Browsing Tag

scarcity

ଫନି ପ୍ରଭାବିତ ଅଞ୍ଚଳରେ କିଣିବାକୁ ମିଳୁନି ଚୁଡ଼ା, ଗୁଡ଼

ଭୁବନେଶ୍ୱର (କେ ନ୍ୟୁଜ୍‌) : ଫନି ବାତ୍ୟା ଯୋଗୁଁ ରାଜ୍ୟର ଅନେକ କ୍ଷୟକ୍ଷତି ହୋଇଛି । ତା ସହିତ ବହୁ କ୍ଷୁଦ୍ର ବ୍ୟବସାୟୀଙ୍କ ବେପାର ବି ବୁଡ଼ି ଯାଇଛି । ଏବେ ଯଦି ଆପଣ ରାଜଧାନୀ ଭୁବନେଶ୍ୱରର ଯେକୌଣସି ଦୋକାନକୁ କିଛି କିଣିବାକୁ ଯିବେ ହୁଏତ ଅନେକ ସାମଗ୍ରୀ ଆପଣ ପାଇବେ ନାହିଁ । ବିଶେଷ କରି…