ମ୍ୟାଚ ହାରିବା ପରେ ଭାଙ୍ଗିପଡିଥିଲେ ରିଷଭ ପନ୍ତ, ଶାହରୁଖ ଆଲିଙ୍ଗନ କରି କଲେ ଉତ୍ସାହିତ
ଦିଲ୍ଲୀ କ୍ୟାପିଟାଲ୍ସକୁ ୧୦୬ ରନରେ ହରାଇଛି କୋଲକତା ନାଇଟ ରାଇଡର୍ସ । ଏତେ ବଡ ସ୍କୋରରେ ଦିଲ୍ଲୀକୁ ହରାଇବା ପରେ କେକେଆର ଟିମର ସମସ୍ତ ଖେଳାଳିଙ୍କୁ ଶାହରୁଖ ଖାନ ସାକ୍ଷାତ କରିଛନ୍ତି । କେବଳ ଏତିକି ନୁହେଁ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ରିଷଭ ପନ୍ତଙ୍କୁ ମଧ୍ୟ ଦେଖା ହୋଇଛନ୍ତି ।…