Browsing Tag

salman khan

ଭାଇଜାନ୍‌ଙ୍କ ଘର ବାହାରେ ଗୁଳିକାଣ୍ଡକୁ ନେଇ ମୁମ୍ବାଇ କ୍ରାଇମବ୍ରାଞ୍ଚ କଲା ବଡ ଖୁଲାସା, ଗୁଳି ଚଳାଇବା ପୂର୍ବରୁ ସୁଟର…

ସଲମାନ ଖାନ୍‌ଙ୍କ ଘର ବାହାରେ ଗୁଳିକାଣ୍ଡ ମାମଲାକୁ ନେଇ ଅନେକ ଦିନ ହେବ ତଦନ୍ତ ଚାଲିଛି । ତେବେ ଗତ କାଲି ଏହି ଘଟଣାର ଦୋଷୀ ଗିରଫ୍‌ ହୋଇଛନ୍ତି । କିନ୍ତୁ ଏବେ ସଲମାନ ଖାନଙ୍କ ଘରେ ଗୁଳି ଚଳାଇଥିବା ସୁଟରଙ୍କୁ ପଚରାଉଚରା ବେଳେ ଏକ ବଡ ଖୁଲାସା ହୋଇଛି । ମୁମ୍ବାଇ କ୍ରାଇମବ୍ରାଞ୍ଚ୍‌ ପଚରାଉଚରା…

ସଲମାନଙ୍କ ଘରେ ବାହାରେ ଗୁଡିମାଡ ମାମଲା : ୨ ଗିରଫ

ମୁମ୍ବାଇ ପୋଲସର କ୍ରାଇମବ୍ରାଞ୍ଚ ବାନ୍ଦ୍ରା ୱେଷ୍ଟରୁ ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳି ଚଳାଇଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଉଭୟ ଅଭିଯୁକ୍ତଙ୍କୁ ଗୁଜରାଟର ଭୁଜ ଜିଲ୍ଲାରୁ ଗିରଫ କରାଯାଇଛି । ପୋଲିସ ଅଧିକାରୀ କହିଛନ୍ତି, ଗୁଳିମାଡ କରିବା ପରେ ଦୁଇଜଣ ମୁମ୍ବାଇରୁ…

ଭାଇଜାନ୍‌ଙ୍କ ଘର ବାହାରେ ଗୁଳିକାଣ୍ଡ ମାମଲା : କାନାଡ଼ାର ଆଇପି ଆଡ୍ରେସ୍‌, ଆମେରିକାରୁ ରଚାଯାଇଛି ଷଡଯନ୍ତ୍ର

ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଗୁଳି ବିନିମୟ ମାମଲାରେ ମୁମ୍ବାଇ ପୋଲିସ ଏକ ନୂଆ ଖୁଲାସା କରିଛି । ପୋଲିସ କହିଛି ଯେ ଗୁଳି ବିନିମୟ କରିଥିବା ଦୋଷିଙ୍କ ଫେସବୁକ ପେଜ୍‌ର ଆଇପି ଆଡ୍ରେସ କାନାଡ଼ାରୁ ଆସିଛି । ସଲମାନ ଖାନଙ୍କ ଘର ବାହାରେ ଗୁଳି ବିନିମୟର କିଛି ଘଣ୍ଟା ପରେ ଗ୍ୟାଙ୍ଗଷ୍ଟର…

ସଲମାନ ଖାନ୍‌ଙ୍କ ଘର ବାହାରେ ଗୁଳିକାଣ୍ଡ : ଦୋଷ ମାନିଲେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଭାଇ

ଆଜି ସକାଳେ ଭାଇଜାନଙ୍କ ଘରେ ବାହାରେ ଗୁଳିକାଣ୍ଡ ହୋଇଥିବା ଖବର ଆସିଛି । ଏବେ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନମୋଲ ବିଷ୍ଣୋଇ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳି ଚଳାଇଥିବା ଦୋଷ ମାନିଛନ୍ତି । ତେବେ ସୂଚନା ଅନୁସାରେ ସେ ନିଜେ ଏହି କାମ କରିଛନ୍ତି…

