ ସାରା ମଧ୍ୟ ଅଛନ୍ତି । ନିକଟରେ ସଚିନ ତେନ୍ଦୁଲକର ପହଲଗାମରୁ କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ୩ ଜଣ ତୁଷାରପାତର ମଜା ଉଠାଉଥିବା ଦେଖିବାକୁ…