କଠୋର ହେଲା ଶ୍ରୀମନ୍ଦିର ପ୍ରଶାସନ, ନୀତିରେ ବିଳମ୍ବ ହେଲେ ମିଳିବନି ପାଳିଆ ପୁରସ୍କାର
ପୁରୀ : ଶ୍ରୀମନ୍ଦିରରେ ନୀତି ସଂପାଦନାରେ ଶୃଙ୍ଖଳା ଓ ସମୟାନୁବର୍ତ୍ତିତା ନେଇ କଠୋର ହେଲା ମନ୍ଦିର ପ୍ରଶାସନ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ସେବାୟତ ନିଯୋଗକୁ ପତ୍ର ଲେଖିଛନ୍ତି। ସେବକ ମାନେ ଧାର୍ଯ୍ୟ ସମୟରେ ନୀତି ସଂପାଦନ ପାଇଁ ନିଯୋଗ ସେମାନଙ୍କ ପାଳିଆଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବେ।…