ଭାଇଜାନଙ୍କ ଘର ବାହାରେ ଗୁଳିମାଡ, ଦୁର୍ବୃତ୍ତକୁ ଖୋଜୁଛି ପୋଲିସ

ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନଙ୍କ ଘର ବାହାରେ ଗୁଳିକାଣ୍ଡ । ମୁମ୍ବାଇ ବାନ୍ଦ୍ରା ସ୍ଥିତ ସଲମାନଙ୍କ ବାସଭବନ ଗାଲାକ୍ସି ଆପାର୍ଟମେଣ୍ଟ ନିକଟ ଗୁଳିକାଣ୍ଡ ଘଟିଛି । ଆଜି ଭୋର ୪ଟା ୫୦ ମିନିଟ ସମୟରେ କୌଣସି ଅଜ୍ଞାତ ଦୁର୍ବୃତ୍ତ ୨-୩ ରାଉଣ୍ଡ ଫାଙ୍କା ଗୁଳି ଚଳାଇ ଥିଲେ । ଦୁଇ ଜଣ ଯୁବକ ବାଇକରେ…

ସଲମାନଙ୍କ ଇଦ୍‌ ଭେଟି, କହିଲେ, ‘ଆଗାମୀ ଇଦ୍‌ ସିକନ୍ଦରଙ୍କୁ ଆସି ଭେଟ’; ରିଲିଜ୍‌ କଲେ ମୁଭି ଟାଇଟଲ

୨୦୨୪ ଇଦ୍‌ ପାଇଁ ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କର କୌଣସି ରିଲିଜ୍‌ ନାହିଁ, ଯାହାକୁ ନେଇ ଫ୍ୟାନ୍‌ମାନେ ବହୁତ ନିରାଶ ହୋଇଛନ୍ତି । କିନ୍ତୁ ସଲମାନ ଫ୍ୟାନ୍‌ମାନଙ୍କୁ ଇଦ୍‌ ଉପହାର ଦେଇଛନ୍ତି । ଯଦିଓ ସେ ଚଳିତ ବର୍ଷ ସିନେମାଘରେ ଫ୍ୟାନ୍‌ମାନଙ୍କୁ ମନୋରଞ୍ଜନ କରିପାରି ନାହାନ୍ତି । ହେଲେ…

ଫିଲ୍ମ ‘ଦବଙ୍ଗ ୪’କୁ ନେଇ ସଲମାନ ଖାନ୍‌ ଦେଲେ ବଡ଼ ଅପ୍‌ଡେଟ୍‌, ଜାଣନ୍ତୁ କ’ଣ କହିଲେ

ବଲିଉଡରେ ଦବଙ୍ଗ ଖାନ ଭାବରେ ଜଣାଶୁଣା ସଲମାନ ଖାନ ତାଙ୍କ ଷ୍ଟାରଡମ ପାଇଁ ମଧ୍ୟ ଜଣାଶୁଣା । ତେବେ ଏହି ଅଭିନେତା ତାଙ୍କ ଅଭିନୟ ଜରିଆରେ ଦର୍ଶକଙ୍କ ମନ ଜିତିଥାନ୍ତି । ଏହା ସହ ପ୍ରଶଂସକମାନେ ତାଙ୍କ ଫିଲ୍ମ ପାଇଁ ସବୁ ବେଳେ ଅପେକ୍ଷା କରିଥାନ୍ତି । ଏବେ ସଲମାନ ଖାନ ତାଙ୍କ ଅପ୍‌କମିଂ ଫିଲ୍ମ…

ପ୍ରି ୱେଡିଂ ଇଭେଣ୍ଟରେ ଅନନ୍ତ ଅମ୍ବାନୀ ସଲମାନ ଖାନଙ୍କୁ ନିଜ କୋଳରେ ଉଠାଇବାକୁ କଲେ ଚେଷ୍ଟା, ଭାଇରାଲ ହେଉଛି ମଜାଳିଆ…

ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚ୍ଚାଣ୍ଟଙ୍କ ତିନି ଦିନିଆ ମେଗା ପ୍ରି ୱେଡିଂ ଇଭେଣ୍ଟରେ ଷ୍ଟାରମାନଙ୍କର ଏକ ଭିନ୍ନ ଷ୍ଟାଇଲ୍‌ ଦେଖିବାକୁ ମିଳିଛି । ଷ୍ଟାରମାନେ ଏହି ଇଭେଣ୍ଟରେ ବହୁତ ଏଞ୍ଜଏ କରୁଥିବାର ନଜର ଆସିଛନ୍ତି । ବଲିଉଡର ତିନି ଖାନ ଏହି ସମାରୋହର ପ୍ରତ୍ୟେକ କାର୍ଯ୍ୟରେ ନଜର ଆସିଥିଲେ…

ଗୋଟିଏ ମଞ୍ଚରେ ଏକାଠି ହେଲେ ତିନି ଖାନ୍‌ ! ଅନନ୍ତ ଓ ରାଧିକାଙ୍କ ପ୍ରି ୱେଡିଂ ସେଲିବ୍ରେସନ୍‌ରେ ଡ୍ୟାନ୍ସ କରୁଥିବାର…

ଜାମନଗରରେ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ପାଇଁ ଆୟୋଜିତ ହୋଇଥିବା ପ୍ରି ୱେଡିଂ ସେଲିବ୍ରେସନ୍‌ର ଫଟୋ ଓ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟ ପ୍ରି ୱେଡିଂ ସେଲିବ୍ରେସନ୍‌ରେ ବଲିଉଡରୁ ଓଲିଉଡ ପର୍ଯ୍ୟନ୍ତ ସମସ୍ତ…

ଫର୍ମକୁ ଆସିଲେ ଭାଇଜାନ୍‌, ଫିଜିକାଲ ଟ୍ରାନ୍ସଫରମେସନ୍‌ ଦେଖି ଆଶ୍ଚର୍ଯ୍ୟ ହେଲେ ଫ୍ୟାନ୍ସ

ବଲିଉଡର ଭାଇଜାନ କହିଲେ କିଏ ବା ନଜାଣେ, ତେବେ ସେ ତାଙ୍କ ବ୍ୟକ୍ତିଗତ ଜୀବନ ଏବଂ କାମ କୁ ନେଇ ସବୁ ବେଳେ ଚର୍ଚ୍ଚାରେ ରହିଥାନ୍ତି । ସଲମାନ ଖାନଙ୍କ କ୍ରେଜ ତାଙ୍କ ଫ୍ୟାନ୍ସଙ୍କ ଭିତରେ ଦେଖିବାକୁ ମିଳିଥାଏ । ବର୍ତ୍ତମାନ ସଲମାନ ଖାନ୍‌ଙ୍କ ଫିଜିକାଲ ଟ୍ରାନ୍ସଫରମେସନ୍‌ କଥା ସବୁ ଆଡେ ଚର୍ଚ୍ଚା…

ସଲମାନଙ୍କ ଫାର୍ମ ହାଉସ୍‌ରେ ଜବରଦସ୍ତ ପଶିବାକୁ ଚେଷ୍ଟା; ୨ ଜଣଙ୍କୁ ଗିରଫ କଲା ପୋଲିସ, ନକଲି ପରିଚୟ ପତ୍ର ଜବତ

ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ପନ୍‌ଭେଲସ୍ଥିତ ଫାର୍ମ ହାଉସ୍‌ରେ ୨ ଜଣ ବ୍ୟକ୍ତି ଜବରଦସ୍ତ ପଶିବାକୁ ଚେଷ୍ଟା କରିଛନ୍ତି । ଯଦିଓ ପଶିବା ପୂର୍ବରୁ ଫାର୍ମ ହାଉସ୍‌ର ସିକ୍ୟୁରିଟି ଗାର୍ଡ ସେମାନଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ । ବ୍ୟକ୍ତିଦ୍ୱୟ ସଲମାନଙ୍କ ଫାର୍ମ ହାଉସ୍‌ର ତାରବାଡ଼…