Browsing Tag

sona mohapatra

ମ୍ୟୁଜିକ ଇଣ୍ଡଷ୍ଟ୍ରୀ ଅବସ୍ଥାକୁ ନେଇ ଭୀଷଣ ରାଗିଲେ ଓଡ଼ିଆ ଗାୟିକା ସୋନା ମହାପାତ୍ର, ସଂଗୀତ ପ୍ରେମୀଙ୍କୁ କହିଲେ ଏମିତି…

ବିଭିନ୍ନ କାରଣ ପାଇଁ ଅଧିକାଂଶ ସମୟରେ ବିବାଦରେ ରହୁଥିବା ବଲିଉଡ ଗାୟିକା ସୋନା ମହାପାତ୍ର ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଏଥର କିନ୍ତୁ ସୋନା ନିଜ ଗୀତ ପାଇଁ ନୁହେଁ, ଅନ୍ୟ ଏକ କାରଣ ପାଇଁ ହିଁ ବିଶେଷ ଭାବେ ଲୋକଲୋଚନକୁ ଆସିଛନ୍ତି । ସୋନା ସଂଗୀତ ପ୍ରେମୀ ମାନଙ୍କୁ ଅନୁରୋଧ…

‘ନୀଳମଣି ତୁ ମୋ ଜୀବନ ଧନ’ଗୀତକୁ ନୂଆ ଢଙ୍ଗରେ ଗାଇ ଚର୍ଚ୍ଚାରେ ଗାୟିକା ସୋନା ମହାପାତ୍ର

ସଙ୍ଗୀତ ଦୁନିଆର ଏକ ବିବାଦୀୟ ତଥା ଚର୍ଚ୍ଚିତ ବ୍ୟକ୍ତିତ୍ୱ ହେଉଛନ୍ତି ଗାୟିକା ସୋନା ମହାପାତ୍ର। ସବୁବେଳେ ନିଜ ଗୀତ ପାଇଁ ବିବାଦ ମଧ୍ୟରେ ଛନ୍ଦି ହୋଇଯାଇଥାନ୍ତି ଏହି କଣ୍ଠଶିଳ୍ପୀ। ଓଡ଼ିଆ ଗୀତକୁ ରିମିକ୍ସ କରି ଏକ ନିଆରା ଢଙ୍ଗରେ ଉପସ୍ଥାପିତ କରିଥାନ୍ତି ସୋନା। ତେବେ ଏବେ ପୁଣି ଥରେ ଏକ ଗୀତକୁ…

ସୋସିଆଲ ମିଡିଆରେ ସୋନା ମହାପାତ୍ରଙ୍କୁ ଅମୀର ତନୟା ଇରା ଖାନ ଲେଖିଲେ ଏପରି, ଦେଖନ୍ତୁ ପୋଷ୍ଟ

ଅମୀର ତନୟା ଇରା ଖାନ ଇନଷ୍ଟାଗ୍ରାମରେ ବହୁତ ଆକ୍ଟିଭ ରହିଥାନ୍ତି ଏବଂ ନିଜର ଫ୍ୟାନ ମାନଙ୍କ ପାଇଁ ସେ ଫଟୋ ମଧ୍ୟ ପୋଷ୍ଟ କରିଥାନ୍ତି । ନିକଟରେ ସେ ଏକ ପୋଷ୍ଟ କରିଛନ୍ତି ଯାହାକୁ ସେ ପ୍ରସିଦ୍ଧ ଗାୟିକା ସୋନା ମହାପାତ୍ରଙ୍କୁ ଡେଡିକେଟ କରିଛନ୍ତି । ତେବେ ତାଙ୍କର ଏହି ପୋଷ୍ଟ ସୋସିଆଲ ମିଡିଆରେ…

ସୋନା ମହାପାତ୍ରଙ୍କ ଅଭିଯୋଗରେ ଇଣ୍ଡିଆନ୍‌ ଆଇଡଲ୍‌ରୁ ବିଦା ହେଲେ ଅନୁ ମଲ୍ଲିକ

କେନ୍ଦ୍ରମନ୍ତ୍ରୀ ସ୍ମୃତି ଜୁବିନ୍‌ ଇରାନୀଙ୍କୁ ଖୋଲା ଚିଠି ଲେଖି ଅନୁ ମଲ୍ଲିକଙ୍କ ମାମଲାରେ ହସ୍ତକ୍ଷେପ କରିବାକୁ ଅପିଲ୍‌ କରିଥିଲେ ସୋନା ମହାପାତ୍ର। ମଙ୍ଗଳବାର ସ୍ମୃତି ଇରାନୀ କହିଥିଲେ, ତାଙ୍କ ମନ୍ତ୍ରାଳୟ ଭାରତରେ ସମସ୍ତ ଯୌନ ଅପରାଧୀଙ୍କ ଡିଜିଟାଲ୍‌ ସୂଚୀ ବନାଉଛି। ତେବେ ଗୁରୁବାର…

ସୋନାଙ୍କ ଆଉ ଏକ ପବ୍ଲିକ୍‌ ଷ୍ଟଣ୍ଟ, ତେନ୍ଦୁଲକରଙ୍କୁ ଟାର୍ଗେଟ କଲେ ଓଡିଆ ଗାୟିକା

ବିବାଦୀୟ ମନ୍ତବ୍ୟ ଦେଇ ଗାୟିକା ସୋନା ମହାପାତ୍ର ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ବର୍ତ୍ତମାନ ସୋନା ଏପରି କିଛି ଦାବି କରି କ୍ରିକେଟର ଭଗବାନ ତଥା ଭାରତରତ୍ନ ସଚିନ୍ ତେନ୍ଦୁଲକରଙ୍କ ଉପରେ ସୋସିଆଲ ମିଡିଆରେ ମିଡିଆରେ ଆକ୍ରମଣ କରିଛନ୍ତି। ନିକଟରେ ଇଣ୍ଡିଆନ୍ ଆଇଡଲ୍ରେ କିଛି ପ୍ରତିଯୋଗୀଙ୍କ…

ସୋନାଙ୍କୁ ପସନ୍ଦ ହେଲାନି ‘କବୀର ସିଂହ’, କହିଲେ ଫିଲ୍ମ କରିବା ପୂର୍ବରୁ ନିଜ ଦାୟିତ୍ବ ବୁଝୁ ନାହାଁନ୍ତି ସାହିଦ

ସିନେମା ଘରେ ଧୁମ୍ ମଚାଉଛି ସାହିଦ୍ କପୁରଙ୍କ ଫିଲ୍ମ କବୀର ସିଂହ । ଫିଲ୍ମଟି ସାହିଦଙ୍କ କ୍ୟାରିୟର୍ ପାଇଁ ଏକ ମାଇଲଷ୍ଟୋନ୍ ସାବ୍ୟସ୍ତ ହୋଇପାରେ । ପ୍ରଥମ ଦିନରେ ହିଁ ବକ୍ସ ଅଫିସରେ ୨୦ କୋଟି ଆୟ କରିଛି କବୀର୍ ସିଂହ । ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସୁଛି ସାହିଦ୍ ଏବଂ କିଆରାଙ୍କ ଯୋଡି । କିନ୍ତୁ…

ପୁଣି ବିବାଦରେ ସୋନା ମହାପାତ୍ର : ‘ଆହେ ନୀଳ ଶୈଳ’ ଭଜନକୁ ବିକୃତ କରି ଗାଇଲେ

ଭୁବନେଶ୍ୱର : ପୁଣି ବିବାଦରେ କଣ୍ଠଶିଳ୍ପୀ ସୋନା ମହାପାତ୍ର । ଆହେ ନୀଳ ଶୈଳ ଗୀତ ଗାଇ ବିବାଦ ଘେରରେ ସୋନା ମହାପାତ୍ର । ଗୀତରେ ଓଡ଼ିଆ ସଂସ୍କୃତିକୁ ଅସମ୍ମାନ ନେଇ ସମାଲୋଚନା କରାଯାଇଛି । ଭଜନର କେତେକ ଶବ୍ଦକୁ ସେ ଠିକ୍ ଭାବେ ଉଚ୍ଚାରଣ କରିନାହାନ୍ତି। ଏହା ଉପରେ ଜବାବ ଦେଇଛନ୍ତି ସୋନା…